ଦୁଇଟି ବିମାନ ମଧ୍ୟରେ ଧକ୍କା, ବର୍ତ୍ତିଗଲେ ଯାତ୍ରୀ; ଭିଡିଓ ଦେଖି ଆତଙ୍କିତ ଲୋକେ
ହାନୋଇ (ଭିଏତନାମ): ଭିଏତନାମର ରାଜଧାନୀ ହାନୋଇର ନୋଇ ବାଇ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଶ୍ଚର୍ଯ୍ୟଜନକ ଓ ଭୟଙ୍କର ଘଟଣା ଘଟିଛି। ଭିଏତନାମ ଏୟାରଲାଇନ୍ସର ଏକ ବୋଇଙ୍ଗ ୭୮୭ ବିମାନ ଟେକ୍ଅଫ୍ ପାଇଁ ଟ୍ୟାକ୍ସି…