ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ‘TRUTH Social’ନାମରେ ଲଞ୍ଚ କରିବେ ନିଜର…

ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେଇ ବଡ଼ ଘୋଷଣା କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଆଜି ଘୋଷଣା କରିଛନ୍ତି ଯେ ସେ ନିଜର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ…

ନଭେମ୍ବର ୧ରୁ ଆପଣଙ୍କ ସ୍ମାର୍ଟଫୋନରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍!

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ ହ୍ୱାଟ୍ସଆପ୍ କିଛି ସ୍ମାର୍ଟଫୋନରୁ ନିଜର ସପୋର୍ଟ ବନ୍ଦ କରିବାକୁ ଯାଉଛି । କମ୍ପାନୀ ଘୋଷଣା କରିଛି ଯେ, ନଭେମ୍ବର ୧ରୁ କିଛି ସିଲେକ୍ଟ ସ୍ମାର୍ଟଫୋନରେ ହ୍ୱାଟ୍ସଆପ କାମ କରିବା ବନ୍ଦ…

ରାଜ୍ୟରେ ଚିହ୍ନଟ ହେଲେ ୫୨୪ ପଜିଟିଭ୍, ୨ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବ ଅପେକ୍ଷା କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଆଜି ୫୨୪ ଜଣ ପଜିଟିଭ ଚିହ୍ନଟ…

କୋଭିଡ ଟିକାକରଣରେ ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ: କରୋନା କାଳରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଟିକାକରଣରେ ଆଜି ଇତିହାସ ରଚିଛି ଭାରତ । ଦେଶରେ ଆଜି ସୁଦ୍ଧା ଟିକାକରଣ ୧୦୦ କୋଟି ଟପିଛି । ଏଥିପାଇଁ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ…

ଦେଶରେ ପୁଣି ବଢ଼ିଲା ତେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ?

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲର ଦାମ୍ ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ଆଜି ପୁଣି ପେଟ୍ରୋଲ-ଡିଜେଲର ଦାମ୍ ୩୫-୩୫ ପଇସା ବୃଦ୍ଧି ହୋଇଛି । ଅକ୍ଟୋବର ମାସରେ ବର୍ତ୍ତମାନ ସୁଦ୍ଧା ତେଲ ଦର ୫ ଟଙ୍କା ବୃଦ୍ଧି ପାଇଛି…

ମମିତାଙ୍କ ହତ୍ୟାକୁ ନେଇ ବିଜେପି-କଂଗ୍ରେସର ଟାର୍ଗେଟ୍, ଉତ୍ତରରେ କଡ଼ା ଜବାବ୍ ଦେଲା ବିଜେଡ଼ି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ କୁହୁଳୁଛି ରାଜନୀତି । ମାମଲାରେ ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ ନେତା ।…

କାଲିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସ; ଭୁଲରେ ବି କରନ୍ତୁ ନାହିଁ ଏହି କାମ, ନଚେତ୍ ଭଗବାନ୍ ବିଷ୍ଣୁ…

ନୂଆଦିଲ୍ଲୀ: କାର୍ତ୍ତିକ ମାସ ହେଉଛି ଭଗବାନ୍ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଅତି ପ୍ରିୟ ମାସ । ଏଥର କାର୍ତ୍ତିକ ମାସ ୨୧ ଅକ୍ଟୋବର ୨୦୨୧ ଦିନ ଗୁରୁବାରରୁ ଆରମ୍ଭ ହେଉଛି, ଯାହାକି ୧୯ ନଭେମ୍ବର ପର୍ଯ୍ୟନ୍ତ ରହିବ । କୁହାଯାଏ…

ମମିତା କେସରେ ବାହାରିବ କି ଆଉ କିଛି ଗୁମର! ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେବ ପୋଲିସ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଗୋଟିଏ ପରେ ଗୋଟିଏ ଖୁଲାସା ହେବା ପରେ ମମିତାଙ୍କୁ…

ମମିତା ମେହେରଙ୍କୁ କାହିଁକି ମାରିଥିଲା ଗୋବିନ୍ଦ? ଜାଣନ୍ତୁ କ’ଣ କହିଲେ ଡିଆଇଜି

ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଘଟଣାକୁ ନେଇ ବଲାଙ୍ଗିର ପୋଲିସ ପକ୍ଷରୁ ଆୟୋଜିତ ହୋଇଛି ଏକ…

ମମିତା କେସ୍: ଆସନ୍ତାକାଲି ବଲାଙ୍ଗିର ବନ୍ଦ

ବଲାଙ୍ଗିର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଘଟଣାକୁ ନେଇ ବିଜେପି ପକ୍ଷରୁ ଆସନ୍ତାକାଲି ବଲାଙ୍ଗିର…