ବିଚ୍ ରାସ୍ତାରେ ଭିଣୋଇକୁ ଚପଲରେ ନିର୍ଧୁମ୍ ମାଡ଼, ସାମ୍ନାକୁ ଆସିଲା ଭିଡ଼ିଓ

ଦମୋହ: ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ ଜଣେ ଶାଳୀ ନିଜ ଭିଣୋଇକୁ ବିଚ୍ ରାସ୍ତାରେ ନିର୍ଧୁମ ପିଟିଛନ୍ତି । ଭିଣୋଇକୁ ନିଜ ଭଉଣୀର ହତ୍ୟାକାରୀ ଭାବି ଚପଲରେ ପିଟିଛନ୍ତି ଶାଳୀ । ମିଳିଥିବା ସୂଚନା ଅନୁସାରେ, ତାଙ୍କ ଭଉଣୀ…

ଗୋଟିଏ ଦିନରେ ଚାଲିଗଲା ୩୪୭ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା କମିବାରେ ଲାଗିଛି । ୩୦ ହଜାର ତଳକୁ ଯାଇଛି ଦୈନିକ ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ଆଉ ୨୭ ହଜାର ୪୦୯ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦିନକରେ…

ଶ୍ରୀମନ୍ଦିର କଟକଣା କୋହଳ, ଆଉ ଦରକାର ନାହିଁ ସାର୍ଟିଫିକେଟ୍

ପୁରୀ(ଓଡ଼ିଶା ଭାସ୍କର): ଆସନ୍ତା ୨୧ରୁ ଶ୍ରୀମନ୍ଦିରରେ ସହଜ ହେବ ଜଗାଦର୍ଶନ । ଜଗାଦର୍ଶନ ନେଇ କଟକଣା କୋହଳ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଦର୍ଶନ ପାଇଁ ଟିକା ପ୍ରମାଣପତ୍ର ଦେଖାଇବା ଆବଶ୍ୟକ ପଡ଼ିବ ନାହିଁ ।…

ଏଭଳି ପୁଅମାନଙ୍କୁ ବିଲକୁଲ ପସନ୍ଦ କରନ୍ତିନି ଯୁବତୀ, ଏବେଠାରୁ ସୁଧୁରି ଯାଅ

ବିପରୀତ ଜିନିଷ ପରସ୍ପରକୁ ଆକର୍ଷିତ କରିଥାଏ ବୋଲି ତ ସମସ୍ତେ ଜାଣନ୍ତି । ପୁରୁଷ ଓ ମହିଳାମାନଙ୍କୁ ପରସ୍ପରର ଏପରି କିଛି ଜିନିଷ ପସନ୍ଦ ଆସିଥାଏ, କିନ୍ତୁ ଏପରି କିଛି ଅଛି ଯାହା ଝିଅମାନଙ୍କୁ ଆଦୌ ପସନ୍ଦ ଆସିନଥାଏ ।…

ରାଜଧାନୀରେ ମିଳିବ ପ୍ରିକସନ ଡୋଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବାସିନ୍ଦାଙ୍କୁ ମିଳିବ ପ୍ରିକସନ ଡୋଜ୍ ଟିକା । କୋଭିସିଲଡ୍ ଟିକା ନେଇଥିବା ରାଜଧାନୀ ବାସିନ୍ଦାଙ୍କୁ ମିଳିବ ଏହି ପ୍ରିକସନ ଡୋଜ । ଯେଉଁଠାରେ ବି ଟିକା ନେଇଥିଲେ ଚଳିବ…

ଏକାଧିକ ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ନାକଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି । ୧୬ରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ଏକାଧିକ…

ଏପରି ଏକ ମନ୍ଦିର, ଯେଉଁଠି ଭଗବାନଙ୍କଠାରେ ଅର୍ପଣ ହେଉଛି ବିଡ଼ି

ନୂଆଦିଲ୍ଲୀ: ଭାରତରେ ଲୋକମାନଙ୍କର ମନ୍ଦିର ପ୍ରତି ଅନେକ ବିଶ୍ୱାସ ଓ ଭରସା ରହିଛି । ଏଠାରେ କୋଟି କୋଟି ମନ୍ଦିର ରହିଛି । କିଛି ମନ୍ଦିର ନିଜର ଖାସ୍ କାରଣ ଯୋଗୁଁ ଚର୍ଚ୍ଚିତ ହୋଇଛି । ଭକ୍ତମାନେ ଭଗବାନଙ୍କୁ ସନ୍ତୁଷ୍ଟ…

ଓଠକୁ କଳା କରିପାରେ ଆପଣଙ୍କ ଏହି ଖରାପ ଅଭ୍ୟାସ, ଏପରି ନିଅନ୍ତୁ ଯତ୍ନ

ସୁନ୍ଦର ଓ ଆକର୍ଷଣୀୟ ଓଠ କିଏ ବା ନଚାହେଁ । ଖାସକରି ମହିଳାମାନେ ଚାହାଁନ୍ତି କି ସେମାନଙ୍କ ଓଠ ଗୋଲାପୀ, ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉ । କିନ୍ତୁ ବେଳେବେଳେ ଖରାପ ଅଭ୍ୟାସ ଯୋଗୁଁ ଓଠ କଳା ହେବା ସହିତ ଶୁଖିଲା ହୋଇଯାଏ…

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର: କର୍ମଚାରୀଙ୍କୁ ମିଳିବ ଛୁଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡ ଚଳଚଞ୍ଚଳ । ୧୬ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର ।…

Wi-Fi ଯୋଗୁଁ ପୁରା ପରିବାରକୁ ମାରିଲା ଗୁଳି, ଶବ ସହିତ ୩ ଦିନ…

ମ୍ୟାଡ୍ରିଡ: ସ୍ପେନରେ ୧୫ ବର୍ଷୀୟ ଜଣେ ବାଳକ ୱାଇ-ଫାଇ କନେକ୍ସନ କଟାଯିବାରୁ ରାଗରେ ଆସି ମା, ବାପା ଓ ସାନ ଭାଇକୁ ଗୁଳି କରି ହତ୍ୟା କରିଛି । କେବଳ ଏତିକି ନୁହେଁ, ୩ ଦିନ ପର୍ଯ୍ୟନ୍ତ ସେମାନଙ୍କ ଶବ ସହିତ ବନ୍ଦ ଘରେ…