fbpx

୧୦ ହଜାର ମିଟର ରେସରେ ଭାରତ ଜିତିଲା ୨ଟି ପଦକ: କାର୍ତ୍ତିକ ଏବଂ ଗୁଲବୀର ରଚିଲେ ଇତିହାସ

ନୂଆଦିଲ୍ଲୀ: ଚୀନର ହାଙ୍ଗଜୋ ସହରରେ ଚାଲିଥିବା ୧୯ତମ ଏସିଆନ୍ ଗେମ୍ସରେ ଆଥଲେଟିକ୍ସର ସପ୍ତମ ଦିନରେ ପୁରୁଷ ୧୦,୦୦୦ ମିଟର ରେସ୍ ଇଭେଣ୍ଟରେ ଭାରତ ଉଭୟ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିଛି । ଭାରତରୁ ଏହି ଇଭେଣ୍ଟରେ…

ଗର୍ଭାବସ୍ଥାରେ ଏହି ଫଳଗୁଡିକ ଖାଇବା ଦ୍ୱାରା ହୋଇପାରେ ଗର୍ଭପାତ: ଏହାକୁ ଭୁଲରେ ବି ଖାଆନ୍ତୁ ନାହିଁ

ଗର୍ଭାବସ୍ଥା ଏକ ସମ୍ବେଦନଶୀଳ ଅବସ୍ଥା, ଯେଉଁଥିରେ ଜଣେ ମହିଳାଙ୍କୁ ନିଜର ଖାଦ୍ୟ ଏବଂ ଜୀବନଶୈଳୀ ପ୍ରତି ବହୁତ ସତର୍କ ରହିବାକୁ ପଡିଥାଏ । କିଛି ଫଳ ଅଛି ଯାହାର ବ୍ୟବହାର ଗର୍ଭାବସ୍ଥାରେ କ୍ଷତିକାରକ ପ୍ରମାଣିତ ହୋଇପାରେ…

କଂଗ୍ରେସରୁ ଅର୍ଚ୍ଚନା ଗୌତମ ବହିଷ୍କାର: ଗୋଟିଏ ଦିନ ପୂର୍ବରୁ ଲଗାଇଥିଲେ ଅସଦାଚରଣର ଅଭିଯୋଗ

ନୂଆଦିଲ୍ଲୀ: ୟୁପି ହସ୍ତିନାପୁରର ପୂର୍ବତନ ଲୋକସଭା ପ୍ରାର୍ଥୀ ଓ ‘ବିଗ୍ ବସ୍ ୧୬’ ଫେମ୍ ଅର୍ଚ୍ଚନା ଗୌତମଙ୍କୁ ଦଳରୁ ବାହାର କରିଛି କଂଗ୍ରେସ । ଅନେକ ମାମଲାରେ ତାଙ୍କର ସମ୍ପୃକ୍ତିକୁ ଦୃଷ୍ଟିରେ ରଖି ମେରଠ କଂଗ୍ରେସ…

ଅତ୍ୟଧିକ ଗ୍ୟାସ୍ ହେଉଥିଲେ କରନ୍ତୁନି ଅଣଦେଖା, ହୋଇପାରେ କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣ

ପ୍ରଜନନ ଅଙ୍ଗରେ ଅତ୍ୟଧିକ ଗ୍ୟାସ ସୃଷ୍ଟି ହେବା ରୋଗ ବ୍ୟାପିବାର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ସାଧାରଣତଃ ଲୋକମାନେ ଏହାକୁ ସାଧାରଣ ଗ୍ୟାସ୍ କିମ୍ବା ଏସିଡିଟି ବୋଲି ବିଚାର କରି ଅଣଦେଖା କରନ୍ତି କିନ୍ତୁ ଏହା କର୍କଟ…

ଦେଶର ୩୨୯ଟି ଜିଲ୍ଲାର ୫୦୦ ଆକାଂକ୍ଷୀ ବ୍ଲକ୍‍ ପାଇଁ ସଂକଳ୍ପ ସପ୍ତାହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆକାଂକ୍ଷୀ ବ୍ଲକ୍‍ କାର୍ଯ୍ୟକ୍ରମ ସଂକଳ୍ପ ସପ୍ତାହ ଶୁଭାରମ୍ଭ କରିଛନ୍ତି । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂକଳ୍ପ ସପ୍ତାହ ଭାବେ ନାମିତ…

