ଡାକ୍ତର ସୁମିତଙ୍କ ସହ ଘରେ ରହିବେ ତପସ୍ୱିନୀ; କୋର୍ଟଙ୍କ ବଡ଼ ରାୟ, ଦେଖନ୍ତୁ ଭିଡିଓ
ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତ୍ତି ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ବିବାହ ବିବାଦ ମାମଲାର ସମାଧାନ ହୋଇଛି । ଏଣିକି ସୁମିତଙ୍କ ସହ ତାଙ୍କ ବ୍ରହ୍ମାନଗର ଘରେ ହିଁ ତପସ୍ୱିନୀ ରହିବେ ।…