ଜୀବନରେ ସଫଳତା ପାଇବା ପାଇଁ ୩୦ ବର୍ଷ ପଯ୍ୟନ୍ତ ସଂଘର୍ଷ କରନ୍ତି ଏହି ୪ ରାଶିର ଲୋକେ

ସଫଳତା ପାଇବାକୁ ହେଲେ ପ୍ରତ୍ୟେକ ମଣିଷକୁ ସଂଘର୍ଷ କରିବାକୁ ପଡ଼ିଥାଏ। ଏଥିପାଇଁ କାହାକୁ କମ୍‌ ତ କାହାକୁ ଅଧିକ ସମୟ ଲାଗିଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କାହାକୁ କେତେବେଳେ ଏବଂ କେମିତି ସଫଳତା ମିଳିବ ତାହା ଗ୍ରହ…

ଓଡ଼ିଶାରେ ଦେଖିବାକୁ ମିଳିଛି ଅତି ଦୁର୍ଲଭ ମେଲାନିଷ୍ଟିକ୍ ବାଘ, ଭିଡିଓ ଭାଇରାଲ ପରେ ଲୋକେ ଦେଲେ ଏପରି ପ୍ରତିକ୍ରିୟା

ଭୁବନେଶ୍ୱର: ଯେତେବେଳେ ଆପଣ ଏକ ବାଘର କଳ୍ପନା କରନ୍ତି, ତେବେ ଆପଣଙ୍କ ମନରେ ପ୍ରଥମେ କ’ଣ ଆସିଥାଏ ? ସବୁଠାରୁ ଅଧିକ ସମ୍ଭାବନା ଅଛି, ଏହା ଏକ ବଡ ବିଲେଇର ପ୍ରତିଛବି, ଯାହାର ଦେହରେ କଳା ରଙ୍ଗ ଚିତ୍ରିତ ହୋଇଛି । ଏହା…

୨୦୩୦-୩୧ ସୁଦ୍ଧା ଭାରତର ଅର୍ଥନୀତି ୬.୭ ଟ୍ରିଲିୟନ୍ ଡଲାରରେ ପହଞ୍ଚିବ !

ନୂଆଦିଲ୍ଲୀ: ୨୦୩୦-୩୧ ଆର୍ଥିକ ବର୍ଷ ସୁଦ୍ଧା ଭାରତର ଅର୍ଥନୀତି ପ୍ରାୟ ଦ୍ୱିଗୁଣିତ ହୋଇ ୬.୭ ଟ୍ରିଲିୟନ ଡଲାରରେ ପହଞ୍ଚିବ ଯାହା ବର୍ତ୍ତମାନ ୩.୪ ଟ୍ରିଲିୟନ ଡଲାର ଅଟେ । ରେଟିଂ ଏଜେନ୍ସି ଏସଆଣ୍ଡପି ଗ୍ଲୋବାଲ ଭାରତୀୟ…

ଡାଏଟ୍‌ରେ ସାମିଲ କରନ୍ତୁ ନଡିଆ ତେଲ, ଦୂର ହେବ ହାର୍ଟ ସମସ୍ୟା

ଆଜିକାଲି ଲୋକମାନେ ଅଳ୍ପ ବୟସରେ ହାର୍ଟ ଆଟକ୍ ବା ହୃଦଘାତର ଶିକାର ହେଉଛନ୍ତି । ଏହା ଏପରି ଏକ ମାରାତ୍ମକ ରୋଗ ଯେଉଁଥିରେ ଜଣେ ବ୍ୟକ୍ତି କିଛି ସେକେଣ୍ଡ ମଧ୍ୟରେ ମରିଯାଏ । ଆଜି ଆମେ ଏହି ସମସ୍ୟାରୁ ମୁକ୍ତି ପାଇବାର…

ମହାନଦୀରେ ୫୦ ଫୁଟର ଘାଇ, ଉପରମୁଣ୍ଡରୁ ମାଡ଼ିଆସୁଛି ପାଣି

ପାରାଦୀପ: ରାଜ୍ୟକୁ ପୁଣି ବନ୍ୟା ବିପତ୍ତି । ଲଘୁଚାପଜନିତ ୩ ଦିନର ଲଗାଣ ବର୍ଷାରେ ରାଜ୍ୟର ମହାନଦୀ ସମେତ ବୈତରଣୀ, ବ୍ରାହ୍ମଣୀ, ଜଳକା, ବଂଶଧାରା ଇତ୍ୟାଦି ନଦୀ ଫୁଲିବାରେ ଲାଗିଛି । ସେପଟେ ମହାନଦୀରେ ୫୦ ଫୁଟର ଘାଇ…

ତୃତୀୟ ଥର ପାଇଁ ବଢ଼ିଲା କ୍ୟାବିନେଟ ସଚିବଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରିଛନ୍ତି । ଏହାକୁ ମିଶାଇ ରାଜୀବଙ୍କ କାର୍ଯ୍ୟକାଳ ତୃତୀୟଥର ପାଇଁ ବୃଦ୍ଧି କରାଯାଇଛି । ଆଜି କେନ୍ଦ୍ର ସରକାର ତାଙ୍କ…

ବିଦେଶୀ ଛାତ୍ରଛାତ୍ରୀମାନଙ୍କ ପାଇଁ ‘ଷ୍ଟଡି ଇନ୍‍ ଇଣ୍ଡିଆ ପୋର୍ଟାଲ’ର ଶୁଭାରମ୍ଭ କଲେ ସରକାର 

ନୂଆଦିଲ୍ଲୀ: ଭାରତରେ ପଢ଼ିବା ପାଇଁ ଇଚ୍ଛା କରୁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ‘ଷ୍ଟଡି ଇନ୍‍ ଇଣ୍ଡିଆ’ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା…

ଏହି ସରକାରୀ ବ୍ୟାଙ୍କର ଗ୍ରାହକଙ୍କୁ ମିଳୁଛି ନୋଟିସ୍: ୩୧ ଅଗଷ୍ଟ ସୁଦ୍ଧା ସାରି ଦିଅନ୍ତୁ ଏହି ଜରୁରୀ କାମ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯେଉଁ ନିବେଶକମାନେ ଏପର୍ଯ୍ୟନ୍ତ KYC ପ୍ରୋସେସ ଶେଷ କରିନାହଁ, ଏହାକୁ ଅଗଷ୍ଟ ୩୧ ସୁଦ୍ଧା ସଂପୂର୍ଣ୍ଣ କରଦିଅନ୍ତୁ । ପିଏନବି ଦ୍ୱାରା…

୧୦ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ କ୍ଷେତ୍ର !

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟ ଗଭୀର ଅବପାତ ଗତକାଲି ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ଏହା ବର୍ତ୍ତମାନ ଗାଙ୍ଗୀୟ ପଶ୍ଚିମବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଦୁର୍ବଳ ହୋଇ ଧୀରେ ଧୀରେ ଝାଡ଼ଖଣ୍ଡ ମୁହାଁ…

ଭୁଲରେ ବି ଦାନ କରନ୍ତୁନି ଏହି ଜିନିଷ, ନଚେତ ରାଗିଯିବେ ମା’ ଲକ୍ଷ୍ମୀ

ଦାନ ଦେବା ଅଭ୍ୟାସ ଧାର୍ମିକ ସଂସ୍କୃତିରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ ଏବଂ ଏହା କେବଳ ଅର୍ଥନୈତିକ ପ୍ରଗତି ପାଇଁ ନୁହେଁ ବରଂ ମାନସିକ ଶୁଦ୍ଧତା ଏବଂ ଧାର୍ମିକ ପ୍ରଗତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।…