ସୋରିଷ ତେଲର ଦରବୃଦ୍ଧି ନେଇ କ’ଣ କହିଲେ କେନ୍ଦ୍ର କୃଷିମନ୍ତ୍ରୀ?

ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ଼ । କରୋନା କାଳରେ ବି ଖାଇବା ତେଲର ଦର ଆକାଶଛୁଆଁ ହୋଇଛି । ଏହାରି ମଧ୍ୟରେ ସୋରିଷ ତେଲର ଦରବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର…

ବିଗିଡିଲା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ମେଡିକାଲରେ ଭର୍ତ୍ତି

ଗୁରୁଗ୍ରାମ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯାଇଛି । ଫଳରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

କେସିଙ୍ଗା ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍

କଳାହାଣ୍ଡି (ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍ ହୋଇଛି । ରେଳ ଯୋଗେ ଅକ୍ସିଜେନ୍ ଟ୍ୟାଙ୍କର ପରିବହନ ବେଳେ ଲିକ୍ ହୋଇଥିବା ଜଣାପଡିଛି । ଗ୍ୟାସ୍ ଲିକ୍ ବନ୍ଦ…

କରୋନା କାଳରେ ଶିଶୁଙ୍କ ସୁରକ୍ଷାକୁ ନେଇ କ’ଣ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ଜାରି ରହିଛି । ଏହାରି ମଧ୍ୟରେ କୋଭିଡ ମୁକାବିଲା ନେଇ ଭିଡିଓ କନଫରେନ୍‌ସିଂ ଯୋଗେ ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶିଶୁଙ୍କ…

କରୋନାରୁ ସୁସ୍ଥ ହେବା ପରେ ଶୁଙ୍ଘିବା ଶକ୍ତି ବଢାଇବାକୁ କରନ୍ତୁ ଏହି ଉପାୟ…

କରୋନା ମହାମାରୀର ପ୍ରମୁଖ ଲକ୍ଷଣ ହେଉଛି ଗନ୍ଧ ଏବଂ ସ୍ୱାଦ ଶକ୍ତି ହରାଇବା । ଗନ୍ଧ କିମ୍ବା ସ୍ୱାଦ ହରାଇବା ଚିନ୍ତାଜନକ ହୋଇପାରେ ଓ ଏହି ଲକ୍ଷଣ ସୁସ୍ଥ ହେବା ପରେ ବି ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ । ଯଦି ଆପଣ କରୋନାରୁ…

ଖୁସି ଖବର: ଓଡ଼ିଶାରୁ ଆଜି ୮,୮୩୬ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮ ହଜାର ୮୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭…

କାଲି ସକାଳ ସୁଦ୍ଧା ୨୦ ଜିଲ୍ଲା ସାବଧାନ୍! ଝଡବର୍ଷା ସହ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କାଲି ସକାଳ ସୁଦ୍ଧା ଝଡବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୫ଟି ଜିଲ୍ଲାରେ ପ୍ରବଳରୁ ଅତି…

ଅକ୍ସିଜେନ୍ ଅଭାବରୁ ୨୨ ଆକ୍ରାନ୍ତଙ୍କ ମୃତ୍ୟୁର ଭିଡିଓ ଭାଇରାଲ: ହସ୍ପିଟାଲ ସିଲ୍

ଲକ୍ଷ୍ନୌ: ଅକ୍ସିଜେନ୍ କାଣ୍ଡ ହୋଇଥିବା ଉତ୍ତରପ୍ରଦେଶ ଆଗ୍ରାର ପାରସ ହସ୍ପିଟାଲକୁ ସିଲ୍ କରିଦିଆଯାଇଛି । ଏହି ହସ୍ପିଟାଲର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଅକ୍ସିଜେନ୍ ଅଭାବରୁ ମକଡ୍ରିଲ ସମୟରେ ୨୨ ଆକ୍ରାନ୍ତଙ୍କ…

ପାକିସ୍ତାନ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି

ଇସଲାମାବାଦ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଗତ ସୋମବାର ଦିନ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି । ଘଟଣାକୁ ନେଇ ତୁରନ୍ତ ଯାଞ୍ଚ କରିବାକୁ ବରୋଧୀ ଦଳ ଦାବି କରିଛନ୍ତି । ଏବେବି ୧୦୦ରୁ…

ଟିଏମସି ସାଂସଦ ନୁସରତ ଜହାଁ ୬ ମାସର ଗର୍ଭବତୀ , କିନ୍ତୁ ସ୍ୱାମୀ କହିଲେ – ଏ ପିଲା ମୋର ନୁହେଁ…

ନୂଆଦିଲ୍ଲୀ: ଟିଏମସି ସାଂସଦ ତଥା ଜଣାଶୁଣା ଅଭିନେତ୍ରୀ ନୁସରତ ଜହାଁଙ୍କ ବିଷୟରେ ପୁଣି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ, ଟିଏମସି ସାଂସଦ ନୁସରତ ଗର୍ଭବତୀ ଥିବା ବେଳେ ସେ ଖୁବଶୀଘ୍ର ମା’…