ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ : ଏହାର ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଦୁର୍ବଳ ଥିବାଯୋଗୁଁ ବର୍ଷାର ପରିମାଣ ହ୍ରାସ ପାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।…

ବିଶ୍ୱ ଅଙ୍ଗଦାନ ଦିବସ: ଅଙ୍ଗଦାନକାରୀ ପରିବାରବର୍ଗଙ୍କୁ ଆଜି ଚତୁର୍ଥ ସୁରଜ ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଶ୍ୱ ଅଙ୍ଗଦାନ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗଦାନକାରୀ ପରିବାରବର୍ଗଙ୍କୁ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆଜି ଚତୁର୍ଥ ସୁରଜ ପୁରସ୍କାର ପ୍ରଦାନ କରିବେ । ଅଙ୍ଗଦାନ…

ରାଜ୍ୟରେ ହୋମିଓପ୍ୟାଥି ଶିକ୍ଷାରେ ନାମଲେଖା ପାଇଁ ମିଳିଲା ଅନୁମତି, ବିଜ୍ଞପ୍ତି ଅନୁସାରେ ନଭେମ୍ବର ସୁଦ୍ଧା ଶେଷ ହେବ ପ୍ରକ୍ରିୟା

ଭୁବନେଶ୍ୱର: ରାଜ୍ୟରେ ହୋମିଓପ୍ୟାଥି ଶିକ୍ଷାରେ ନାମଲେଖା ପାଇଁ ଜାତୀୟ ହୋମିଓପ୍ୟାଥି ଆୟୋଗ ଅନୁମତି ପ୍ରଦାନ କରିଛନ୍ତି । ଏଥିନିମନ୍ତେ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇ ଆସନ୍ତା ନଭେମ୍ବର ସୁଦ୍ଧା ପ୍ରକ୍ରିୟା ଶେଷ…

ଜନଧନ ଯୋଜନାରେ ଆକାଉଣ୍ଟ ଥିଲେ ବିନା ବାଲାନ୍ସରେ ଉଠାଇପାରିବେ ଟଙ୍କା: ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ଚେକ୍ ବୁକ୍, ପାସବୁକ୍, ଆକସ୍ମିକ ବୀମା ଇତ୍ୟାଦି ଅନେକ ପ୍ରକାରର ବ୍ୟାଙ୍କିଙ୍ଗ୍ ସୁବିଧା ମିଳିଥାଏ । ଏସବୁ ସହିତ ଗ୍ରାହକମାନଙ୍କୁ…

ଏବେ ଅପରାଧୀଙ୍କ ସମ୍ପତ୍ତିରୁ ପୀଡିତାଙ୍କୁ ମିଳିବ ନ୍ୟାୟ, ନୂଆ ନିୟମରେ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ଆଇପିସି ଏବଂ ସିଆରପିସି ଆଇନରେ ପରିବର୍ତ୍ତନ ପରେ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ନୀତି ଉପରେ ଅଧିକ ଧ୍ୟାନ ଦିଆଯିବ । ନୂଆ ପ୍ରସ୍ତାବିତ ଆଇନ ଅନୁଯାୟୀ, ବିଭିନ୍ନ ଧାରାରେ ପରିବର୍ତ୍ତନ କରି ଏହି ବ୍ୟବସ୍ଥା…

ଟମାଟୋ ପରେ ବଢିଲା ପିଆଜ ଦର: ଭାଙ୍ଗିଲା ୮ ମାସର ରେକର୍ଡ

ନୂଆଦିଲ୍ଲୀ, : ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ଖାଉଟିମାନଙ୍କୁ ଅତିଷ୍ଠ କରି ପକାଇଲାଣି । ଗତ କିଛିଦିନ ହେବ ଟମାଟୋର ବେଲଗାମ ଦରକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବାବେଳେ ଏବେ ପୁଣି ରୋଷେଇ ଘରେ ଜରୁରି ଆବଶ୍ୟକ…

ତୁଳସୀ ବୃକ୍ଷକୁ ଲଗାଇବା ଏବଂ ପୂଜା କରିବା ସମୟରେ ପାଳନ୍ତୁ ଏହି ନିୟମ: ନଚେତ ହୋଇଯିବ ଅନର୍ଥ

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି। ହେଲେ ସମସ୍ତଙ୍କ ପାଇଁ ତୁଳସୀ ଶୁଭ ନୁହେଁ। ହେଲେ ଏହି…

ଦିଲ୍ଲୀ ସେବା ବିଲ୍‌ ଏବେ ଆଇନ:ମୌସୁମୀ ଅଧିବେଶନରେ ପାରିତ ଆଉ ୩ଟି ବିଲ୍‌କୁ ବି ମଂଜୁରି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଇନରେ ପରିଣତ ହେଲା ଦିଲ୍ଲୀ ସେବା ବିଲ୍‌ । ବିଲ୍‌କୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଗଷ୍ଟ ୩ରେ ଲୋକସଭାରେ ପାରିତ ହୋଇଥିଲା ।ଅନ୍ୟପଟେ ମୌସୁମୀ ଅଧିବେଶନରେ ପାରିତ ଆଉ ୩ଟି ବିଲ୍‌କୁ…

ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ବ୍ୟବହାର କରନ୍ତୁ ସାଗୁଦାନା

ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ସର୍ବଦା ଚିନ୍ତିିତ। ଏ ନେଇ ସେମାନେ ରାସାୟନିକ ଦ୍ରବ୍ୟର ବ୍ୟବହାର କରିବା ସହିତ ବିଭିନ୍ନ ଫେସ୍‌ ପ୍ୟାକ୍‌ ମଧ୍ୟ ଲଗାଇଥାନ୍ତି। ମାତ୍ର ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର…

ଖାଲି ପଡ଼ିଛି ହଜାର ହଜାର ସରକାରୀ ଚାକିରି: ୧୦ମ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, ଦରମା ୨୪ ହଜାରରୁ ଅଧିକ

ନୂଆଦିଲ୍ଲୀ: ଦଶମ ପାସ କରିଥିଲେ ବି ଆପଣ ପାଇପାରିବେ ସରକାରୀ ଚାକିରି । ଇଣ୍ଡିଆ ପୋଷ୍ଟ ବମ୍ପର ଚାକିରି ବାହାର କରିଛି, ଯେଉଁଥିପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଭାରତୀୟ ଡାକ ପକ୍ଷରୁ ଗ୍ରାମୀଣ ଡାକ…