fbpx

ଘରେ ଶଙ୍ଖ ରଖି ବିଧି ଅନୁସାରେ ପୂଜା କଲେ ଦାମ୍ପତ୍ୟ ଜୀବନ ହୋଇଥାଏ ସୁଖମୟ

ପ୍ରାଚୀନ ବୈଦିକ ତଥା ଭାରତୀୟ ହିନ୍ଦୁ ପରମ୍ପରାରେ ଶଙ୍ଖର ବିଶେଷ ମହତ୍ୱ ରହିଛି । ଫେଗସୁଇ ଓ ବାସ୍ତୁଶାସ୍ତ୍ରାନୁସାରେ ଘରେ ଶଙ୍ଖ ରଖି ପୂଜା କରିବା ଦ୍ୱାରା ପରିବାରରେ ସମୃଦ୍ଧି ବୃଦ୍ଧି ହେବା ସହିତ ଧନ ବୃଦ୍ଧି ହୋଇଥାଏ…

ଚମ୍ପୁଆର ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ାଉ

ଭୁବନେଶ୍ୱର: କେନ୍ଦୁଝର ଚମ୍ପୁଆର ପୂର୍ବତନ ବିଧାୟକଙ୍କ ଘରେ ଚାଲିଛି ଆଇଟି ରେଡ୍ । ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଚଢ଼ାଉ ହୋଇଥିବା ସୂଚନା ମିଳିଥିବା ବେଳେ ଏଥିରେ ୧୦ ଜଣିଆ ଟିମ୍ ସାମିଲ ଥିବା ଜଣାପଡିଛି ।…

ଆଜି ମୋଦୀ-ନବୀନ ସାକ୍ଷାତ: ଅପରାହ୍ନ ସାଢ଼େ ୪ଟାରେ ହେବ ଭେଟଘାଟ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢ଼େ ୪ଟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନବୀନ । ବିଭିନ୍ନ ସରକାରୀ କାର୍ଯ୍ୟ ନେଇ ହୋଇପାରେ ଆଲୋଚନା। ତିନି ଦିନିଆ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା, ୮କିମି ବେଗରେ କରୁଛି ଗତି

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ମୋକା’ । ବାତ୍ୟା ‘ମୋକା’ର ରୂପ ନେଲା ସକ୍ରିୟ ଗଭୀର ଅବପାତ । ବର୍ତ୍ତମାନ ୮କିମି ବେଗରେ ଗତି କରୁଛି ବାତ୍ୟା । ଆଜି ମଧ୍ୟରାତ୍ରି ସୁଦ୍ଧା ଭୀଷଣ…

ମନ ଖୋଲି ହସିଲେ ସୁସ୍ଥ ରହିବେ: ହାର୍ଟ ଆଟାକ୍ ଓ ଷ୍ଟ୍ରୋକର ସମ୍ଭାବନା କମ୍

ହସିଲେ ରୋଗ ମୁକ୍ତ ହେବା କଥା ଆମେ ସମସ୍ତେ ଜାଣିଛେ, ମାତ୍ର ଏହାକୁ କେତେ ମାତ୍ରାରେ କାମରେ ଲଗାଉଛେ ତାହା ହେଉଛି ଗୁରୁତ୍ୱପୂର୍ଣ୍ଣ କଥା । ହସ ଏକ ଏପରି ଔଷଧ ଯାହା ଦ୍ୱାରା କଠିନରୁ କଠିନତମ ରୋଗକୁ ଦୂରେଇ ଦିଆ ଯାଇପାରେ…

ଗ୍ରୀଷ୍ମ ଋତୁରେ ଚର୍ମକୁ ଥଣ୍ଡା ରଖିଥାଏ ପୁଦିନା: ଜାଣନ୍ତୁ ଏହାର ଫାଇଦା

ପୁଦିନା ହେଉଛି ଏପରି ଏକ ଗଛ ଯେଉଁଥିରେ ଭରି ରହିଛି ଭରପୁର ଔଷଧୀୟ ଗୁଣ । ଯାହା ସତେଜରେ ପରିପୂର୍ଣ୍ଣ । ସେଥିପାଇଁ ପୁଦିନା ସହିତ ପ୍ରସ୍ତୁତ ଜିନିଷଗୁଡ଼ିକ ଆପଣଙ୍କୁ ବହୁତ ସତେଜ ଅନୁଭବ କରେ । ଲୋକମାନେ ସାଧାରଣତଃ…

ସଂସଦରେ ଅଭାବନୀୟ ଘଟଣା: ପୋଷାକ ଓ ଅନ୍ତବସ୍ତ୍ର ଖୋଲିଦେଲେ ସାଂସଦ

ନୂଆଦିଲ୍ଲୀ: ନେପାଳରେ ସଂସଦ ଅଧିବେଶନ ଚାଲିଥିବା ସମୟରେ ଜଣେ ସାଂସଦ ନିଜର ବସ୍ତ୍ର ଦେହରୁ କାଢ଼ି ଚର୍ଚ୍ଚା ପରିସରକୁ ଆସିଛନ୍ତି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହା ନେପାଳର ପ୍ରଥମ ଘଟଣା…

‘ମୋ ସ୍କୁଲ୍ ଅଭିଯାନ’ର ୪୦ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ୫୨୯ କୋଟି ୫୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମିଳିଲା ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ସମସ୍ତ ଉଚ୍ଚ ବିଦ୍ୟାଳୟଗୁଡିକୁ ୨୦୨୩ ଡିସେମ୍ବର ସୁଦ୍ଧା ୫ ଟିରେ ରୂପାନ୍ତରିତ କରିବାକୁ ନିଷ୍ପତି ନେଇଛନ୍ତି । ବିଦ୍ୟାଳୟ ଶିକ୍ଷା ସଚିବ ଅଶ୍ୱଥି ଏସ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ: ଲାଞ୍ଚ ନେବା ବେଳେ ଧରିଲା ଟିମ୍

ଗଞ୍ଜାମ: ଭିଜିଲାନ୍ସ ଜାଲରେ ଗଞ୍ଜାମ ପୁରୁଷୋତ୍ତମପୁରର କନିଷ୍ଠ ଯନ୍ତ୍ରୀ । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗଦୀଶ ସାହୁ ଗିରଫ ହୋଇଛନ୍ତି । ଜଗନ୍ନାଥପୁରର GRSଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ । ସୂଚନା ମୁତାବକ,…

ନିଜ ରାଶି ଅନୁସାରେ ଏହି ରଙ୍ଗର ଲଗାନ୍ତୁ ଗଛ , ଦୂରେଇ ଯିବ ଜାତକରେ ଥିବା ସମସ୍ତ ଦୋଷ ଓ ଦୁର୍ବଳତା

ପରିବାର ଭିତରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ କେତେ ଲୋକ କେତେ ଉପାୟ ଆପଣାନ୍ତି । ଜ୍ୟୋତିଷଙ୍କ ମତ ଅନୁସାରେ ଯଦି ଜଣେ ବ୍ୟକ୍ତି ରାଶି ଅନୁଯାୟୀ ଉପାୟ ଆପଣାଇବ, ତେବେ ଖୁବ ଶୀଘ୍ର ସେ ଏହାର ସୁଫଳ ଲାଭ କରିପାରିବ ।…