ପ୍ରେମରେ ପଡିବା ପରେ ପୁରୁଷମାନେ ନିଜ ପାର୍ଟନରଙ୍କୁ କହିଥାନ୍ତି ଏହି ମିଛ

ସମ୍ପର୍କରେ ଅନେକ ପୁରୁଷ ମିଛ କହିଥାନ୍ତି , ତେବେ ଏହି ମିଛ କହିବାର ଅନେକ ଗୁଡିଏ କାରଣ ମଧ୍ୟ ରହିଛି। କେତେବେଳେ ପ୍ରେମିକ ତାଙ୍କ ପ୍ରେମିକାକୁ ଖୁସିରେ ଦେଖିବାକୁ ଚାହାନ୍ତିି ତ କେତେ ବେଳେ ନିଜେ କହୁଥିବା କଥାକୁ ସତ…

ଆସନ୍ତାକାଲି ୫ଟି ସ୍ଲୁଇସ୍‍ ଗେଟ୍‍ ଦେଇ ହୀରାକୁଦ ଡ୍ୟାମରୁ ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍‍ରୁ ଆସନ୍ତାକାଲି ସକାଳ ୯ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ୫ଟା ସ୍ଲୁଇସ୍‍ ଗେଟ୍‍ ଦେଇ ବନ୍ୟାଜଳ ଛଡ଼ାଯିବ । ଜଳସ୍ତରକୁ ଦୃଷ୍ଟିରେ ରଖି ଡ୍ୟାମ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି…

ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ି ପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ପାଠ୍ୟକ୍ରମକୁ ଛାତ୍ରଛାତ୍ରମୀାନେ ନିଜ ଭାଷାରେ ପଢ଼ିପାରିବେ । ଏହିକ୍ରମରେ ଛାତ୍ରଛାତ୍ରୀମାନେ ଓଡ଼ିଆରେ ମଧ୍ୟ ସିବିଏସ୍‍ଇରେ ଦ୍ୱାଦଶ…

ଆପଣଙ୍କ WhatsApp-Telegram ବି ବନ୍ଦ ହୋଇଯିବ କି ? ଜାଣନ୍ତୁ କାହିଁକି ସସପେଣ୍ଡ ହେବ ଲକ୍ଷାଧିକ ଆକାଉଣ୍ଟ୍

ନୂଆଦିଲ୍ଲୀ: ନକଲି ସିମ୍ କାର୍ଡ ନମ୍ବରରେ ଚାଲୁଥିବା ସୋସିଆଲ ମେସେଞ୍ଜର, ୱେବସାଇଟ୍ ଏବଂ ପେମେଣ୍ଟ ୱାଲେଟ୍ ଆପ୍ ବନ୍ଦ କରିବାକୁ କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (ଆଇଟି) ପ୍ରସ୍ତୁତି ଆରମ୍ଭ କରିଛି,…

ବର୍ଷାଦିନେ ପିଲାମାନଙ୍କୁ ଫଙ୍ଗାଲ ଇନ୍ଫେକ୍ସନରୁ କିପରି ରକ୍ଷା କରିବେ ? ଜାଣନ୍ତୁ

ବର୍ଷାରେ ଭିଜିବାକୁ କାହାକୁ ବା ଭଲ ଲାଗେନି! ହେଲେ ଛୋଟ ପିଲାମାନେ ଏହାର ଅଧିକ ମଜା ନିଅନ୍ତି। ଫଳରେ ପରବର୍ତ୍ତୀ ସମୟରେ ଏଥିପାଇଁ ସେମାନଙ୍କ ଚର୍ମ ବେଶି ପ୍ରଭାବିତ ହୁଏ। ତେଣୁ ଏଦିନେ ପିଲାଙ୍କ ତ୍ୱଚାର ଯତ୍ନ କିପରି…

ଶ୍ରେଣୀଗୃହରୁ ବାଥରୁମ ପର୍ଯ୍ୟନ୍ତ କଣ୍ଡୋମ ପ୍ୟାକେଟ୍, ପଞ୍ଚାୟତ ନିର୍ବାଚନ ପରେ ବିଦ୍ୟାଳୟର ଏପରି ଅବସ୍ଥା

