ହାଇକୋର୍ଟରେ ବେଆଇନ୍ ବାଲି ଖାଦାନ ମାମଲା; ଉଠାଣ ଓ ପରିବହନ ଉପରେ ଅଙ୍କୁଶ ବଳବତ୍ତର

କଟକ: ହାଇକୋର୍ଟରେ ବେଆଇନ୍ ବାଲି ଖାଦାନ ମାମଲା । ବାଲି ଉଠାଣ ଓ ପରିବହନ ଉପରେ ହାଇକୋର୍ଟଙ୍କ ଅଙ୍କୁଶ ବଳବତ୍ତର । ସକାଳ ୭ରୁ ରାତି ୯ ଯାଏଁ ବାଲି ପରିବହନ ଉପରେ ସଂପୂର୍ଣ୍ଣ କଟକଣା ରହିଥିବା ବେଳେ ଅତ୍ୟାବଶ୍ୟକ ସ୍ଥଳେ…

ମମତା ବାନାର୍ଜୀ ଏବେ ବି ‘ଇଣ୍ଡିଆ’ ମେଣ୍ଟରେ ସାମିଲ…; ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ବି ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ଅଂଶ ବିଶେଷ। ମଙ୍ଗଳବାର ଝାଡ଼ଖଣ୍ଡରେ ଏକ…

ଶ୍ରୀମନ୍ଦିର ଗୁମୁଟ ତଳେ ଫାଟ ନେଇ ASI ଅଧୀକ୍ଷକଙ୍କ ସୂଚନା; ଫାଟ ଆଜିର ନୁହେଁ, ଦୀର୍ଘଦିନର

ପୁରୀ: ଶ୍ରୀମନ୍ଦିର ଗୁମୁଟ ତଳ ଭାଗରେ ଫାଟ ନେଇ ସୂଚନା ଦେଲେ ASI ଅଧୀକ୍ଷକ । ଫାଟ ଥିବା ଆଗରୁ ଜାଣିଥିଲୁ କହିଲେ ASI ପୁରୀ ସର୍କଲ ଅଧୀକ୍ଷକ । ଏନେଇ ସେ ଆହୁରି କହିଛନ୍ତି 'ଅନୁଧ୍ୟାନ କରାଯାଇଛି, ଦୁଇ ଚାରି ଦିନରେ ପଥର…

BREAKING…ପୁଣି ଗର୍ଜିଲେ ବେସରକାରୀ ଅଧ୍ୟାପକ; ଅନିର୍ଦ୍ଦିଷ୍ଟ କାଳ ଯାଏଁ ୬୬୨ବର୍ଗ ଅଧିନ ୭ଶହ କଲେଜ ବନ୍ଦ

ଭୁବନେଶ୍ୱର: ପୁଣି ଗାନ୍ଧି ମାର୍ଗରେ ଗର୍ଜିଲେ ବେସରକାରୀ ଅଧ୍ୟାପକ । ୩୫୮ ଦିନର ଅହୋରାତ୍ର ଧାରଣା ପରେ ପୁଣି ଧାରଣା ଦେଲେ । ସମାନ ଦରମାକୁ ସମାନ ଗ୍ରେଡ୍ ପେ ଆଧାରରେ ଦରମା ଦାବିରେ ଧାରଣା ଦେଇଛନ୍ତି । ଆଜିଠୁ…

IND Vs ENG; ବିଶାଖାପାଟଣା ଟେଷ୍ଟରେ ଇଣ୍ଡିଆର ବୃହତ ବିଜୟ, ଇଂଲଣ୍ଡକୁ ୧୦୬ ରନରେ ହରାଇଲା ଭାରତ

ବିଶାଖାପାଟଣା: ବିଶାଖାପାଟଣା ଟେଷ୍ଟ ମ୍ୟାଚ୍ (ଭାରତ ବନାମ ଇଂଲଣ୍ଡ)ରେ ଭାରତ ଇଂଲଣ୍ଡକୁ ୧୦୬ ରନ୍ ରେ ପରାସ୍ତ କରି ଦ୍ବିତୀୟ ଟେଷ୍ଟମ୍ୟାଚ୍ ଜିତିଛି। ଏହି ବିଜୟ ସହ ଭାରତୀୟ ଦଳ ସିରିଜକୁ ୧-୧ରେ ସମାନ କରିଛି। ଭାରତ…

