ମୌସୁମୀ ହେଲା ଦୁର୍ବଳ: ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବଡ଼ ବର୍ଷା ନଥିବା ସୂଚନା

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହେଲା ମୌସୁମୀ । ମୌସୁମୀ ନିମ୍ନ ଚାପରେଖା ଆଜି ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ଅବସ୍ଥାନ କରୁଛି । ଫଳରେ ରାଜ୍ୟରେ ମୌସୁମୀର ପ୍ରଭାବ ଦୁର୍ବଳ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୫…

ଅକ୍ଟୋବର ଆରମ୍ଭରୁ ଅନ୍‌ଲାଇନ୍‌ ପେନ୍‌ସନ୍‌ ଓ ଭବିଷ୍ୟନିଧି ଆବେଦନ ବାଧ୍ୟତାମୂଳକ

ଭୁବନେଶ୍ୱର : ଆସନ୍ତା ଅକ୍ଟୋବାର ପହିଲାରୁ ପେନ୍‌ସନ୍‌ ଓ ଭବିଷ୍ୟନିଧି ଆବେଦନ ଅନ୍‌ଲାଇନ୍‌ ମାଧ୍ୟମରେ ବାଧ୍ୟତାମୂଳକ ହେବ। ଆବେଦନକାରୀମାନେ କେବଳ ଅନଲାଇନ ଜରିଆରେ ଆବେଦନ କରିବେ। ସ୍ଥାନୀୟ ମଧୁସୂଦନ ଦାସ ଆଞ୍ଚଳିକ…

ଫିଟ୍‌ ରହିବାର ଉପାୟ, ୫୦ ବର୍ଷ ପରେ ବି ମାଡିବନି ରୋଗ

ଯେକୌଣସି ରୋଗକୁ ରୋକିବାରେ ବ୍ୟାୟାମ ସହାୟକ ହୋଇଥାଏ। ପିଲାଠୁ ବଡ଼ଯାଏ ବ୍ୟାୟାମ ସମସ୍ତଙ୍କ ପାଇଁ ଜରୁରୀ। ୫୦ ବର୍ଷ ପରେ ଶାରୀରିକ ଭାବରେ ସକ୍ରିୟ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆପଣଙ୍କୁ ଉଭୟ ଶାରୀରିକ ଏବଂ…

କିଡ୍‌ନୀ ରୋଗକୁ ଦୂର କରିଥାଏ ମକା : ଜାଣନ୍ତୁ ଏହାର ଅନ୍ୟ ଫାଇଦା

ମକା ଖାଲି ପାଟିକୁ ସୁଆଦିଆ ନୁହେଁ, ଏଥିରେ ନାନା ଔଷଧୀୟ ଗୁଣ ଭରି ରହିଛି। ମକାକୁ ପାଣିରେ ଭଲ ଭାବରେ ଫୁଟାଇ ସେହି ପାଣିକୁ ଛାଣି ନିଅନ୍ତୁ। ଏଥିରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ, ଫାଇବର, ଭିଟାମିନ, ଖଣିଜ ଏବଂ…

‘ମୋ ଜଙ୍ଗଲ ଜମି ଯୋଜନା’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ : ସାଢ଼େ ୪ ଲକ୍ଷ ପରିବାରଙ୍କୁ ମିଳିବ ଜମି ଅଧିକାର

ଭୁବନେଶ୍ୱର: ଅନ୍ତର୍ଜାତୀୟ ଦେଶଜ ଅଧିବାସୀ ଦିବସ ଅବସରରେ ଆଜି ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ଜଙ୍ଗଲ ଜମି ଯୋଜନା’ର ଲୋକାର୍ପଣ କରିଛନ୍ତି । ଏଥିରେ ୪ ଲକ୍ଷ ୫୦ ହଜାର…

