ଶରୀରରୁ ଝାଳକୁ ଶେଷ କରିବାକୁ ଅପରେସନ କରିଥିଲେ ଫିଟନେସ୍ ମଡେଲ୍, କିନ୍ତୁ ଚାଲିଗଲା ଜୀବନ

ଶରୀରରୁ ଲଗାତାର ଭାବେ ବାହାରୁଥିବା ଝାଳକୁ ରୋକିବା ପାଇଁ ଅପରେସନ କରିବା ଜଣେ ଫିଟନେସ ମଡେଲଙ୍କୁ ମହଙ୍ଗା ପଡ଼ିଛି । ଯେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ସେ ହେଉଛନ୍ତି ଲୋକପ୍ରିୟ ମ୍ୟାକ୍ସିକନ ଫିଟନେସ୍…

ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲ୍ଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଜାରି ରହିଥିବା ବେଳେ ତୃତୀୟ ଲହରକୁ ନେଇ ଭୟ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ ହେଉଛନ୍ତି । ଆଇସିଏମଆର…

ବିବାହ ବନ୍ଧନରେ ବାନ୍ଧି ହେଲେ ଦିଶା ଓ ରାହୁଲ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ବିଗବସ୍ ସିଜନ ୧୪’ର ଫାଷ୍ଟ ରନର୍ସ ଅପ୍ ବା ପ୍ଲେବ୍ୟାକ୍ ସିଙ୍ଗର ରାହୁଲ ବୈଦ୍ୟ ନିଜ ପ୍ରେମିକ ଦିଶା ପରମାରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହାରି ମଧ୍ୟରେ ଦମ୍ପତ୍ତିଙ୍କ ବାହାଘରର ଭିଡିଓ…

ଫିଲ୍ମ କରିବା ଆଳରେ ସେକ୍ସ ରାକେଟ୍ ଚଳାଉଥିଲା ପ୍ରଡ୍ୟୁସର, ଏପରି କରୁଥିଲା ଝିଅ ସପ୍ଲାଏ

ନୂଆଦିଲ୍ଲୀ: ପ୍ରଡକ୍ସନ କମ୍ପାନୀ ଆଳରେ ଝିଅ ସପ୍ଲାଏ କରୁଥିବା ହଲିଉଡର ଜଣେ ଦିଗଜ୍ଜ ଚଳଚ୍ଚିତ୍ର ନିର୍ମାତାଙ୍କୁ ଗିରଫ କରାଯାଇଛି । ପ୍ରଡ୍ୟୁସର ଡିଲନ ଜୋର୍ଡାନଙ୍କୁ କାଲିଫର୍ନିଆର ସ୍ୟାନ ବର୍ନାଡିଓ କାଉଣ୍ଟିରୁ ଗିରଫ…

ଆସନ୍ତା ୨୦ରେ ବିକ୍ଷୋଭ କରିବ ବିଜେଡ଼ି, ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାନ କିଣାକୁ ନେଇ ବିଜେପିର ଆକ୍ଷେପ ପରେ ଦୃଢ଼ ପ୍ରତିକ୍ରିୟା ରଖିଛି ବିଜେଡି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଚିତ ଜବାବ ରଖିଛି ବିଜୁ ଜନତା ଦଳ । ଏହା ସହ ଜୁଲାଇ ୨୦ରେ ଏଫସିଆଇ…

ସ୍କୁଲ ଖୋଲିବା ପୂର୍ବରୁ ସଂକ୍ରମିତ ହେଲେ ୨୦ ଛାତ୍ରଛାତ୍ରୀ, ନିଷ୍ପତ୍ତି ସ୍ଥଗିତ ରଖିଲେ ସରକାର

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ହ୍ରାସ ପାଇଥିଲେ ବି କିଛି ରାଜ୍ୟରେ ସଂକ୍ରମଣ କମିନାହିଁ । ଏହାରି ମଧ୍ୟରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ କିଛି ସମୟ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଥଗିତ…

ଓଡ଼ିଶାରେ ବସ୍ ଚଳାଚଳକୁ ମିଳିଲା ଅନୁମତି, ଜାଣନ୍ତୁ କ’ଣ ରହିଛି ଗାଇଡଲାଇନ୍

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟ ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ୍ ଲାଗୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା ଏବେ…

ଏବେ ଝାଳରୁ ସୃଷ୍ଟି ହେବ ବିଦ୍ୟୁତ୍, ବୈଜ୍ଞାନିକ ପ୍ରସ୍ତୁତ କଲେ ଅଦ୍ଭୁଦ ଡିଭାଇସ୍

ଗରମ ବା ବ୍ୟାୟାମ କରିବାରୁ ଝାଳ ବାହାରିଲେ ଲୋକେ ଅସ୍ତବ୍ୟସ୍ତ ହୋଇପଡନ୍ତି । କିନ୍ତୁ ଏହି ଝାଳରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୋଇପାରିବ ବୋଲି ଆପଣ କେବେ ଭାବିଛନ୍ତି କି? କିନ୍ତୁ ଆମେରିକାର ବୈଜ୍ଞାନିକମାନେ ଏପରି ଏକ…

କରୋନାରୁ ସୁସ୍ଥ ହେଉଛନ୍ତି ବିରୋଧୀ ଦଳର ପ୍ରଦୀପ୍ତ ଓ ବିଷ୍ଣୁ, ଜାଣନ୍ତୁ କିପରି ଅଛି ସ୍ୱାସ୍ଥ୍ୟାବସ୍ଥା

ଭୁବନେଶ୍ୱର, (ଓଡିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ବି ଅନେକ ନେତା ମନ୍ତ୍ରୀ ଓ ବରିଷ୍ଠ ଲୋକମାନେ ଏହାର ଶିକାର ହେଉଛନ୍ତିି । ଏହାରି ମଧ୍ୟରେ କରୋନା ସଂକ୍ରମିତ ବିରୋଧୀ ଦଳ ବା ବିଜେପି ନେତା…

୩ ରଥରେ ସାମାନ୍ୟ ଫାଟ, ନନ୍ଦିଘୋଷର ପ୍ରଭାରେ…

ପୁରୀ, (ଓଡିଶା ଭାସ୍କର):ଗୁଣ୍ଡିଚା ମନ୍ଦିରରେ ବିରାଜମାନ ଅଛନ୍ତି ଶ୍ରୀଜିଉ । ଏହାରି ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ୩ଟି ରଥରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ତାଜଧ୍ୱଜ ଓ ଦେବଦଳନ ରଥର ଗୋଟିଏ…