ଦେଶର ୬ ଲକ୍ଷ ୪୦ ହଜାର ଗ୍ରାମକୁ ଇଣ୍ଟରନେଟ୍‍ ସଂଯୋଗ ପାଇଁ ୧,୩୯, ୫୦୦ କୋଟି ଟଙ୍କାର ବ୍ୟୟ ବରାଦ, ସୃଷ୍ଟି ହେବ ଅଢ଼େଇ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: ଦେଶର ୬ ଲକ୍ଷ ୪୦ ହଜାର ଗ୍ରାମକୁ ଇଣ୍ଟରନେଟ୍‍ ସେବା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ୧ ଲକ୍ଷ ୩୯ ହଜାର ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଭାରତ ନେଟ୍‍ ପ୍ରକଳ୍ପ ଅଧୀନରେ ଆସନ୍ତା ୨ ବର୍ଷ…

ସାହାରା ନିବେଶକମାନଙ୍କୁ କେବେ ୧୦,୦୦୦ ରୁ ଅଧିକ ଟଙ୍କା ମିଳିବ? ଗୃହମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୁଣି ଥରେ ସାହାରା ଗ୍ରୁପର ସମବାୟ ସମିତିର ଜମାକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଆଗାମୀ ସମୟରେ ସେମାନଙ୍କର ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ କରାଯିବ । ସରକାର ଗତ…

ଏହି ୪ଟି ଜିନିଷ କ୍ୟାନ୍ସର ଭଳି ରୋଗକୁ ମଧ୍ୟ ଦୂରେଇ ଦିଏ

କ୍ୟାନ୍ସର ଏମିତି ଏକ ରୋଗ, ଯାହାକୁ ଥରେ ଗ୍ରାସ କଲା ସେ କିଛି ମାସ ମଧ୍ୟରେ ମରିବା ଏକପ୍ରକାର ନିଶ୍ଚିତ। କିନ୍ତୁ ଆମ ଚତୁଃପାର୍ଶ୍ୱରେ ଏମିତି କିଛି ଜିନିଷ ଅଛି, ଯେଉଁଗୁଡ଼ିକ କ୍ୟାନ୍ସରଠାରୁ ଦୂରେଇ ରଖେ। ଜାଣନ୍ତୁ ଏ…

ଏସବୁ ଖାଇବା ଦ୍ଵାରା ନିୟନ୍ତ୍ରଣକୁ ଆସିଥାଏ ଡାଇବେଟିସ

ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ ଖାଦ୍ୟପେୟରେ କଟକଣା ତ କେତେବେଳେ ଇନ୍‌ସୁଲିନ୍‌ ନେବାକୁ…

ଅଷ୍ଟ୍ରେଲିଆ କୋର୍ଟଙ୍କ ବଡ଼ ନିଷ୍ପତ୍ତି: ସ୍କୁଲକୁ ‘କୃପାଣ’କୁ ନେବାକୁ ଶିଖମାନଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ଅଞ୍ଚଳରେ ସୁପ୍ରିମକୋର୍ଟ ଶିଖମାନଙ୍କୁ ସ୍କୁଲ କ୍ୟାମ୍ପସରେ କୃପାଣ ବା ଛୋଟ ଖଣ୍ଡା ନେବା ଉପରେ ବ୍ୟାନ୍ ଲଗାଇଥିବା ଆଇନକୁ ଅସାମ୍ବିଧାନିକ ବୋଲି କହିଛନ୍ତି, ଯେଉଁଥିରେ ଏବେ…

ଅଗ୍ନିବୀର ବାୟୁସୈନିକ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି କି ? ଚଳିତମାସ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଅନ୍‍ଲାଇନ୍‍ ପଂଜୀକରଣ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଅଗ୍ନିବୀର ବାୟୁସୈନିକମାନଙ୍କ ନିଯୁକ୍ତି ଲାଗି ଅନଲାଇନ୍‍ ନାମ ପଂଜୀକରଣ ଗତମାସ ୨୭ ତାରିଖରୁ ଆରମ୍ଭ ହୋଇଛି । ଚଳିତମାସ ୧୭ ତାରିଖ ପର୍ଯ୍ୟନ୍ତ ଅନ୍‍ଲାଇନ୍‍ ପଂଜୀକରଣ ଚାଲିବ । ଉଭୟ…

ଅଧିକ ମିଠା ଖାଇବା ଦ୍ଵାରା କମିଥାଏ ସ୍ମରଣ ଶକ୍ତି : ଗବେଷଣାରୁ ଖୁଲାସା

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଅନେକେ ଲୋଭର ବଶବର୍ତ୍ତୀ ହୋଇ ଅଧିକ ପରିମାଣରେ ମିଠା ଖାଇବାକୁ ପସନ୍ଦ କରିଥାଆନ୍ତି। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ…

ପିଲାଙ୍କଠାରେ ଦେଖାଯାଉଥିବା ନ୍ୟୁରୋବ୍ଲାଷ୍ଟୋମା କ୍ୟାନ୍ସରକୁ ଭଲ କରିବ ଏହି ଔଷଧ

ନୂଆଦିଲ୍ଲୀ: ଏବେ କ୍ୟାନ୍ସର ଭଲ କରିବ ଏହି ଔଷଧ। ଏକ ନଅ ବର୍ଷର ଝିଅର ନାମରେ ପ୍ରସ୍ତୁତ ଏହି ଔଷଧରେ ଦୂରାରୋଗ ବ୍ୟାଧି କ୍ୟାନ୍ସରକୁ ଭଲ କରିହେବ। ଔଷଧର ନାମ ହେଉଛି ଏଓଏଚ୧୯୯୬। ଆମେରକିାରେ ଏହାର ମାନବ ପରୀକ୍ଷଣ ଆରମ୍ଭ…

ଆପଣଙ୍କୁ ନିଜ ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରିବାକୁ ପଡିବ, ଜାଣନ୍ତୁ କାହିଁକି ଏପରି କହିଲେ ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ…

ଚାଟରେ ମହିଳାମାନଙ୍କୁ ‘ହାର୍ଟ’ ଇମୋଜି ପଠାଇବା ହେଲା ଅପରାଧ, ମିଳିବ ଦୁଇ ବର୍ଷ ଜେଲଦଣ୍ଡ!

ସୋସିଆଲ ମିଡିଆର ଯୁଗରେ ଲୋକମାନେ ପରସ୍ପର ସହ କଥାବାର୍ତ୍ତା କରିବା ସମୟରେ ଇମୋଜି ବ୍ୟବହାର କରନ୍ତି । କିଛି ଲୋକ ହସୁଥିବା ବା କାନ୍ଦୁଥିବା ଇମୋଜି ପଠାଇ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ କୁହନ୍ତି ଯେ ସେମାନେ କିପରି…