ଶରୀରରେ ଶ୍ୱେତ ରକ୍ତ କଣିକା ବୃଦ୍ଧି କରିବା ସହ ବିଭିନ୍ନ ସମସ୍ୟାକୁ ଦୂର କରେ ଏସବୁ ଖାଦ୍ୟ
ଓଡ଼ିଶା ଭାସ୍କର: ଶ୍ୱେତ ରକ୍ତ କଣିକା (ଡବ୍ଲୁବିସି) ହେଉଛି ରକ୍ତରେ ଥିବା ଏକ ପ୍ରକାରର ରକ୍ତ କଣିକା, ଯାହା ଶରୀର ସ୍ୱାସ୍ଥ୍ୟ ପାଇଁ ଜରୁରୀ ଅଟେ । ଶରୀରରେ ରକ୍ତଚାପକୁ ଠିକ୍ ମାତ୍ରାରେ ବଜାୟ ରଖିବା, ରକ୍ତକୁ ସଫା…