ତୁଟିଲା ରାଘବ-ପରିଣୀତିଙ୍କ କଳି; ନବବିବାହିତ ଦମ୍ପତିଙ୍କୁ ଦେଲେ ଗୁରୁତ୍ୱପୂର୍ଣ୍ଣ ଟିପ୍ସ୍…

ନୂଆଦିଲ୍ଲୀ: ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା ବଲିଉଡର ସବୁଠାରୁ ସୁନ୍ଦର ଯୋଡି ମାନଙ୍କ ମଧ୍ୟରୁ ଅନ୍ୟତମ । ଗତ ବର୍ଷ ସେପ୍ଟେମ୍ବରରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପରିଣୀତି ଏବଂ ରାଘବ ଉଦୟପୁରରେ…

IND vs ENG: ଇଂଲଣ୍ଡକୁ ବଡ଼ ଝଟକା ଦେଲା ଇଣ୍ଡିଆ, ୧୧ରନ୍‌ରେ ଆଉଟ୍ ହେଲେ ବେନ୍ ଷ୍ଟୋକ୍ସ

ବିଶାଖାପାଟଣା: ଟିମ୍ ଇଣ୍ଡିଆକୁ ମିଳିଛି ବଡ଼ ସଫଳତା । ବେନ୍ ଷ୍ଟୋକ୍ସ ୨୯ ବଲ୍ ରେ ୧୧ ରନ୍ କରିଥିଲେ। ଶ୍ରେୟସ ଆୟର ତାଙ୍କୁ ରନ୍ ଆଉଟ୍ କରିଥିଲେ। ଇଂଲଣ୍ଡ ୫୨.୪ ଓଭରରେ ୭ ୱିକେଟ୍ ହରାଇ ୨୨୦ ରନ୍ କରିଛି। ଦଳକୁ ବିଜୟ…

ଶଙ୍କର ମହାଦେବନଙ୍କ ମ୍ୟୁଜିକ୍ ବ୍ୟାଣ୍ଡ ‘ଶକ୍ତି’କୁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍‌ ମାନ୍ୟତା ସହ ମିଳିଲା ଗ୍ରାମି…

ମୁମ୍ୱାଇ: ଶକ୍ତି ବ୍ୟାଣ୍ଡରେ ଗିଟାରିଷ୍ଟ ଜନ୍ ମ୍ୟାକ୍ଲାଫ୍ଲିନ୍, ତବଲା ବାଦକ ଉସ୍ତାଦ ଜାକିର ହୁସେନ୍ ଏବଂ କଣ୍ଠଶିଳ୍ପୀ ଶଙ୍କର ମହାଦେବନ । ଶଙ୍କର ମହାଦେବନଙ୍କ ମ୍ୟୁଜିକ୍ ବ୍ୟାଣ୍ଡ 'ଶକ୍ତି' ଶ୍ରେଷ୍ଠ ଗ୍ଲୋବାଲ୍…

ଚମ୍ପାଇ ସୋରେନଙ୍କ ଫ୍ଲୋର ଟେଷ୍ଟ; ବିଧାନସଭାରେ ପହଞ୍ଚିଲେ ହେମନ୍ତ ସୋରେନ୍

ରାଞ୍ଚି: ଝାଡ଼ଖଣ୍ଡରେ ନୂଆ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସୋମବାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବାକୁ ଯାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଫ୍ଲୋର ଟେଷ୍ଟରେ ଭାଗ ନେବା ପାଇଁ…

ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ; ଗୃହରେ ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ

ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ। ଗୃହରେ ଅଭିଭାଷଣ ରଖୁଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ। ଧାନସଭା ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ । ପୁରୀ ପରିକ୍ରମା ପ୍ରକଳ୍ପର ପ୍ରଶଂସା କଲେ । ୮ ଶହ…