ମା’-ମମତାର ଶ୍ରେଷ୍ଠ ଉଦାହରଣ; ପୁଅ ମୃତ୍ୟୁ ଖବର ଶୁଣି ହୃଦଘାତରେ ଆଖି ବୁଜିଲା ସାବତ ମାଆ

ଓଡ଼ିଶା ଭାସ୍କର: ସମାଜରେ ସାବତ ମାଆକୁ ଲୋକ କଳଙ୍କ ଓ ଅପବାଦର ନାଁ ଦେଇଥାନ୍ତି। ହେଲେ ଏମିତି ବି କିଛି ମାଆ ଅଛନ୍ତି ସେମାନେ ମାତୃତ୍ୱର ଧର୍ମ ପାଳନକରି ମହାନ ପାଲଟିଯାଆନ୍ତି। ସେମିତି ଏକ ଖବର ଆସିଛି, ଯିଏ ସାବତ ପୁଅର…

(Video) ରାମମନ୍ଦିର ପ୍ରତିଷ୍ଠାକୁ ନେଇ ଆମେରିକାରେ ହେଲା ରାସ୍ତା ଜାମ୍; ଶହ ଶହ ଗାଡ଼ିରେ ଉଡ଼ିଲା ଶ୍ରୀରାମଙ୍କ ଧ୍ଵଜା

ଓଡ଼ିଶା ଭାସ୍କର: ରାମ ମନ୍ଦିର ପାଇଁ ଆମେରିକାରେ ଭିଡ଼, ଆମେରିକା ରାସ୍ତାରେ ଶହ ଶହ ଲୋକ । ସମସ୍ତଙ୍କ ମୁହଁରେ କେବଳ ଜୟ ଶ୍ରୀରାମ, ଭାରତର ରାମ ମନ୍ଦିର ହେବ ବିଶ୍ୱ ପ୍ରସିଦ୍ଧ ।  ଏହି ଦୃଶ୍ୟ ହେଉଛି ଆମେରିକାର ସେହିଭଳି…

ବିମାନ ଦୁର୍ଘଟଣାରେ ହଲିଉଡ୍ ଅଭିନେତାଙ୍କ ମୃତ୍ୟୁ; ହୃଦୟବିଦାରକ ଦୃଶ୍ୟକୁ ବଖାଣିଲେ ପରିବାର ଲୋକ

ଓଡ଼ିଶା ଭାସ୍କର: ବିମାନ ଦୁର୍ଘଟଣାରେ ଅଭିନେତାଙ୍କ ମୃତ୍ୟୁ। ସେହି ହୃଦୟବିଦାରକ ଦୃଶ୍ୟକୁ ବଖାଣିଲେ ପରିବାର ଲୋକ। ହଲିଉଡ୍ ଅଭିନେତା ଖ୍ରୀଷ୍ଟିଆନ ଅଲିଭରଙ୍କ ମୃତ୍ୟୁକୁ ନୋଇ ଗଭୀର ଶୋକ ପ୍ରକାଶ କରିଛନ୍ତି…

ମହିଳାଙ୍କ ଗାଧୋଇବାର ଭିଡିଓ ରେକର୍ଡିଂ କରୁଥିଲା ଯୁବକ; ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗାଁ ଲୋକ

ହୁବଲି: କର୍ଣ୍ଣାଟକର ହୁବଲି ଜିଲ୍ଲାରେ ଜଣେ ମହିଳା ନିଜ ଘରେ ଗାଧୋଉଥିବାର ଭିଡିଓ ରେକର୍ଡିଂ କରୁଥିବା ବେଳେ ଧରାପଡ଼ିବା ପରେ ଜଣେ ବ୍ୟକ୍ତିଙ୍କୁ ଗାଁ ଲୋକ ମାଡ଼ ମାରିଛନ୍ତି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି,…

Big Breaking.. ହାଇଟେକ୍‌ ଟ୍ରାଜେଡି; ଆସିଲା DNA ରିପୋର୍ଟ, ଦୀଲିପଙ୍କ ମୃତ୍ୟୁ ନେଇ ସ୍ପଷ୍ଟ

ଭୁବନେଶ୍ୱର: ସାମ୍ନାକୁ ଆସିଲା DNA ରିପୋର୍ଟ। ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ଆଜି ଆସିଲା DNA ରିପୋର୍ଟ । ଭୁବନେଶ୍ୱର ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ତୃତୀୟ…

