Breaking News ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କୁ ପୁଣି କରୋନା Sushreejyoti Routray Feb 15, 2022 ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁଣି ଥରେ କୋରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ଆରଟି ପିସିଆର ଟେଷ୍ଟ ରିପୋର୍ଟ କରୋନା ପଜିଟିଭ ଆସିଛି । ମୁଖ୍ୟମନ୍ତ୍ରୀଙ୍କୁ ହାଲୁକା ଜ୍ୱର ଥିବା ବେଳେ…
Breaking News ରାଜ୍ୟରେ ଏହି ତାରିଖରୁ ଖୋଲିବ ଅଙ୍ଗନବାଡ଼ି ଓ ପ୍ରାଥମିକ ସ୍କୁଲ Sushreejyoti Routray Feb 15, 2022 ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ହ୍ରାସ ପାଉଥିବା ବେଳେ ଅନେକ ରାଜ୍ୟରେ ସ୍କୁଲଗୁଡ଼ିକୁ ପୁଣିଥରେ ଖୋଲିବାରେ ଲାଗିଲାଣି । ପଶ୍ଚିମବଙ୍ଗରେ ବି ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ୧୬ ଫେବ୍ରୁଆରୀରୁ…
Breaking News ପୋଷ୍ଟ ଅଫିସର ଗ୍ରାହକମାନେ କରନ୍ତୁ ଏହି ଜରୁରୀ କାମ, ନହେଲେ ହୋଇପାରେ ବଡ଼ କ୍ଷତି Sushreejyoti Routray Feb 15, 2022 ନୂଆଦିଲ୍ଲୀ: ଆଜି ଦେଶର ଲୋକମାନେ ପୋଷ୍ଟ ଅଫିସରେ ଟଙ୍କା ନିବେଶ କରିବାକୁ ସୁରକ୍ଷିତ ଭାବୁଛନ୍ତି । ପୋଷ୍ଟ ଅଫିସ ଯୋଜନାଗୁଡ଼ିକର ସବୁଠାରୁ ଖାସ୍ କଥା ହେଉଛି କି, ଏଥିରେ ନିବେଶ କରିବାର କୌଣସି ବିପଦ ନାହିଁ ଓ ରିଟର୍ଣ୍ଣ…
Breaking News ପୁଣି ଜଣଙ୍କୁ ହତ୍ୟା କଲେ ମାଓବାଦୀ Sushreejyoti Routray Feb 15, 2022 କନ୍ଧମାନ(ଓଡ଼ିଶା ଭାସ୍କର): କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଗୁମୁ ଗ୍ରାମରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ,…
Breaking News ୪ ନିଖୋଜ ଛାତ୍ରଙ୍କ ମିଳିଲା ସୁରାକ୍, ଜାମତାରା ଲିଙ୍କ୍… Sushreejyoti Routray Feb 15, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରରୁ ନିଖୋଜ ହୋଇଥିବା ୪ ଇଞ୍ଜିନିୟରିଂ ଛାତ୍ରଙ୍କ ବାବଦରେ ମିଳିଛି ସୁରାକ୍ । ଭୁବନେଶ୍ୱରରୁ ୪ ଜଣଙ୍କୁ ଉଠାଇନେଇଛି ଅଇଁଠାପାଲି ଥାନା ପୋଲିସ । ଜାମତାରା ଗ୍ୟାଙ୍ଗର ସଦସ୍ୟଙ୍କ…
Breaking News ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ: ନିର୍ବାଚନ ସ୍ଥଗିତ Sushreejyoti Routray Feb 15, 2022 ବରଗଡ଼(ଓଡ଼ିଶା ଭାସ୍କର): ଭଟ୍ଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତର ସରପଞ୍ଚ ନିର୍ବାଚନ ସ୍ଥଗିତ ହୋଇଛି । ସରପଞ୍ଚ ପ୍ରାର୍ଥୀ ସରୋଜ ସେଠଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ହୋଇଛି । ନିର୍ବାଚନ ସ୍ଥଗିତ ଘୋଷଣା କରିଛନ୍ତି…
Breaking News ପ୍ୟାନ୍, ଆଧାର ଦେଖାଇ ଭୋଟ ଦେଇହେବ: ନିର୍ବାଚନ କମିଶନର Sushreejyoti Routray Feb 15, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ପ୍ରଥମ ପର୍ଯ୍ୟାୟ ପ୍ରଚାର । ଏହାରି ମଧ୍ୟରେ ଭୋଟ ଗ୍ରହଣ ସମ୍ପର୍କରେ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ…
Breaking News କଂଗ୍ରେସକୁ ଲାଗିଲା ବଡ଼ ଝଟକା: ଦଳ ଛାଡ଼ିଲେ ପୂର୍ବତନ ଆଇନମନ୍ତ୍ରୀ ଅଶ୍ୱିନୀ କୁମାର Sushreejyoti Routray Feb 15, 2022 ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ଅଶ୍ୱିନୀ କୁମାର ଆଜି ଦଳରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ସୋନଆ…
Breaking News ପୁଣି ଥରେ ରେକର୍ଡ ସ୍ତରକୁ ଯାଉଛି ସୁନା ଦର! ୭ ଦିନରେ ୨୨୦୦ ଟଙ୍କା ହେଲା ମହଙ୍ଗା Sushreejyoti Routray Feb 15, 2022 ନୂଆଦିଲ୍ଲୀ: ସୁନା ଦର ଲଗାତାର ବଢ଼ିବାରେ ଲାଗିଛି । ବଢ଼ୁଥିବା ଦାମ୍ ସହିତ ସୁନା ଦର ପୁଣିଥରେ ନିଜର ରେକର୍ଡ ସ୍ତରକୁ ଯିବାକୁ ଲାଗିଲାଣି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନା ଦର ଆଜି ୦.୫୬ ପ୍ରତିଶତ ବୃଦ୍ଧି ପାଇଛି ।…
Breaking News ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର, ଜାଣନ୍ତୁ କିଏ କିଏ Sushreejyoti Routray Feb 15, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଦୁର୍ନୀତିଗ୍ରସ୍ତ ଓ ଅପରାଗଙ୍କ ବିରୋଧରେ ନେଉଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ଏହାରି ମଧ୍ୟରେ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ…