ବିବାଦରେ ବାବା ବଳିଆ! ପରମ୍ପରା ବିରୋଧୀ ପ୍ରଶ୍ନ ଉଠାଇଥିବାରୁ ଲୋକେ ଉତ୍ତେଜିତ, କହିଲେ –‘କ୍ଷମା ମାଗ’
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରମ୍ପରା ବିରୋଧୀ ପ୍ରଶ୍ନ ଉଠାଇ ବିବାଦ ଘେରକୁ ଆସିଛନ୍ତି ବାବା ବଳିଆ । ରଥରେ ଛେରା ପହଁରା ପାଇଁ ଗଜପତି ପାଲିଙ୍କିରେ ଆସିବା କଥା, ପ୍ରତିବର୍ଷ ରଥ ନିର୍ମାଣ ପାଇଁ ଗଛ କଟା ଏବଂ ପ୍ରତିବର୍ଷ…