fbpx
BJD SKY
BJD SKY

ସରସ୍ୱତୀ ପୂଜା ସାମଗ୍ରୀ କିଣି ବାଇକ୍‌ରେ ଯାଉଥିଲା ବେଳେ ଦୁର୍ଘଟଣା; ୩ ସ୍କୁଲ୍ ଛାତ୍ର ଗୁରୁତର

BJD

କାମାକ୍ଷାନଗର: ମହାବିରୋଡ଼ ଥାନା ଜରଡ଼ା ବାଘଡିଆଁ ନାଳ ପାଖରେ ଅଘଟଣ । ୩ ସ୍କୁଲ୍‌ ଛାତ୍ରଙ୍କୁ ଧକ୍କା ଦେଇ ପଳାଇଲା ଅଜଣା ଗାଡ଼ି । ସରସ୍ୱତୀ ପୂଜା ସାମଗ୍ରୀ କିଣି ବାଇକ୍‌ରେ ଯାଉଥିଲା ବେଳେ ଘଟିଲା ଦୁର୍ଘଟଣା । ୩ ଜଣ ଗୁରୁତର ଅବସ୍ଥାରେ ଛାତ୍ର ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି । ତିନି ଜଣ ଛାତ୍ର ବାମ୍‌ ସ୍ଥିତ ବନଦୁର୍ଗା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ପଢପଥିଲେ । ଏଠି ପ୍ରଶ୍ନ ହେଉଛି କିଭଳି ପରିସ୍ଥିତିରେ ଏତେ ଛୋଟ ପିଲାଙ୍କୁ ଗାଡ଼ି ଦେଇ ବଜାରକୁ ଛାଡ଼ିଥିଲେ ନା ସ୍କୁଲରେ ପୂଜା ପାଇଁ ଯାଇଥିଲେ?

Get real time updates directly on you device, subscribe now.