ଏହି ରାଜ୍ୟରେ ଆଜି ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ, ଜାଣନ୍ତୁ ଏହାର କାରଣ କ’ଣ?

ନୂଆଦିଲ୍ଲୀ: ବର୍ଷାର ବିପଦ ଥମିବାର ନାମ ନେଉନାହିଁ । ଏବେ ମଧ୍ୟ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ଏହି କାରଣରୁ ସେଠାରେ ଥିବା ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ଏହି…

ପିଜ୍ଜା ଖାଇବା ଦ୍ୱାରା ରୁମେଟାଇଡ୍ ଆର୍ଥ୍ରାଇଟିସ ସମସ୍ୟାରୁ ମିଳିବ ମୁକ୍ତି: ଅଧ୍ୟୟନରେ ଦାବି

ପିଜ୍ଜାକୁ ଏକ ଅସ୍ୱାସ୍ଥ୍ୟକର ଫାଷ୍ଟଫୁଡ୍ ଭାବରେ ବିବେଚନା କରାଯାଇଥାଏ । କୁହାଯାଏ କି ଏହାକୁ ଖାଇବା ଦ୍ୱାରା ଓଜନ ବୃଦ୍ଧି ହେବାର ଆଶଙ୍କା ରହିଥାଏ, ମେଦବହୁଳତା, ଡାଇବେଟିସ, ହାର୍ଟଆଟାକ ଏବଂ ହାଇ ବ୍ଲଡପ୍ରେସର ଭଳି ରୋଗ…

ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ୍ କର୍ମୀ

ନିଆଳି : କଣ୍ଟାପଡା ବ୍ଲକ୍ ନାହାଳପୁର ପଞ୍ଚାୟତରେ ଗତପଞ୍ଚାୟତ ନିର୍ବାଚନରେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ଯୋଗୁଁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ôଥତ ସରପଞ୍ଚଙ୍କ ପରାଜୟ ହାଇଥିଲା । ଅସନ୍ତୁଷ୍ଟ ବିଜେଡି…

ଓଡ଼ିଶାକୁ ପ୍ରବେଶ କରିଛି ଜଳୀୟବାଷ୍ପପୂର୍ଣ୍ଣ ବାୟୁ : ୫ଦିନ ଯାଏଁ ବର୍ଷିବ ବୋଲି ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟରେ ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି । ମୌସୁମୀ ଜନିତ ନିମ୍ନ ଚାପରେଖାର ପଶ୍ଚିମ ଭାଗ ହିମାଳୟ ପାଦଦେଶ ଯାଏଁ ଲମ୍ବିଥିବା ବେଳେ ଏହାର ପୂର୍ବ ଭାଗ ମଣିପୁର ଯାଏଁ ଲମ୍ବିଛି ।…

ପ୍ରସବ ପରେ ବଢିଥିବା ଓଜନକୁ ନେଇ ଚିନ୍ତିତ କି ? ତେବେ ଆପଣାନ୍ତୁ ଏହି ଉପାୟ

ଗର୍ଭାବସ୍ଥାର ସମୟ ପ୍ରତ୍ୟେକ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜ ଅଟେ, କିନ୍ତୁ ଏହି ସମୟ ପ୍ରତ୍ୟେକ ମା ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ଏହା ସମେତ ପ୍ରସବ ପରେ, ମହିଳାଙ୍କ ଶରୀରରେ କିଛି ହଠାତ୍ ପରିବର୍ତ୍ତନ ଆସିଥାଏ । ଏହି…

ଖୁସିଖବର: ହାଇସ୍କୁଲରେ ନିଯୁକ୍ତ ହେବେ ୪ ହଜାରରୁ ଅଧିକ ଅତିଥି ଶିକ୍ଷକ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କେତେ ପାଇବେ ଚାକିରି ?

ଭୁବନେଶ୍ୱର : ରାଜ୍ୟରେ ନୂଆ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନାହାନ୍ତି ବୋଲି ଅଭିଯୋଗ ହେଉଛି । ଅନେକ ସ୍କୁଲରେ ଜଣେ କି ଦୁଇ ଜଣ ଶିକ୍ଷକରେ ପାଠପଢା…

‘୭୦ ପ୍ରତିଶତ ସରକାରୀ ମାମଲା ଭିତ୍ତିହୀନ, କୋର୍ଟର ବଢ଼ୁଛି ୱାର୍କଲୋଡ୍’, କେନ୍ଦ୍ର ସରକାରଙ୍କ ଆବେଦନ ଉପରେ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ କହିଛନ୍ତି ଯେ, କୋର୍ଟକୁ ଆସୁଥିବା ବହୁ ସଂଖ୍ୟକ ସରକାରୀ ମାମଲା ଭିତ୍ତିହୀନ । ଏଭଳି ମାମଲା ଯୋଗୁଁ କୋର୍ଟର କାର୍ଯ୍ୟଭାର ବା ୱାର୍କଲୋଡ ବଢ଼ିବାରେ ଲାଗିଛି । ଜଷ୍ଟିସ ପିଏସ…

ଏପରି ଏକ ସ୍କୁଲ, ଯେଉଁଠାରେ ଛୁଆଙ୍କ ସହ ଶିକ୍ଷୟିତ୍ରୀ ମଧ୍ୟ ଡ୍ରେସ ପିନ୍ଧି ଆସନ୍ତି: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଛତିଶଗଡର ରାଜଧାନୀ ରାୟପୁରରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କୁ ଠିକ୍ ଭାବରେ ସ୍କୁଲ ଡ୍ରେସ ପିନ୍ଧିବାର ଶିକ୍ଷା ଦେବା ପାଇଁ ଜଣେ ଶିକ୍ଷୟିତ୍ରୀ ସ୍କୁଲ ଡ୍ରେସରେ ସ୍କୁଲକୁ ଆସିବା…

ଏକୁଟିଆ ରହିଲେ କମିଥାଏ ସ୍ମରଣ ଶକ୍ତି: ସର୍ଭେରୁ ଖୁଲାସା

ସାଧାରଣତଃ ବୟସ୍କ ବ୍ୟକ୍ତିମାନେ ପରିବାର ସହ ହସ, ଖୁସି ଓ ଆନନ୍ଦରେ ରହିବାକୁ ଚାହିଁଥା’ନ୍ତି। ହେଲେ କେତେକ ପରିସ୍ଥିତିରେ ଏପରି ବ୍ୟକ୍ତିମାନେ ଏକୁଟିଆ ରହିଥାଆନ୍ତି। ଦୀର୍ଘ ମାସ କିମ୍ବା ବର୍ଷ ଧରି ଏକୁଟିଆ ରହିବା…

UPSC Recruitment 2023: ୨୫ ଟଙ୍କା ଆବେଦନ ଫର୍ମରେ ହୁଅନ୍ତୁ ଅଧିକାରୀ, ଅନେକ ବିଭାଗରେ ବାହାରିଲା ନିଯୁକ୍ତି, ଲକ୍ଷରେ ମିଳିବ ଦରମା

ନୂଆଦିଲ୍ଲୀ: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ରେ ଚାକିରି ଖୋଜୁଥିବା ଯୁବକଯୁବତୀମାନଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ଏଥିପାଇଁ ୟୁପିଏସସି ସ୍ପେଶାଲିଷ୍ଟ ଗ୍ରେଡ୍ III ଏବଂ ଅନ୍ୟାନ୍ୟ ପୋଷ୍ଟଗୁଡିକ…