(Video) ମମତା ବୁଝେନି ପର-ଆପଣା; ନିଜ ଛୁଆଙ୍କୁ ଛାଡ଼ି ମାଲିକ ପିଲାକୁ ଗେଲ କରୁଛି ମା’ ବିଲେଇ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ସହ ଜଡିତ ଅନେକ ଭିଡିଓକୁ ଲେକମାନେ ଖୁବ ପସନ୍ଦ କରିଥାନ୍ତି । ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଯାଏ । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏଭଳି ଏକ ହୃଦୟସ୍ପର୍ଶୀ…

କ୍ରିକେଟ ପଡ଼ିଆକୁ ଏଣ୍ଟ୍ରି ବେଳେ ‘ରାମ ସିୟା ରାମ’ ଗୀତ ବଜାଇବାକୁ କହିଲେ ଦକ୍ଷିଣ ଆଫ୍ରିକା କ୍ରିକେଟର କେଶବ ମହାରାଜ

ନଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା କ୍ରିକେଟର କେଶବ ମହାରାଜ କହିଛନ୍ତି ଯେ ସେ ଯେତେବେଳେ ବି ପଡ଼ିଆରେ ବ୍ୟାଟିଂ କରିବାକୁ ବାହାରିଥିଲେ ସେତେବେଳେ ସେ ଡିଜେଙ୍କୁ ଭକ୍ତି ଗୀତ 'ରାମ ସିଆ ରାମ' ବଜାଇବାକୁ ଅନୁରୋଧ କରିଥିଲେ।…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ବିଜେପିକୁ ଟାର୍ଗେଟ କଲେ ମମତା, ‘ମୁଁ ଭଗବାନ-ଆଲ୍ଲାଙ୍କ ଶପଥ ନେଉଛି…’

କୋଲକତା: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ରାମ ମନ୍ଦିର ଉଦଘାଟନ କରି ନାଟକ କରୁଛି…

(Breaking) ପୁରୀ: ଜବତ ହେଲା କୋଟିଏ ଟଙ୍କାର ବ୍ରାଉନ୍ ସୁଗାର; ଡିଲ୍ ବେଳେ ମାଡ଼ିବସିଲା STF

ପୁରୀ: (ଓଡ଼ିଶା ଭାସ୍କର) କୋଟିଏ ଟଙ୍କାର ବ୍ରାଉନ୍ ସୁଗାର ଜବତ । ଡିଲ୍ ବେଳେ କେଜିଏରୁ ଊର୍ଦ୍ଧ୍ୱ ବ୍ରାଉନ୍ ସୁଗାର ଜବତ । ପୁରୀ ନିମାପଡ଼ାରୁ ଜଣଙ୍କୁ ଗିରଫ କଲା ଏସ୍‌ଟିଏଫ୍‌ । ରାଜ୍ୟରେ ଖୁଲମାଖୁଲା ଚାଲିଛି…

ସୋସିଆଲ ମିଡିଆରେ ଆତ୍ମହରା କରୁଛି କୁନି କୃଷ୍ଣଙ୍କ AI ନିର୍ମିତ ଫଟୋଚିତ୍ର; Wallpaper ରଖୁଛନ୍ତି ଅଧିକାଂଶ ଲୋକ

ଭୁବନେଶ୍ୱର: ଭାରତବର୍ଷର ସବୁଠାରୁ ବଡ଼ ପରିଚୟ, ବିଶ୍ୱାସ ତଥା ପ୍ରାଣ ହେଉଛନ୍ତି ମହାପ୍ରଭୁ ଶ୍ରୀକୃଷ୍ଣ। ଆମ ଦେଶର ସଂସ୍କୃତି, ପରମ୍ପରା, ଜୀବନଚର୍ଯ୍ୟା ଶ୍ରୀକୃଷ୍ଣଙ୍କୁ ନେଇ ଗଢ଼ି ଉଠିଛି। ଶ୍ରୀକୃଷ୍ଣ ହେଉଛନ୍ତି…