ପୁଅମାନେ ଅଧିକ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି ନା ଝିଅମାନେ? ମା-ବାପାଙ୍କ ହୋସ୍ ଉଡ଼ାଇ ଦେବ ଏହି ଷ୍ଟଡୀ
ଚଉଦରୁ ଷୋହଳ ବର୍ଷ ବୟସର ୫୭ ପ୍ରତିଶତରୁ ଅଧିକ ପିଲା ଶିକ୍ଷାଗତ ଉଦ୍ଦେଶ୍ୟରେ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ବେଳେ ୭୬ ପ୍ରତିଶତ ଏହାକୁ ସୋସିଆଲ ମିଡିଆ ପାଇଁ ବ୍ୟବହାର କରନ୍ତି । ଶିକ୍ଷାର ବାର୍ଷିକ ସ୍ଥିତି ରିପୋର୍ଟ…