fbpx
BJD SKY
BJD SKY

ଚଳିତ ମାସରେ ବିକ୍ରି ହେବାକୁ ଯାଉଛି ୨ଟି ବଡ଼ ବ୍ୟାଙ୍କ! ସରକାରଙ୍କ ପ୍ରସ୍ତୁତି ଶେଷ, ଏଥିରେ ସାମିଲ ଅଛି କି ଆପଣଙ୍କ ଆକାଉଣ୍ଟ ?

ନୂଆଦିଲ୍ଲୀ: ବ୍ୟାଙ୍କ ଘରୋଇକରଣ ଉପରେ କାମ ଜୋରସୋରରେ ଚାଲିଛି। ନିକଟରେରେ ସରକାରୀ କମ୍ପାନୀଗୁଡିକର ଘରୋଇକରଣ ପରେ ବର୍ତ୍ତମାନ ବ୍ୟାଙ୍କଗୁଡିକର ଘରୋଇକରଣ ଉପରେ ସରକାର କାର୍ଯ୍ୟ କରୁଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ…

ଏହି ସରକାରୀ ବ୍ୟାଙ୍କର ଗ୍ରାହକ ହେବେ ମାଲାମାଲ! କାଲିଠୁ ଲାଗୁ ହେବାକୁ ଯାଉଛି ଏହି ନିୟମ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ନିକଟରେ ରେପୋ ହାର ବୃଦ୍ଧି କରିବା ପରେ ଉଭୟ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ଋଣ ହାର ବୃଦ୍ଧି କରୁଛନ୍ତି । ଏହା ସହିତ ବ୍ୟାଙ୍କଗୁଡ଼ିକ ଦ୍ୱାରା ଏଫଡି ହାର ମଧ୍ୟ…

(Video) ଭାରତକୁ ଫେରିବ କୋହିନୂର ହିରା, ପୁଣିଥରେ ଜଗନ୍ନାଥଙ୍କ ପାଖକୁ ଆସିପାରେ …

ନୂଆଦିଲ୍ଲୀ: ଭାରତକୁ ଫେରିବ କୋହିନୂର ହିରା । ପୁଣିଥରେ ଜଗନ୍ନାଥଙ୍କ ପାଖକୁ ଆସିପାରେ ଚୋରି ହୋଇଯାଇଥିବା କୋହିନୂର । ଏମିତି କିଛି ଚର୍ଚ୍ଚା ଏବେ ଜୋରସୋରରେ ହେବାକୁ ଲାଗିଛି । କୋହିନୂର ଏବେ ଇଂଲଣ୍ଡର ରାଜପରିବାରଙ୍କ…

(Video) କୁଆଡ଼େ ଯାଏ ED ଜବତ କରିଥିବା କୋଟି କୋଟି ଟଙ୍କା ? କେନ୍ଦ୍ର ସରକାର ନିଅନ୍ତି ନା ଇଡି …

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ଜବତ କରିଥିବା ଟଙ୍କା ଯାଏ କୁଆଡେ ? କୋଟି କୋଟି ଟଙ୍କା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜବତ କରେ । ହେଲେ ଏହି ସବୁ ଟଙ୍କାକୁ କିଏ ବ୍ୟବହାର କରେ ? କେନ୍ଦ୍ର ସରକାର ଏହି…

୨୦୨୪ ଜାନୁଆରୀରେ ପ୍ରଭୁ ରାମଚନ୍ଦ୍ରଙ୍କ ସ୍ଥାପନା ! ଆସିଲା ଶୁଭ ମୁହୂର୍ତ୍ତ

ନୂଆଦିଲ୍ଲୀ: ଘଟିଲା ସବୁ ଅପେକ୍ଷାର ଅନ୍ତ । ୨୦୨୪ ଜାରୁଆରୀରେ ସ୍ଥାପନା ହେବେ ପ୍ରଭୁ ରାମଚନ୍ଦ୍ର । ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କର ସ୍ଥାପନା କରାଯିବ । ୨୦୨୪ ଜାନୁଆରୀ ମାସ ମକର ସଂକ୍ରାନ୍ତି ଅବସରରେ…

