BIG BREAKING…ଆନ୍ଦୋଳନ ପ୍ରତ୍ୟାହାର କଲେ ଅଗ୍ନିଶମ କର୍ମଚାରୀ; ଚେତାବନୀ ପାଇଁ ଓହରିଲେ
ଭୁବନେଶ୍ୱର : ଆନ୍ଦୋଳନ ପ୍ରତ୍ୟାହାର କଲେ ଅଗ୍ନିଶମ କର୍ମଚାରୀ । କାର୍ଯ୍ୟରେ ଯୋଗ ଦେବେ କହିଲେ ଆନ୍ଦୋଳନରତ କର୍ମଚାରୀ । ଏସ୍ମା ଓ ବାଧ୍ୟତାମୂଳକ ଅବସର ଚେତାବନୀ ପାଇଁ ଓହରିଲେ ଅଗ୍ନିଶମ କର୍ମଚାରୀ । ଓଡ଼ିଶା ଅଗ୍ନିଶମ…