fbpx

ପୁରୁଷଙ୍କ ସେକ୍ସ ଲାଇଫ୍ ଉପରେ ପ୍ରଭାବ ପକାଇଥାଏ ଥାଇରଏଡ୍ ରୋଗ: ଜାଣନ୍ତୁ କିପରି ବର୍ତ୍ତିବେ ?

ଆମ ଶରୀରରେ ଥିବା ଥାଇରଏଡ୍ ଗ୍ରନ୍ଥି ଅନେକ ପ୍ରକାରର ହରମୋନ୍ ତିଆରି କରିଥାଏ । ଏହି ହରମୋନ୍ ଶରୀରର ଅନେକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାଏ । ଶରୀରରେ ଥାଇରଏଡ୍ ସ୍ତରର ଅତ୍ୟଧିକ ବୃଦ୍ଧି କିମ୍ବା ହ୍ରାସ ହେବା ଯୋଗୁଁ…

ଭାରତରେ ଗାମ୍ବିଆର ଉପ-ରାଷ୍ଟ୍ରପତି ବଦାରା ଜୋଫଙ୍କ ପରଲୋକ: ରାଷ୍ଟ୍ରପତି କଲେ ଟ୍ୱିଟ୍

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଗାମ୍ବିଆର ଉପରାଷ୍ଟ୍ରପତି ବଦାରା ଜୋଫଙ୍କର ଭାରତରେ ପରଲୋକ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଉପରାଷ୍ଟ୍ରପତିଙ୍କ ମୃତ୍ୟୁକୁ ଗାମ୍ବିଆର ରାଷ୍ଟ୍ରପତି ଆଦାମା ବାରୋ…

ସମ୍ବେଦନଶୀଳ ତଥ୍ୟ ଲିକ୍ ଅଭିଯୋଗ: ଗିରଫ ହେଲେ ଡାଟା ଏଣ୍ଟ୍ରି ଅପରେଟର

ନୂଆଦିଲ୍ଲୀ: ବୁଧବାର ଦିଲ୍ଲୀ ପୋଲିସର ଅପରାଧ ଶାଖା ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ସମ୍ବେଦନଶୀଳ ତଥ୍ୟ ଲିକ୍ କରୁଥିବା ଏକ ଗୁପ୍ତଚର ନେଟୱାର୍କକୁ ପର୍ଦ୍ଦାଫାସ୍ କରିଛି । ଗୁପ୍ତଚର କାର୍ଯ୍ୟକଳାପ ତଥା ଟଙ୍କା ବଦଳରେ ବିଦେଶୀ…

ଜମିଜମା ରେକର୍ଡ କମ୍ପୁଟରୀକରଣରେ ଓଡ଼ିଶା ଦେଶରେ ଏକ ନମ୍ବର: ୧୯ ଜିଲ୍ଲାପାଳଙ୍କୁ ମିଳିବ ଜାତୀୟ ପୁରସ୍କାର

ଭୁବନେଶ୍ୱର: ରାଜ୍ୟରେ ଜମିଜମା ରେକର୍ଡ କମ୍ପୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଓଡ଼ିଶାର ୧୯ ଟି ଜିଲ୍ଲା ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ…

Ration Card ନିୟମରେ ପୁଣି ହେଲା ବଡ଼ ପରିବର୍ତ୍ତନ, କୋଟି କୋଟି ହିତାଧିକାରୀଙ୍କୁ ମିଳିବନି ରାସନ !

ନୂଆଦିଲ୍ଲୀ: ରାସନ କାର୍ଡଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯଦି ଆପଣ ମାଗଣା ରାସନର ଫାଇଦା ଉଠାଉଛନ୍ତି, ତେବେ ସରକାର ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ…

ସାଧାରଣ ଜନତାଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଗଲା ସୋରିଷ ତେଲ, ଶୀଘ୍ର ୭୦ ଟଙ୍କା ପର୍ଯ୍ୟନ୍ତ କମିପାରେ ମୂଲ୍ୟ !

ନୂଆଦିଲ୍ଲୀ: ଖାଇବା ତେଲର ଲଗାତାର ବଢ଼ୁଥିବା ମୂଲ୍ୟକୁ ରୋକିବା ପାଇଁ ସରକାର ଅନେକ ପ୍ରୟାସ କରୁଛନ୍ତି । ଏହାରି ମଧ୍ୟରେ ଆଜି ସୋରିଷ, ବାଦାମ ତେଲ ମୂଲ୍ୟରେ ହ୍ରାସ ଘଟିଛି । ଏଥିସହିତ ପାମ ତେଲର ମୂଲ୍ୟ ସମାନ ରହିଛି ।…

(Video) ମୁଣ୍ଡକୁ ୩୬୦ ଡିଗ୍ରୀ ବୁଲାଇବା ପରେ ପାହାଚ ଚଢ଼ିଲେ ଯୁବକ, ଯାହାର ଦୃଶ୍ୟ ଦେଖି ଲୋକ କାବା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କେବେ କେଉଁ ଭିଡିଓ ଭାଇରାଲ ହୋଇଯିବ, ଏହାର ପୂର୍ବାନୁମାନ କରିବା କଷ୍ଟକର । ଏହାର ଭବିଷ୍ୟବାଣୀ କେହି କରିପାରିବେ ନାହିଁ । ୟୁଜର୍ସଙ୍କୁ ଏପରି ଭିଡିଓ ଖୁବ୍ ପସନ୍ଦ ଆସିଥାଏ, ଯେଉଁଥିରେ…

ପ୍ରଥମ ଥର ଡେଟିଂରେ ଯାଉଥିଲେ କରନ୍ତୁନି ଏହି ଭୁଲ : ନହେଲେ ଖରାପ ହୋଇଯିବ …

ଏକ ନୂଆ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ, ଅଧିକାଂଶ ଲୋକ ନିଜ ସାଥୀଙ୍କୁ ଜାଣିବା ଏବଂ ବୁଝିବା ପାଇଁ ଡେଟିଂରେ ଯିବାକୁ ପସନ୍ଦ କରନ୍ତି। ଅନ୍ୟପକ୍ଷରେ, ଆଜିକାଲି କପଲଙ୍କ ମଧ୍ୟରେ ଡେଟିଂ ଯିବା ଏକ ସାଧାରଣ କଥା…

୮ ଜିଲ୍ଲା ସାବଧାନ! ଓଡ଼ିଶାରେ ଘନ କୁହୁଡ଼ି ପାଇଁ ଦିଆଗଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରଭାବ ହ୍ରାସ ପାଇଛି । ତେବେ କେତେକ ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହୋଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଭାରତର ମଧ୍ୟ ଭାଗରେ ଥିବା ଗୁରୁଚାପ ବଳୟ ବର୍ତ୍ତମାନ ଉପକୂଳ…

ଓଡ଼ିଶାର ସରକାରୀ ସ୍କୁଲରେ ନାମଲେଖା ହାର ବୃଦ୍ଧି

ଭୁବନେଶ୍ୱର: ରାଜ୍ୟର ସରକାରୀ ସ୍କୁଲଗୁଡ଼ିକରେ ନାମଲେଖା ହାର ବୃଦ୍ଧି ପାଇଛି । କୋଭିଡ ପୂର୍ବବର୍ତ୍ତୀ ସ୍ଥିତି ତୁଳାନରେ ନାମଲେଖା ହାର ବୃଦ୍ଧି ପାଇଥିବା ଜଣାପଡିଛି । ନାମଲେଖା ହାର ବୃଦ୍ଧି ନେଇ ଅସର ରିପୋର୍ଟ ପ୍ରକାଶ…