ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହଠାତ୍ କମିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।…

ଓଡ଼ିଶାରୁ ଆଜି ୭୪୫ ପଜିଟିଭ୍ ଚିହ୍ନଟ, ୧୧୯ ଶିଶୁ ସଂକ୍ରମିତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ନୂଆ ତାଲିବାନ ସରକାରକୁ ଆମେରିକାର ନାପସନ୍ଦ

ନୂଆଦିଲ୍ଲୀ: ମଧ୍ୟବର୍ତ୍ତୀକାଳୀନ ତାଲିବାନ ସରକାରକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଆମେରିକା । ଯାହା ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ଆଶା କରିଥିଲେ ତାହା ପୂରଣ ହୋଇନି । ମଧ୍ୟବର୍ତ୍ତୀକାଳୀନ ସରକାରରେ ସାମିଲ ବ୍ୟକ୍ତିଙ୍କ…

ଅଧିକାଂଶ ହାର୍ଟ ଆଟାକ୍ ସକାଳ ସମୟରେ କାହିଁକି ହୋଇଥାଏ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଅଧିକାଂଶ ହାର୍ଟ ଆଟାକ୍ ସକାଳ ସମୟରେ ଆସୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ବେଳେବେଳେ ଏହା ଅଧିକ ବିପଜ୍ଜନକ ମଧ୍ୟ ହୋଇଥାଏ । ସ୍ପେନରେ ଏହାକୁ ନେଇ ଏକ ରିସର୍ଚ୍ଚ ହୋଇଥିଲା, ଯେଉଁଥିରେ…

ମହିଳାଙ୍କ କାମ କେବଳ ପିଲା ଜନ୍ମ କରିବା, ମନ୍ତ୍ରୀ କେବେ ବି ହୋଇପାରିବେ ନାହିଁ: ତାଲିବାନ୍

କାବୁଲ: ଆଫଗାନିସ୍ତାନରେ ତାଲିବାନ୍ ଶାସନ କ୍ଷମତାକୁ ଆସିବା ପରେ ସରକାରରେ ମହିଳାଙ୍କ ଅଂଶଗ୍ରହଣକୁ ନେଇ ପ୍ରଦର୍ଶନ ଚାଲିଛି । କିନ୍ତୁ ତାଲିବାନର ମୁଖପାତ୍ର ଏହି ମାମଲାରେ କହିଛନ୍ତି ଯେ, ‘କୌଣସି ମହିଳାଙ୍କୁ ଏଠାରେ…

ଅଧିକାରୀ ସହିତ ମହିଳା କନଷ୍ଟେବଳଙ୍କ ସୁଇମିଂ ପୁଲରେ ଗାଧୋଇବାର ଅଶ୍ଲୀଳ ଭିଡିଓ ଭାଇରାଲ, ସ୍ୱାମୀର ଅଭିଯୋଗ ପରେ ଦୁହିଁଙ୍କୁ…

ଜୟପୁର: ରାଜସ୍ଥାନ ପୋଲିସ ପୁଣି ଥରେ ଲଜ୍ଜିତ ହୋଇଛନ୍ତି । ରାଜସ୍ଥାନ ପୋଲିସର ଜଣେ ଅଧିକାରୀ ଓ ମହିଳା କନଷ୍ଟେବଳଙ୍କ ସୁଇମିଂ ପୁଲରେ ଗାଧୋଇବା ସମୟର ଅଶ୍ଲୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ମହିଳା କନଷ୍ଟେବଳଙ୍କ…

ବିଚ୍ ରାସ୍ତାରେ ବ୍ୟବସାୟୀଙ୍କୁ ଗୁଳିମାଡ଼

କଟକ(ଓଡ଼ିଶା ଭାସ୍କର): ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ଼ । କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗା ନିକଠରେ ହୋଇଛି ଏହି ଗୁଳିକାଣ୍ଡ । ଗୋଟିଏ ବାଇକରେ ଆସିୁ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ । ଏହି…

ସୁନାପୁଅ ନୀରଜ ଚୋପ୍ରାଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର କଲା ଟାଟା AIA

ନୂଆଦିଲ୍ଲୀ: ଅଲିମ୍ପିକରେ ଗୋଲ୍ଡ ଜିତିଥିବା ଆଥେଲଟ୍ ନୀରଜ ଚୋପ୍ରାଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର କରିଛି ଟାଟା AIA ଜୀବନ ବୀମା । ନୀରଜ ଚୋପ୍ରା ସହିତ ଏକ ମଲ୍ଟୀ ଇୟର ବ୍ରାଣ୍ଡ ପାର୍ଟନରସିପରେ ସ୍ୱାକ୍ଷର କରାଇଥିବା…

‘ଚିନ୍ତା ବଢ଼ାଉଛି ପିଲାଙ୍କ ଏମଆଇ ସିଣ୍ଡ୍ରୋମ’- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଚିନ୍ତା ବଢ଼ାଉଛି ପିଲାଙ୍କ ଏମଆଇ ସିଣ୍ଡ୍ରୋମ । ପିଲାଙ୍କୁ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କୋଭିଡ ସଂକ୍ରମଣର…

ପାକିସ୍ତାନ ବର୍ଡର ନିକଟରେ ଅବତରଣ କଲା ସୁଖୋଇ-ଜାଗୁଆର, ଯୁଦ୍ଧ ସମୟରେ କାମରେ ଆସିବାକୁ ଚାଲିଛି ଡେମୋ

ନୂଆଦିଲ୍ଲୀ: ରାଜସ୍ଥାନ ଜାଲୋରଠାରେ ଆଜି ବାଡ଼ମେର ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣର ଡେମୋ ପ୍ରଦର୍ଶନ ହୋଇଛି । ପରୀକ୍ଷାମୂଳକ ଭାବେ ସିଂ୧୩୦ ଜେ ସୁପର ହର୍କୁଲେସର ଅବତରଣ କରିଛି । ପାକିସ୍ତାନକୁ ଲାଗିଥିବା ସୀମରେ…