ରାଜ୍ୟସ୍ତରୀୟ ଏକକ ବାତାୟନ ମଞ୍ଜୁରୀ କମିଟିରେ ୧୯ଟି ପ୍ରକଳ୍ପକୁ ମଞ୍ଜୁରୀ, ୧୭ ହଜାର ୫୫୩ ଜଣଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟସ୍ତରୀୟ ଏକକ ବାତାୟନ ଅନୁମୋଦନ କମିଟି ୪ ହଜାର ୮୦୪ କୋଟି ୩୫ ଲକ୍ଷ ଟଙ୍କାର ୧୯ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗିଲ୍‍…

କ’ଣ ସଂସଦରେ ପୁଣି ବଡ଼ ନିଷ୍ପତ୍ତି ନେବେ କି ମୋଦୀ ସରକାର ? ସମସ୍ତ ସାଂସଦଙ୍କୁ ଲୋକସଭାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରୁ ଲୋକସଭା ଓ ରାଜ୍ୟସଭାରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର ତର୍କ ବିତର୍କ ଚାଲିଛି । ଗତ ବୁଧବାର ଦିନ ଜାମ୍ମୁ କାଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍, ୨୦୨୩ ଏବଂ…

ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକର ସାମଗ୍ରୀକ ବିକାଶ ପାଇଁ ପିଏମ୍‍-ଉଷା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର…

ଭୁବନେଶ୍ୱର : ଓଡ଼ିଶାରେ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକର ସାମଗ୍ରିକ ବିକାଶ ପାଇଁପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ୍-ଉଷା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

Google Play Storeରୁ ୧୭ ଟି ଆପ୍ ହଟାଇଲା ଗୁଗୁଲ୍: ୟୁଜର୍ସଙ୍କ ପାଇଁ ହୋଇଥାନ୍ତା ବିପଜ୍ଜନକ

ନୂଆଦିଲ୍ଲୀ : ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ଗୁଗୁଲ ନିଜର ସୁବିଧା ପହଞ୍ଚାଉଛି । କମ୍ପାନୀ ଏହାର ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି । ଏହାରି ମଧ୍ୟରେ କମ୍ପାନୀ ଏହାର ପ୍ଲେ ଷ୍ଟୋରରୁ…

ବାହାଘର ଓ ରିଲେସନସିପକୁ ଏପରି ଭାବନ୍ତି ଭାରତୀୟ ମହିଳା ! ସର୍ଭେରୁ ଖୁଲାସା

ବାହାଘର ଓ ରିଲେସନସିପ୍ ମାମଲାରେ ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ବହୁତ ଭାବନ୍ତି, ତା’ପରେ ପାଦ ଆଗକୁ ବଢ଼ାନ୍ତି । ଭାରତୀୟ ସମାଜରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା, କିନ୍ତୁ ସମୟ ସହିତ ଏଥିରେ କିଛି ପରିବର୍ତ୍ତନ…

ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ରେଲୱେରେ ୩୦୦୦ ରୁ ଅଧିକ ଚାକିରି: ଝିଅମାନଙ୍କ ପାଇଁ ଆବେଦନ ମାଗଣା, ଏପରି କରନ୍ତୁ ଆପ୍ଲାଏ

ନୂଆଦିଲ୍ଲୀ: ଉତ୍ତର ରେଲୱେର ରେଳବାଇ ନିଯୁକ୍ତି ସେଲ୍ ୩୦୯୩ ଆପ୍ରେଣ୍ଟିସିପ୍ ନିଯୁକ୍ତି ପାଇଁ ଘୋଷଣା କରିଛି । ଏଥିପାଇଁ ଆବେଦନ ୧୧ ଡିସେମ୍ବର ୨୦୨୩ ରୁ ୧୧ ଜାନୁୟାରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଆପ୍ରେଣ୍ଟିସିପ୍ ପାଇଁ…

ଏହି ଲୋକମାନଙ୍କୁ ଅଣ୍ଡା ଖାଇବା ମନା, ନଚେତ ସୃଷ୍ଟି ହୋଇପାରେ ସ୍ୱାସ୍ଥ୍ୟଗତ ସମସ୍ୟା

ଅଧିକାଂଶ ଲୋକ ସୁସ୍ଥ ରହିବା ପାଇଁ ପ୍ରତିଦିନ ଅଣ୍ଡା ଖାଇଥାନ୍ତି। ଏଥି ସହିତ ପ୍ରୋଟିନ୍ ଏବଂ କ୍ୟାଲସିୟମର ଅଭାବ ପୂରଣ କରିବା ପାଇଁ ଅଣ୍ଡା ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅଣ୍ଡା କେବଳ ପ୍ରୋଟିନର ଉତ୍ସ ନୁହେଁ ବରଂ…

ପ୍ରତିବର୍ଷ ୧ କୋଟି ଲୋକଙ୍କ ଜୀବନ ନେଉଛି ମଦ ଓ ସ୍ୱିଟ୍ ଡ୍ରିଙ୍କ୍: ଅଧିକ ଟ୍ୟାକ୍ସ ଲାଗୁ କରିବାକୁ WHOର ଅନୁରୋଧ

ନୂଆଦିଲ୍ଲୀ : WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) କହିଛି ଯେ, ସାରା ବିଶ୍ୱରେ ମଦ୍ୟପାନ ଏବଂ ମିଠା ପାନୀୟ ଯୋଗୁଁ ଏକ କୋଟି ଲୋକ ମୃତ୍ୟୁବରଣ କରୁଛନ୍ତିି । ଏହାକୁ ହ୍ରାସ କରିବା ପାଇଁ ଡବ୍ଲୁଏଚଓ ସରକାରଙ୍କୁ ଏପରି ପଦାର୍ଥ…

ରାଜ୍ୟରେ ବାତ୍ୟା ପ୍ରଭାବିତ ଫସଲ କ୍ଷୟକ୍ଷତି ଆକଳନ ରିପୋର୍ଟ ୧୨ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ SRCଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ମିଗ୍‍ଜୋମ୍‍ ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ବର୍ଷା ଲାଗି ରହିବା ଫଳରେ ଖରିଫ୍‍ ଚାଷ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‍ କମିଶନର ସତ୍ୟବ୍ରତ ସାହୁ ବର୍ଷା…

ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି ସୌର ଶକ୍ତି ଉତ୍ପାଦନ ସମ୍ଭାବନା ରହିଛି : କେନ୍ଦ୍ର ଶକ୍ତିମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି (ଗିଗାୱାଟ୍‌ ପିକ୍‌) ସୌର ଶକ୍ତିଉତ୍ପାଦନ ସମ୍ଭାବନା ରହିଥିବା କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ଓ ଶକ୍ତି ମନ୍ତ୍ରୀ ଶ୍ରୀ ଆର.କେ ସିଂ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ସୌର…