ପ୍ରଥମ ଗର୍ଭଧାରଣରେ କିପରି ଭାବରେ ବାଲାନ୍ସ କରିବେ ୱାର୍କଲାଇଫ୍ ? ଜାଣନ୍ତୁ ଏକ୍ସପର୍ଟଙ୍କ ରାୟ

ଗର୍ଭାବସ୍ଥାର ସମୟ ପ୍ରତ୍ୟେକ ମହିଳାଙ୍କ ପାଇଁ ଅତ୍ୟନ୍ତ ଖାସ୍ ହୋଇଥାଏ । ଏହି ସମୟରେ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ । ଅନ୍ୟ ପଟେ ଯଦି ଆପଣ ଚାକିରି କରୁଛନ୍ତି ତେବେ ଗର୍ଭଧାରଣ ସମୟ…

ବିର୍ଲା ଗ୍ରୁପର ଓରିଏଣ୍ଟାଲ୍ ପେପର ପ୍ଲାଣ୍ଟରେ ବିସ୍ଫୋରଣ: ଜଣେ ଶ୍ରମିକଙ୍କ ମୃତ୍ୟୁ, ୨ ଗୁରୁତର

ନୂଆଦିଲ୍ଲୀ: ଶାହାଡୋଲରେ ଆଜି ବିର୍ଲା ଗ୍ରୁପର ଓରିଏଣ୍ଟ ପେପର ମିଲର ପଲ୍ପ ପ୍ଲାଣ୍ଟରେ ଏକ ଦୁର୍ଘଟଣା ଘଟିଛି । ଏଠାରେ ପ୍ଲାଣ୍ଟର ଟ୍ୟାଙ୍କ ଫାଟିଯାଇଥିଲା, ଯେଉଁଥିରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଶ୍ରମିକ…

AI ପୁଣି ବଢ଼ାଇଲା ଟେନସନ୍ ! କିବୋର୍ଡର ଶବ୍ଦରୁ ଚୋରି ହୋଇପାରେ ଆପଣଙ୍କ ପାସୱାର୍ଡ, ନୂଆ ରିସର୍ଚ୍ଚରେ ଦାବି

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଗବେଷକମାନଙ୍କ ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିଛି, କିନ୍ତୁ ଅନ୍ୟପଟେ ଏହା ଏହାର କ୍ଷମତା ସହିତ ସମସ୍ତଙ୍କୁ ଆକର୍ଷିତ କରୁଛି । ବର୍ତ୍ତମାନ ଏକ ନୂଆ ରିପୋର୍ଟରେ…

ରାଗିବା-ବୁଝାଇବାର ଯୁଗ ଗଲା, ଯୁବକଙ୍କୁ ୬୦୦୦ ଟଙ୍କାରେ ମିଳୁଛି ‘ପରଫେକ୍ଟ ଗର୍ଲଫ୍ରେଣ୍ଡ’ ! ବ୍ରେକଅପକୁ ନେଇ ନାହିଁ ଟେନସନ୍

ଆଜିର ଦୁନିଆରେ ମଣିଷ ନିଜ ରିଲେସନସିପକୁ ନେଇ ଅଧିକ ଚିନ୍ତିତ ହେଉଛି । ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ଯାହା ବି ହୋଇପାରେ, ଏହାକୁ ବଜାୟ ରଖିବା ପାଇଁ ଅନେକ ପ୍ରୟାସ କରିବାକୁ ପଡିବ । ବିଶେଷକରି ଯଦି ସ୍ୱାମୀ-ସ୍ତ୍ରୀ ଏବଂ…

ନଷ୍ଟ ହେଉଛି କି ଆପଣଙ୍କ ଲିଭର ? ଜାଣନ୍ତୁ ଏହାର ମୁଖ୍ୟ ଲକ୍ଷଣ

ନିଶା ସେବନ ଦ୍ୱାରା ଲିଭର ନଷ୍ଟ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ଏହା ସବୁକ୍ଷେତ୍ରରେ ହୋଇ ନ ଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କୌଣସି ପ୍ରକାର ନିଶା ସେବନ ନ…