Breaking News ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ଆସିଲା ସଂରକ୍ଷଣ ତାଲିକା Sushreejyoti Routray Feb 2, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୧୦୭ ପୌରାଞ୍ଚଳ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା । କାଉନସିଲରଙ୍କ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି ସରକାର । ମୋଟ ୧୭୫୬ ୱାର୍ଡରୁ ୬୬୮ ଅଣସଂରକ୍ଷିତ ନେଇ ଘୋଷଣା…
Breaking News ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ଡିଜିଟାଲ ପ୍ରଚାର Sushreejyoti Routray Feb 2, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଜୋରସୋରରେ ଚାଲିଛି ପ୍ରଚାର । କିନ୍ତୁ କରୋନା ମହାମାରୀ ଯୋଗୁଁ ରାଲି ଓ ପ୍ରଚାରରେ ଲାଗିଛି କଟକଣା । ଫଳରେ ପ୍ରାର୍ଥୀମାନଙ୍କୁ ଡିଜିଟାଲ ପ୍ରଚାର ପାଇଁ…
Breaking News ଅଯଥା ଖର୍ଚ୍ଚକୁ ନେଇ ଚିନ୍ତିତ କି? ତେବେ ଘରର ଏହି ଦିଗରେ ରଖନ୍ତୁ ଟଙ୍କାବାକ୍ସ Sushreejyoti Routray Feb 2, 2022 ନୂଆଦିଲ୍ଲୀ: କିଛି ଲୋକ କଠିନ ପରିଶ୍ରମ କରି ଟଙ୍କା କମାଇଥାନ୍ତି, କିନ୍ତୁ ଅଯଥା ଖର୍ଚ୍ଚ ଯୋଗୁଁ ପାଖରେ କିଛି ରଖିନଥାଏ । ଟଙ୍କା ଆସିିବା ମାତ୍ରେ ତାହା ଖର୍ଚ୍ଚ ହୋଇଯାଏ । ଅବଶ୍ୟ ମହଙ୍ଗା ଯୁଗରେ ଏହା ହେବା ସାଧାରଣ…
Breaking News ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ Sushreejyoti Routray Feb 2, 2022 ନୂଆପଡ଼ା(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ACSO । ନୂଆପଡ଼ା ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ । ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ରେଡ୍ ହୋଇଥିବା…
Breaking News ଦିନକରେ ୧ ଲକ୍ଷ ୬୧ ହଜାର ୩୮୬ ପଜିଟିଭ ଚିହ୍ନଟ, ୧୭୩୩ ମୃତ Sushreejyoti Routray Feb 2, 2022 ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ପୁଣି ବଢ଼ିଯାଇଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୧ ହଜାର ୩୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୯.୨୬% ରହିଛି ।…
Breaking News କମୁଛି ସଂକ୍ରମଣ, ଆଉ କିଛି ଦିନ ଭିତରେ ପୂର୍ବ ସ୍ଥିତି ଫେରି ଆସିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ Sushreejyoti Routray Feb 1, 2022 ଭୁବନେଶ୍ୱର : ରାଜ୍ୟରେ କରୋନ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ବର୍ତ୍ତମାନର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ଯେ, 'ଦିନକୁ ଦିନ ସଂକ୍ରମଣ ହାର…
Breaking News ବଜେଟ୍ ୨୦୨୨-୨୩: ଜାଣନ୍ତୁ କ’ଣ ଶସ୍ତା ଓ କ’ଣ ମହଙ୍ଗା Sushreejyoti Routray Feb 1, 2022 ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ବେଜଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥରି କିଛି ସାମଗ୍ରୀକୁ ମହଙ୍ଗା କରାଯାଇଥିବା ବେଳେ କିଛି ସାମଗ୍ରୀ ଶସ୍ତା ହୋଇଛି । ତେବେ…
Breaking News ଖୁସିଖବର: IT ରିଟର୍ଣ୍ଣ ସୁଧାରିବାକୁ ୨ ବର୍ଷ ସମୟ, ଆୟକର ସୀମା ଅପରିବର୍ତ୍ତିତ Sushreejyoti Routray Feb 1, 2022 ନୂଆଦିଲ୍ଲୀ: କେନ୍ଦ୍ର ବଜେଟରେ ଅନେକ ଦିଗକୁ ଗୁରୁତ୍ୱ ଦିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାଧାରଣ ବଜେଟ୍ ରେ ଡିଜିଟାଲ କରେନ୍ସି, ଆଇଟି ରିଟର୍ଣ୍ଣ ଓ ସୁଧକୁ ନେଇ ବଡ଼ ଘୋଷଣା କରିଛନ୍ତି ।…
Breaking News କେନ୍ଦ୍ର ବଜେଟ୍ ୨୦୨୨-୨୩ Live Updates: ଜାଣନ୍ତୁ କେଉଁ କ୍ଷେତ୍ର ପାଇଁ କେତେ ବ୍ୟୟବରାଦ ? Sushreejyoti Routray Feb 1, 2022 ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତିି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା କାଳରେ କେନ୍ଦ୍ରର ଏହି ସାଧାରଣ ବଜେଟ୍ ଉପରେ ସମସ୍ତଙ୍କ ଆଶା ରହିଛି । ବଜେଟକୁ…
Breaking News ବଜେଟ୍ ୨୦୨୨: ସ୍କୁଲ ପିଲାଙ୍କ ପାଇଁ ପିଏମ-ଇ-ବିଦ୍ୟା କାର୍ଯ୍ୟକ୍ରମ, ଜାଣନ୍ତୁ ଅଙ୍ଗନବାଡ଼ିକୁ ନେଇ କ’ଣ ହୋଇଛି ଘୋଷଣା Sushreejyoti Routray Feb 1, 2022 ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଜି ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ହୋଇଛି ବଡ଼ ଘୋଷଣା ।…