LLBର ଡିଗ୍ରୀ ଅଛି କି ? ତେବେ ଏହି ହାଇକୋର୍ଟରେ ରିସର୍ଚ୍ଚ ଆସୋସିଏଟ୍ ପଦବୀ ପାଇଁ କରନ୍ତୁ ଆବେଦନ
ନୂଆଦିଲ୍ଲୀ: ଏଲଏଲବି ଡିଗ୍ରୀ ହାସଲ କରିବା ପରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଆହ୍ଲାବାଦ ହାଇକୋର୍ଟ ଏହି ପ୍ରାର୍ଥୀମାନଙ୍କ ପାଇଁ ରିସର୍ଚ୍ଚ ଆସୋସିଏଟ୍ ପଦବୀରେ ନିଯୁକ୍ତି…