କ୍ୟାନ୍ସରକୁ ନେଇ ଆଶ୍ଚର୍ଯ୍ୟଜନକ ମାମଲା: ରୋଗୀଙ୍କଠାରୁ ଡାକ୍ତରଙ୍କୁ ହେଲା ଏହି ରୋଗ, ଏହା କିପରି ସମ୍ଭବ?

ସାଂଘାତିକ କର୍କଟ ସମ୍ବନ୍ଧୀୟ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏବେ ପର୍ଯ୍ୟନ୍ତ ଶରୀର ଭିତରେ ହେଉଥିବା କର୍କଟ ଜଣେ ଡାକ୍ତରଙ୍କୁ ନିଜ ରୋଗୀଙ୍କଠାରୁ ହୋଇଯାଇଛିି । ପ୍ରଥମ ଥର ପାଇଁ ଏଭଳି ଘଟଣା ଦୁନିଆରେ…

ଚା ଏବଂ କଫି ପିଇବା ଦ୍ଵାରା ମୁଣ୍ଡ ଏବଂ ବେକ କର୍କଟ ରୋଗର ଆଶଙ୍କା ହ୍ରାସ ହୁଏ : ରିପୋର୍ଟ

ଚା’ ବା କଫି ପିଇବାକୁ କାହାକୁ ବା ପସନ୍ଦ ନଥାଏ, ବିଶେଷ କରି ଭାରତୀୟ ଲୋକମାନେ ଏହାକୁ ସବୁଠାରୁ ଅଧିକ ପସନ୍ଦ କରନ୍ତି । ଶୀତ ଦିନେ ଏହାକୁ ପିଇବାର ମଜା ହିଁ କିଛି ନିଆରା ଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ,…

ଜାମ୍ମୁ କାଶ୍ମୀର: ବାନ୍ଦିିପୋରାରେ ଖାଇକୁ ଖସିଲା ସେନା ଗାଡି, ୨ ଯବାନ ସହିଦ, ୪ ଆହତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ବାନ୍ଦିପୋରାଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ସେନା ଗାଡି ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ଦୁଇ ଯବାନ ସହିଦ ହୋଇଥିବାବେଳେ ଚାରିଜଣ ଯବାନଙ୍କ ଅବସ୍ଥା ଗୁରୁତର ଥିବା…

ଭାରତୀୟ ସେନାରେ ବଡ ପରିବର୍ତ୍ତନ! ଏବେ ଯୋଗ୍ୟତା ଆଧାରରେ ହେବ ଅଧିକାରୀଙ୍କ ପଦୋନ୍ନତି

ନୂଆଦିଲ୍ଲୀ: ଭାରତୀୟ ସେନା ଏହାର ବରିଷ୍ଠ ଅଧିକାରୀଙ୍କ ପଦୋନ୍ନତି ପାଇଁ ଏକ ନୂଆ ନୀତି ଆପଣାଇଛି । ବର୍ତ୍ତମାନ ମୂଲ୍ୟାଙ୍କନ ଭିତ୍ତିକ ବ୍ୟବସ୍ଥାରେ ଲେଫ୍ଟନାଣ୍ଟ ଜେନେରାଲ୍ସର ପଦୋନ୍ନତି କରାଯିବ । ଯାହା ମାର୍ଚ୍ଚ ୩୧ ରୁ…

ଚୀନରେ ଡରାଉଛି ଏଚଏମପିଭି ଭାଇରସ୍: ଜାଣନ୍ତୁ ବର୍ତ୍ତିବାର ନିୟମ

ଦୁନିଆରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ଯାଇନି କରୋନା ଭାଇରସ୍ । ଏହାରି ମଧ୍ୟରେ ଏଣ୍ଟ୍ରି ମାରିଛି ଆଉ ଏକ ନୂଆ ଭାଇରସ୍ । ଚୀନରେ ପୁଣି ଏକ ରହସ୍ୟମୟ ଭାଇରସର ଆତଙ୍କ । ଡରାଇଲାଣି ନୂଆ ଭାଇରସ୍ ଏଚଏମପିଭି । କରୋନା…

ଟଏଲେଟରେ ମହିଳାଙ୍କ ସହ DSPଙ୍କ ଅସଦାଚରଣ: ଭାଇରାଲ ହେଉଛି କର୍ଣ୍ଣାଟକ ପୋଲିସର Video

ନୂଆଦିଲ୍ଲୀ: କର୍ଣ୍ଣାଟକର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମହିଳାଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ଏହି ଘଟଣା ମଧୁଗିରି ସବଡିଭିଜନ ସହିତ ଜଡିତ, ଯେଉଁଠାରେ ଜଣେ ମହିଳା ଜମି ବିବାଦ…

ଜାନୁୟାରୀ ୪ ରେ ପୁଣି ମହଙ୍ଗା ହେଲା ସୁନା, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ରହିଛି ରେଟ୍

ନୂଆଦିଲ୍ଲୀ: ନୂଆ ବର୍ଷରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ୪ ଜାନୁୟାରୀ ୨୦୨୫ ରେ, ୧୦ ଗ୍ରାମ ସୁନା ଦର ୭୫୦ ଟଙ୍କା ମହଙ୍ଗା ହୋଇଛି । ଦେଶର ଅଧିକାଂଶ ସହରରେ ୨୪ କ୍ୟାରେଟ୍ ସୁନା ହାର ପ୍ରାୟ ୭୯,୩୦୦ ଟଙ୍କା…

ଭାରତର କିଛି ସ୍ଥାନକୁ ନିଜର ବୋଲି ଦାବି କରୁଛି ଚୀନ୍

ଲଦାଖ: ଚୀନ ହଟାନ ପ୍ରଦେଶରେ ଦୁଇଟି ନୂଆ କାଉଣ୍ଟି ଘୋଷଣାକୁ ନେଇ ଆପତ୍ତି ଉଠାଇଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। କାରଣ ଏହି କାଉଣ୍ଟିଗୁଡ଼ିକ ପ୍ରତିଷ୍ଠା ହେବାକୁ ଥିବା ସ୍ଥାନରେ ଭାରତର ଲଦାଖ ମଧ୍ୟ ରହିଛି।…

ହକି ଇଣ୍ଡିଆର ପୂର୍ବତନ କୋଚଙ୍କୁ ଆସିଲା ହାର୍ଟ ଆଟାକ୍, ଆପୋଲୋ ହସ୍ପିଟାଲରେ ICUରେ ଭର୍ତ୍ତି

ନୂଆଦିଲ୍ଲୀ: କ୍ରୀଡା ଜଗତରୁ ଆସିଛି ଏକ ଖରାପ ଖବର । ହକି ଇଣ୍ଡିଆର ପୂର୍ବତନ କୋଚ ବା ପ୍ରଶିକ୍ଷକ ଜଗବୀର ସିଂଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହାର୍ଟ ଆଟାକ୍ ଆସିବାରୁ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲର…

କମୁଛି ପାରଦ: ଘନ କୁହୁଡି ନେଇ ଆଜି ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆସନ୍ତା ୪ ଦିନ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବ। ଆଗାମୀ ତିନି ଦିନ ଫୁଲବାଣୀ ଓ ରାଉରକେଲାରେ ପାରଦ ୭…