ସୋନୀ ପିକଚର୍ସର MD ଓ CEO ପଦରୁ ଏନପି ସିଂହ ଦେଲେ ଇସ୍ତଫା, ଉତ୍ତରାଧିକାରୀଙ୍କ ସନ୍ଧାନ ଜାରି
ନୂଆଦିଲ୍ଲୀ: ସୋନୀ ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ(SPNI)ର ଏମଡି ଏବଂ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି ଏନପି ସିଂହ। ସେ ନୀର୍ଘ ୨୫ ବର୍ଷ ଧରି ଏହି ପଦରେ ରହିଥିଲେ। ଅବଶ୍ୟ ନୂଆ ଉତ୍ତରାଧିକାରୀ ନିଯୁକ୍ତ ହେବା ପର୍ଯ୍ୟନ୍ତ…