ରାସ୍ତାଘାଟର ଗୁଣବତ୍ତା ସୁଧାର କରିବାକୁ WHOର ନିର୍ଦ୍ଦେଶ: ସଡ଼କ ଦୁର୍ଘଟଣା ରୋକିବା ଓ ହେଲମେଟକୁ ନେଇ ଆସିଲା ଗାଇଡଲାଇନ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ସଡ଼କର ଗୁଣବତ୍ତା ସୁଧାର କରାଯିବ ଉଚିତ୍ । ପଥଚାରୀମାନେ ଚାଲିବା ପାଇଁ ସବୁ ସ୍ଥାନରେ ଫୁଟପାଥ ନିର୍ମାଣ କରାଯିବା ଉଚିତ୍ । ଟ୍ରାଫିକ୍ ନିୟମକୁ କଠୋର ଭାବରେ ଅନୁସରଣ କରନ୍ତୁ ।…

ଫାଟିଲା Redmi 6A Smartphoneର ବ୍ୟାଟେରୀ: ଶୋଇଥିବା ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମୋବାଇଲ ପାଖରେ ରଖି ଶୋଇଥିବା ସମୟରେ ହଠାତ୍ ହୋଇଥିଲା ବିସ୍ଫାରଣ । ଅଚାନକ୍ ମୋବଇଲ ବ୍ୟାଟେରୀ ଫାଟିବାକୁ ପାଖରେ ଶୋଇଥିବା ମହିଳାଙ୍କ ମୃତ୍ୟୁ ହୋଇଛି । ଏନେଇ ସୋସିଆଲ ମିଡିଆରେ ଜଣେ ୟୁଟ୍ୟୁବର ଦାବି…

ଲଗାଣ ବର୍ଷାରେ ବୁଡ଼ିଲା ପୋଲ: ଓଡ଼ିଶା-ଆନ୍ଧ୍ର ଯୋଗାଯୋଗ ବିଚ୍ଛିନ୍ନ

କାଲିମେଳା: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ବୁଡ଼ିଯାଇଛି ଆନ୍ଧ୍ର ସୀମାବର୍ତ୍ତୀ କୁଇଗୁରୁ ପୋଲ । ମୋଟୁ ନିକଟରେ ଥିବା ଗୁଇଗୁରୁ ପୋଲ ଉପରେ ପାଣି । ୩୨୬ ନମ୍ବର ଜାତୀୟ ରାଜପଥ ଦେଇ…

ଖାଇବା ପରେ ତୁରନ୍ତ ଗାଧୋଇବା କାହିଁକି ଉଚିତ୍ ନୁହେଁ ? ଜାଣନ୍ତୁ କ’ଣ କହୁଛି ଆୟୁର୍ବେଦ ଓ ବିଜ୍ଞାନ

ଅନେକ ଲୋକଙ୍କର ଖାଇବା ପରେ ଗାଧୋଇବାର ଖରାପ ଅଭ୍ୟାସ ରହିଛି । ଏପରି କରିବା ପଛରେ ସେମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନଥାଏ, କିନ୍ତୁ ଖାଦ୍ୟ ଖାଇବା ପରେ ଫ୍ରି ହେବାକୁ ଚାହାଁନ୍ତି । ଏଥିପାଇଁ ଖାଇବା ପରେ ଆରାମ…

Reliance Jio ଲଞ୍ଚ କଲା ୯୦ ଦିନର ସାନଦାର ପ୍ଲାନ୍! ଦୈନିକ ୨ ଜିବି ଡାଟା ସହ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଅଗଷ୍ଟରେ ଗ୍ରାହକଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଥିଲା । ଏହାର ମୂଲ୍ୟ ୭୫୦ ଟଙ୍କା ଥିଲା ଏବଂ ଏହି ଯୋଜନାର ଖାସ୍ କଥା ଥିଲା ଯେ ଏହା ୯୦ ଦିନର ସର୍ଭିସ୍ ଭାଲିଡିଟି ସହିତ ଆସିଥିଲା ।…