ଫୁଲକୋବି ଖାଇବା ଦ୍ଵାରା ହୋଇଯିବ ଏହିସବୁ ସମସ୍ୟା , ଜାଣନ୍ତୁ କାହାକୁ ହୋଇଛି ବାରଣ
ବଜାରରେ ତାଜା ଫୁଲକୋବି ପହଞ୍ଚିଲାଣି । ଫୁଲକୋବିରେ ଅନେକ ଭିଟାମିନ୍ ଭରପୂର ଥାଏ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଫୁଲକୋବିରେ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।…