ସାମ୍ନାକୁ ଆସିଲା ଡଙ୍ଗା ବୁଡିବା ଘଟଣାର Video: ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଓଡ଼ିଶାର ବାସିନ୍ଦା
ନୂଆଦିଲ୍ଲୀ : ଶୁକ୍ରବାର ଦଶାଶ୍ୱମେଧ ଘାଟ ନିକଟରେ ଥିବା ମାନମନ୍ଦିର ଘାଟ ସମ୍ମୁଖରେ ଏକ ବଡ଼ ଡଙ୍ଗା ସହିତ ଧକ୍କା ହେବା ପରେ ଏକ ଛୋଟ ଡଙ୍ଗା ଓଲଟି ପଡ଼ିଥିଲା। ଯାହା ଯୋଗୁଁ ଛୋଟ ଡଙ୍ଗାଟି ବୁଡ଼ିବାକୁ ଲାଗିଥିଲା। ଏହି…