ବୁଲିବାକୁ ପ୍ଲାନ କରୁଛନ୍ତି କି ? ତେବେ କରାଇନିଅନ୍ତୁ ଯାତ୍ରା ବୀମା, ଜାଣନ୍ତୁ ଫାଇଦା

ଟ୍ରିପ ପ୍ଲାନ କରିବା ସହିତ ଭ୍ରମଣ ବୀମା ଯୋଜନା କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ | ଭ୍ରମଣ ବୀମା ଆପଣଙ୍କୁ ଅନେକ ପ୍ରକାରର ବିପଦରୁ ସୁରକ୍ଷା ଯୋଗାଇଥାଏ |ସାମ୍ପ୍ରତିକ ସମୟକୁ ଦେଖିଲେ, କେବଳ କିଛି ମନୋନୀତ…

ଏହିସବୁ କାରଣ ପାଇଁ ଶୀତଦିନେ ଆସିଥାଏ ହାର୍ଟ ଆଟାକ୍, ଜାଣନ୍ତୁ ନିଜକୁ ଫିଟ୍ ଏବଂ ହୃଦୟକୁ ସୁସ୍ଥ ରଖିବାର ଟିପ୍ସ

ଆଜିକାଲି ହୃଦରୋଗ ସମସ୍ୟା ଦ୍ରୁତ ଗତିରେ ବଢିଚାଲିିଛି। ବୃଦ୍ଧାବସ୍ଥାରେ ଦେଖା ଯାଉଥିବା ଏହି ରୋଗ ଏବେ ପିଲାଠୁ ବୁଢା ସମସ୍ତଙ୍କୁ କବଳିତ କରୁଛି। ବିଶେଷ କରି ଶୀତଋତୁରେ ହୃଦଘାତ ହେବାର ସମ୍ଭାବନା ଅଧିକ। ତେବେ ଏହାର…

ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ,, ଧରା ପଡିଗଲେ ସୁପର ଭାଇଜର

ରାମପୁର : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମହୁଲପାଟଣା ସ୍ବାସ୍ଥ୍ୟ ଉପକେନ୍ଦ୍ର ହେଲ୍ଥ ୱାର୍କର ଓ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର (ଭାଇଟାଲ…

ପୋଷ୍ଟ ଅଫିସର ଏହି ଯୋଜନାରେ କରନ୍ତୁ ନିବେଶ: ବାର୍ଷିକ ଆୟ ଭାବେ ପାରିବେ ୧୧୧୦୦୦ ଟଙ୍କା

ନୂଆଦିଲ୍ଲୀ: ଅନେକ ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନା ରହିଛି ଯାହା ଛୋଟ ନିବେଶକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ | ସେହି ଯୋଜନାଗୁଡିକ ମଧ୍ୟରୁ ଗୋଟିଏକୁ ମାସିକ ସଞ୍ଚୟ ଯୋଜନା (Post Office Monthly Income Scheme)…

ଖୁବଶୀଘ୍ର ଯୁକ୍ତ ୨ କଳା ରେଜଲ୍ଟ ଜାରି କରିବ CHSE

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପ୍ରୋଜେକ୍ଟ…

ଗୃହ ମନ୍ତ୍ରଣାଳୟର ରିପୋର୍ଟରୁ ଖୁଲାସା – ବେକାର ଯୁବକ, ଗୃହିଣୀ ଏବଂ ଛାତ୍ରଛାତ୍ରୀମାନେ ହେଉଛନ୍ତି ସାଇବର ଠକେଇର ଶିକାର

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ଏକ ନୂଆ ରିପୋର୍ଟ ଉପସ୍ଥାପନ କରିଛି । ଏହା ଅନୁଯାୟୀ, ବେକାର ଯୁବକ, ଗୃହିଣୀ ଏବଂ ଛାତ୍ରଛାତ୍ରୀମାନେ ସାଇବର ଠକେଇର ଶିକାର ହେଉଛନ୍ତି । ସେମାନେ ପ୍ରତିଦିନ ବିପୁଳ ପରିମାଣର ଅର୍ଥ…

କାଶ୍ମୀରର ନାମ କଶ୍ୟପ ନାମରୁ ହୋଇପାରେ… ଅମିତ ଶାହାଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଦିନ ‘J&K and Ladakh Through the Ages’ ପୁସ୍ତକ ଉନ୍ମୋଚନ ଅବସରରେ କହିଛନ୍ତି ଯେ, କାଶ୍ମୀର ନାମ କଶ୍ୟପ ନାମରୁ ହୋଇପାରେ । ସେ କହିଛନ୍ତି ଯେ…

ସରକାରୀ ସ୍କୁଲରେ ପାଠ ଛାଡିଛନ୍ତି ୧୬ ଲକ୍ଷ ବାଳିକା, ଆଜି ବି ୪୩ ପ୍ରତିଶତ ବିଦ୍ୟାଳୟରେ ନାହିଁ କମ୍ପ୍ୟୁଟର

ନୂଆଦିଲ୍ଲୀ: ଗୋଟିଏ ପଟେ ସରକାର ସ୍ଲୋଗାନ ଦେଇଛନ୍ତି ଯେ ‘ବେଟି ପଢ଼ାଓ ବେଟି ବଚାଓ' ଅନ୍ୟପଟେ ଗୋଟିଏ ବର୍ଷରେ ୧୬ ଲକ୍ଷ ବାଳିକା ବିଦ୍ୟାଳୟ ଛାଡିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର ୟୁନିଫାଏଡ୍ ଜିଲ୍ଲା ସୂଚନା ବ୍ୟବସ୍ଥା…

ନୂଆ ବର୍ଷରେ ଆଉ ଏକ ବଡ ଘୋଷଣା, ୧୦ ଲକ୍ଷ ଘର ଦେବାକୁ ଯାଉଛନ୍ତି ମୋଦୀ ସରକାର, ଜାଣନ୍ତୁ କାହାକୁ ଓ କେବେ ମିଳିବ ?

ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ୨୦୨୪-୨୫ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନା-ଗ୍ରାମୀଣ ଅଧୀନରେ ୧୦ ଲକ୍ଷ ଘର ଅନୁମୋଦନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ବୁଧବାର (ଜାନୁଆରୀ ୨)ରେ ଏକ ବୈଠକରେ ଏହି…

ରାଜ୍ୟରେ ଶୀତର ପ୍ରକୋପ ଜାରି, ଘନ କୁହୁଡି ନେଇ ଏହି ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଢିବ ଶୀତର ପ୍ରକୋପ। କେତେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ୨…