୧ ଅକ୍ଟୋବରରୁ ବଦଳିଯିବ ଟଙ୍କା ସହ ଜଡ଼ିତ ଏହି ୬ଟି ନିୟମ! ଗ୍ୟାସ୍ ସିଲିଣ୍ଡରରୁ ନେଇ କ୍ରେଡିଟ୍ କାର୍ଡ ପଯ୍ୟନ୍ତ…

ନୂଆଦିଲ୍ଲୀ: ଆଜି ସେପ୍ଟେମ୍ବର ମାସର ଶେଷ ଦିନ । ନୂଆ ମାସର ଆରମ୍ଭ ସହିତ ଏପରି ଅନେକ ଆର୍ôଥକ ନିୟମ ଅଛି, ଯେଉଁଥିରେ ପରିବର୍ତ୍ତନ ହେବ । ଏହି ନିୟମ ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ । ଆସନ୍ତାକାଲି…

ରେଲୱେ ଟ୍ରାକରେ ଠିଆ ହୋଇ ରିଲ୍ସ କରୁଥିଲେ ଯୁବକ, ପଛପଟୁ ଧକ୍କା ଦେଲା ଟ୍ରେନ୍: ସାମ୍ନାକୁ ଆସିଲା ଦୁର୍ଘଟଣାର ଭୟଙ୍କର Video

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଆଜିର ଯୁଗରେ ସମସ୍ତେ ଭିଡିଓ କରି ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେବାକୁ ଚାହାଁନ୍ତି । ସାରା ବିଶ୍ୱରୁ ପ୍ରତିଦିନ ଇଣ୍ଟରନେଟରେ ଲକ୍ଷ ଲକ୍ଷ ଭିଡିଓ ସାମ୍ନାକୁ ଆସିଥାଏ । କିଛି ଲୋକ ପ୍ରାୟତଃ…

ଟିସିଏସରେ ଶେଷ ହେଉଛି ୱାର୍କ ଫ୍ରର୍ମ ହୋମ୍!୧ ଅକ୍ଟୋବରରୁ ସପ୍ତାହରେ ୫ ଦିନ ଅଫିସ୍ ଯିବେ କର୍ମଚାରୀ

ନୂଆଦିଲ୍ଲୀ: ଆଇଟି କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ) ରେ ହାଇବ୍ରିଡ୍ କାର୍ଯ୍ୟ ୧ ଅକ୍ଟୋବର ୨୦୨୩ ରୁ ଶେଷ ହୋଇପାରେ । ସପ୍ତାହରେ ପାଞ୍ଚ ଦିନ ଅଫିସରେ ଯୋଗଦେବାକୁ କମ୍ପାନୀ ଏକ ଇଣ୍ଟରନାଲ ଇ-ମେଲ…

ନ୍ୟାସନାଲ ହାଉସିଂ ବ୍ୟାଙ୍କରେ ବାହାରିଲା ନିଯୁକ୍ତି: ମାତ୍ର ୧୭୫ ଟଙ୍କାରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର କରିବାକୁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀଙ୍କ ପାଇଁ ନ୍ୟାସନାଲ ହାଉସିଂ ବ୍ୟାଙ୍କରେ ନିଯୁକ୍ତି ବାହାରିଛି । ଜେନେରାଲ୍ ମ୍ୟାନେଜର, ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର…

ଏଣିକି ଘର ତିଆରି ହୋଇଯିବ ମହଙ୍ଗା, ବଢ଼ିଗଲା ସିମେଣ୍ଟ ମୂଲ୍ୟ

ନୂଆଦିଲ୍ଲୀ: ଏଣିକି ଘର କିମ୍ବା ଦୋକାନ, ବିଲ୍ଡିଂ, କମର୍ସିଆଲ ପ୍ରପର୍ଟୀ ଇତ୍ୟାଦି ନିର୍ମାଣ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଘର ତିଆରି ପାଇଁ ସବୁଠୁ ଅଧିକ ଦରକାର ପଢୁଥିବା ଜିନିଷ ସିମେଣ୍ଟର ଦରବୃଦ୍ଧି ହୋଇଛି ।…