କୋଲକାତା : ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପରେ ସ୍କୁଲ ଖୋଲିଛି । ମତଦାନ ପରେ ବିଦ୍ୟାଳୟରେ ବାଲାଟ କାଗଜପତ୍ର ମିଳିଥାନ୍ତା ତେବେ ଶିକ୍ଷକମାନେ ଅଧିକ ଆଶ୍ଚର୍ଯ୍ୟ ହୋଇ ନଥାନ୍ତେ, କିନ୍ତୁ ଶ୍ରେଣୀଗୃହରୁ ବାଥରୁମ…

ଚଡ଼ି-ଗଞ୍ଜି ପିନ୍ଧି କଲେଜରେ ପହଞ୍ଚିଲେ ସରକାରୀ ବାବୁ: ଚେୟାରରେ ବସି କରିବାକୁ ଲାଗିଲେ କାମ

ୟୁପି: ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଏକ ସରକାରୀ ଡିଗ୍ରୀ କଲେଜର ଜଣେ ମୁଖ୍ୟ କିରାଣୀଙ୍କ ଚଡ଼ି-ଗଞ୍ଜି ପିନ୍ଧି କାମ କରିବରେ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଜିଲ୍ଲା ପ୍ରଶାସନର ଅଧିକାରୀମାନେ କଲେଜର…

ଭାରତରୁ ସିଧା ହେବ କୈଳାସ ପର୍ବତର ଦର୍ଶନ: ଚୀନ ଦେଇ ଯିବାର ଟେନସନ୍ ଶେଷ

ନୂଆଦିଲ୍ଲୀ: ଭଗବାନ ଶିବଙ୍କ ଶ୍ରଦ୍ଧାଳୁମାନଙ୍କ ପାଇଁ ଆସିଛି ଏକ ଖୁସିଖବର  । ଏବେ ଶିବଙ୍କ ନିବାସ ସ୍ଥଳୀ କୈଳାସ ପର୍ବତର ଯାତ୍ରା ସହଜ ହେବାକୁ ଯାଉଛି । ସେମାନଙ୍କୁ ନିଜର ଆରାଧ୍ୟ ଦେବତାଙ୍କ ଦର୍ଶନ ପାଇଁ ଚୀନ୍ ଯିବାକୁ…

ଜୁଲାଇରେ ଆହୁରି ବଢ଼ିବ ଉତ୍ତାପ, ଭାଙ୍ଗିବାକୁ ଯାଉଛି ଦୁନିଆର ସମସ୍ତ ରେକର୍ଡ: ଜାଣନ୍ତୁ ନାସାର ଚେତାବନୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମଗ୍ର ବିଶ୍ୱ ଅସୁବିଧାରେ ପଡିଛି । ଉତ୍ତାପର ପରିସର ବୃଦ୍ଧି ପାଉଛି । ଏଥି ସହିତ ଶୀତର ସମୟ କମିବାରେ ଲାଗିଛି । ପାଣିପାଗର ପରିବର୍ତ୍ତନ ହେତୁ ବର୍ତ୍ତମାନ ପର୍ବତଗୁଡିକରେ…

ମହିଳା ସରପଞ୍ଚଙ୍କୁ ଦୁଷ୍କର୍ମ, FIR ରୁଜୁ: କଂଗ୍ରେସ ବିଧ୍ରାୟକ କହିଲେ- ‘ଏହା ବ୍ୟକ୍ତିଗତ ମାମଲା’

ମଣ୍ଡଳା: ମଧ୍ୟପ୍ରଦେଶର ମଣ୍ଡଳାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ସରପଞ୍ଚଙ୍କ ସହ ଦୁଷ୍କର୍ମ ହୋଇଛି, ଯାହାପରେ ପୀଡିତା ସରପଞ୍ଚ ସ୍ଥାନୀୟ ପୋଲିସକୁ ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ।…