fbpx

ଭାରତ ଓ ଇଣ୍ଡିଆକୁ ନେଇ ସମ୍ବିଧାନ ସଂଶୋଧନର କୌଣସି ପ୍ରସ୍ତାବ ନାହିଁ: ସୂତ୍ର

ନୂଆଦିଲ୍ଲୀ: ଜି -୨୦ ରାତ୍ରୀ ଭୋଜନ ନିମନ୍ତ୍ରଣ କାର୍ଡରେ ‘ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖିବାକୁ ନେଇ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ,…

ଏବେ ଘର ତିଆରି ହେବ ଆହୁରି ମହଙ୍ଗା ! ସେପ୍ଟେମ୍ବରରେ ସିମେଣ୍ଟ କମ୍ପାନୀଗୁଡ଼ିକ ବଢ଼ାଇଲେ ଏତିକି ଦାମ୍

ନୂଆଦିଲ୍ଲୀ: ଏଣିକି ଘର କିମ୍ବା ଦୋକାନ, ବିଲ୍ଡିଂ, କମର୍ସିଆଲ ପ୍ରପର୍ଟୀ ଇତ୍ୟାଦି ନିର୍ମାଣ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ କାରଣ ସେପ୍ଟେମ୍ବର ଆସିବା ମାତ୍ରେ ସିମେଣ୍ଟ କମ୍ପାନୀଗୁଡିକ ମୂଲ୍ୟ ବୃଦ୍ଧି କରିଛନ୍ତି ।…

ଟ୍ରକ୍ ପଛରେ ଧକ୍କା ହେଲା ଦ୍ରୁତ ଗତିରେ ଆସୁଥିବା କାର୍: ଘଟଣାସ୍ଥଳରେ ୬ ମୃତ, Video ଭାଇରାଲ

ନୂଆଦିଲ୍ଲୀ: ତାମିଲନାଡୁର ସେଲମରେ ସକାଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣା ସମୟରେ ଏକ ଦ୍ରୁତଗାମୀ କାର ରାଜପଥରେ ଅଟକି ରହିଥିବା ଏକ ଲୋରୀ ପଛପଟୁ ଧକ୍କା ଦେଇଥିଲା । କାରରେ ଯାତ୍ରା କରୁଥିବା ୬ ଜଣଙ୍କର…

B.Ed ଡିଗ୍ରୀଧାରୀଙ୍କୁ ଝଟକା ! ସୁପ୍ରିମକୋର୍ଟ କହିଲେ- ‘ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ କୌଣସି B.Ed ନୁହେଁ, ବରଂ ଶିକ୍ଷା ବିଭାଗରୁ…

ନୂଆଦୀଲ୍ଲୀ: BPSCରୁ ଚାଲୁଥିବା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବିଇଡି ଡିଗ୍ରୀଧାରୀଙ୍କୁ ଲାଗିପାରେ ଝଟକା । ସୁପ୍ରିମକୋର୍ଟ କହିଛନ୍ତି ଯେ, ପ୍ରାଥମିକ ବିଦ୍ୟାଳୟ ପାଇଁ ଶିକ୍ଷକ ନିଯୁକ୍ତିରେ ବିଇଡି ଡିଗ୍ରୀଧାରୀଙ୍କର…

ଜନ୍ମାଷ୍ଟମୀରେ ଭୋଗ ଆକାରରେ କାକୁଡ଼ି ଅର୍ପଣର ରହିଛି ଭିନ୍ନ ମହତ୍ତ୍ୱ: ନବ ବିବାହିତା ମହିଳା କିମ୍ବା ଗର୍ଭବତୀ ମହିଳାମାନଙ୍କୁ ଖାଇବାକୁ ଦିଆଯାଏ

ଜନ୍ମାଷ୍ଟମୀ ଦିନ କୃଷ୍ଣଙ୍କ ସାଜସଜ୍ଜା ଏବଂ ପୂଜାରେ ଅନେକ ପ୍ରକାରର ଜିନିଷ ବ୍ୟବହାର କରାଯାଏ । କିନ୍ତୁ କୃଷ୍ଣଙ୍କ ଜନ୍ମରେ ବ୍ୟବହାର ହେଉଥିବା କାକୁଡି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଧାର୍ମିକ ବିଶ୍ୱାସ ଅନୁଯାୟୀ…

ଆଜି ନା’ ଆସନ୍ତାକାଲି, ଜନ୍ମାଷ୍ଟମୀ ପାଇଁ କେବେ ବନ୍ଦ ରହିବ ବ୍ୟାଙ୍କ? ଜାଣନ୍ତୁ ଆପଣଙ୍କ ରାଜ୍ୟର ଛୁଟି ଲିଷ୍ଟ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି କ୍ୟାଲେଣ୍ଡର ଅନୁଯାୟୀ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ କେତେକ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ସେପ୍ଟେମ୍ବର ୬ ରେ ବନ୍ଦ ଥିବାବେଳେ କେତେକ ରାଜ୍ୟରେ ୭ ସେପ୍ଟେମ୍ବରରେ ବନ୍ଦ…

ଭାରତ ଛାଡ଼ିଲେ ‘ଇଣ୍ଡିିଆ’ ନାଁ, ଝାମ୍ପିନେବ ପାକିସ୍ତାନ ! UNରେ ଅଫିସିଆଲ ଭାବେ ମୋଦୀ ମାନ୍ୟତା ରଦ୍ଦ କଲେ ଏହି ଦେଶ କରିପାରେ ଦାବି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆସନ୍ତା ୯ ଓ ୧୦ ସେପ୍ଟେମ୍ବରରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିଦେଶୀ ଅତିଥିଙ୍କ ନିକଟକୁ ପଠାଯାଇଥିବା ରାତ୍ରୀ ଭୋଜନ କାର୍ଡକୁ ନେଇ…

ପବିତ୍ର ଜନ୍ମାଷ୍ଟମୀରେ ଜାଣନ୍ତୁ କୃଷ୍ଣଙ୍କ ଜନ୍ମ ସହ ଜଡ଼ିତ କିଛି ରହସ୍ୟ

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଲୀଳାମୟ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ଅଧର୍ମ ବଢ଼ିବଢ଼ି ଚାଲିଥିଲା ସେତେବେଳେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟ ରୂପରେ ଧରାବତରଣ କରିଥିଲେ । ସୁତରାଂ ପ୍ରବଳ…

ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ : ୭ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଉତ୍ତର ପଶ୍ଚିମ ପାଶ୍ୱର୍ବର୍ତ୍ତୀ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ତତ୍ସଂଲଗ୍ନ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର…

କୁକୁର କାମୁଡ଼ିବା ପରେ ନେଲେ ନାହିଁ ଇଞ୍ଜେକ୍ସନ : ଦେଢ଼ ମାସ ପରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଗାଜିଆବାଦର ବିଜୟନାଗର ପୋଲିସ ଷ୍ଟେସନ ପରିସରର ଚରଣ ସିଂ କଲୋନୀରେ ରହୁଥିବା ଜଣେ ଯୁବକଙ୍କର ବୁଧବାର ଅପରାହ୍ନରେ ମୃତ୍ୟୁ ଘଟିଛି । କୁହାଯାଉଛି ଯେ ୟାକୁବଙ୍କ ୧୫ ବର୍ଷର ପୁଅ ଶାହଭେଜଙ୍କୁ ପ୍ରାୟ ଦେଢ଼ ମାସ…