fbpx
BSKY
BJD YOUTH SKY
BJD MS SKY

ଏହି କାରଣ ପାଇଁ ରାଜ୍ୟରେ ବୃଦ୍ଧିପାଇବ ୨ ରୁ ୩ ଡିଗ୍ରୀ ତାପମାତ୍ରା : ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର : ଦକ୍ଷିଣ ଗୋଲାର୍ଦ୍ଧ ବିଷୁବରେଖା ଅତିକ୍ରମ କରୁଥିବା ପବନ ଆରବ ସାଗରକୁ ଆସୁଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆରବ ସାଗରରୁ ଏହି ପବନ ବଙ୍ଗୋପସାଗରରେ ପହଞ୍ଚୁଥିବାରୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦିନ…

ନୂଆ ରେକର୍ଡ! ପ୍ରଥମ ଥର ପାଇଁ ୮୭ ହଜାର ଅତିକ୍ରମ କଲା ରୂପା, ସୁନା ମଧ୍ୟ ହେଲା ମହଙ୍ଗା

ନୂଆଦିଲ୍ଲୀ: ଭାରତରେ ସୁନା ଓ ରୂପା ମୂଲ୍ୟର ବୃଦ୍ଧି ଧାରା ଜାରି ରହିଛି । ୧୬ ମଇ ୨୦୨୪ ଗୁରୁବାର ଦିନ ରୂପା ଫ୍ୟୁଚର ବଜାରରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଆଜି ସକାଳେ ରୂପା କିଲୋଗ୍ରାମ ପିଛା ୮୭,୨୧୭ ଟଙ୍କା…

ସମ୍ପର୍କରେ ଦୂରତ୍ୱ ଆଣିଛି ମୋବାଇଲ, ସ୍ୱାସ୍ଥ୍ୟ ଉପରେ ପକାଉଛି ଏଭଳି ପ୍ରଭାବ

ଦିନଥିଲା ଫୋନ ତାରରେ ବନ୍ଧା ଥିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା ଆଜିର ସମୟରେ ମଣିଷ ମୋବାଇଲ ଫୋନରେ ବନ୍ଧା ହେଇଛି । ମଣିଷର ଅଭିନ୍ନ ଅଙ୍ଗ ହୋଇଛି କହିଲେ ଭୁଲ୍ ହେବନି । ଆଜିର ସମୟରେ ମୋବାଇଲ୍ ଫୋନ୍ ଲୋକମାନଙ୍କ ଦୈନନ୍ଦିନ…

ପୋଲସରାରେ ରାଜନୈତିକ ହିଂସା: ଫୁଟିଲା ଗୁଳି

ପୋଲସରା: ପୋଲସରାରେ ରାଜନୈତିକ ହିଂସାରୁ ଘଟିଛି ଗୁଳିକାଣ୍ଡ । ତୋଟାସାହିରେ ଜଣଙ୍କ ଉପରେ ହୋଇଛି ଗୁଳିମାଡ଼ । ଗୋଟିଏ ରାଉଣ୍ଡ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି…

National Dengue Day 2024: ଲଗାତାର ବାନ୍ତି ଏବଂ ହାତ ଏବଂ ପାଦରେ ଦାଗ ଡେଙ୍ଗୁ ରୋଗର ହୋଇପାରେ ଲକ୍ଷଣ, ଜାଣନ୍ତୁ କିପରି ବର୍ତ୍ତିବେ

ଆଜିକାଲିର ସବୁଠାରୁ ଗୁରୁତର ରୋଗ ମଧ୍ୟରୁ ଡେଙ୍ଗୁ ଅନ୍ୟତମ । ପ୍ରତିବର୍ଷ ସମଗ୍ର ବିଶ୍ୱରେ ଏହି ମାରାତ୍ମକ ରୋଗରେ ଲକ୍ଷଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି । ଅଧିକାଂଶ ଡେଙ୍ଗୁ ରୋଗ ବର୍ଷାର ପ୍ରାରମ୍ଭିକ ପର୍ଯ୍ୟାୟରେ…

ଫ୍ରାନ୍ସରେ ଅଚାନକ୍ କାହିଁକି ଲାଗିଲା ଜରୁରୀକାଳୀନ ପରିସ୍ଥିତି? ନ୍ୟୁ କାଲେଡୋନିଆର ଏହି ଦାବିରେ ଉଡିଲା ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ…

ପ୍ୟାରିସ: ଫ୍ରାନ୍ସ ସରକାର ବୁଧବାର ଦିନ ନ୍ୟୁ କାଲେଡୋନିଆରେ ଅତି କମରେ ୧୨ ଦିନ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ଘୋଷଣା କରିଛନ୍ତି । ଏହା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ପଦକ୍ଷେପ ପଛରେ ଫ୍ରାନ୍ସ…

ହୃଦରୋଗ ଆଶଙ୍କାକୁ ହ୍ରାସ କରେ ତରଭୁଜ

ଧରାପୃଷ୍ଠରେ ଏବେ ଚାଲିଛି ଗ୍ରୀଷ୍ମର ରାଜତ୍ୱ । ଚାରିଆଡେ ଅଗ୍ନିବର୍ଷା । ତାପମାତ୍ରା ହୁହୁ ହୋଇ ବଢୁଛି । ଯେଉଁଆଡେ ଚାହିଁଲେ ଧୁଧୁ ଖରା । ଦ୍ୱିପ୍ରହରରେ ପୁଣି ଉତ୍ତପ୍ତ ପବନର ଝାସ । ଦେହରୁ ବହି ଯାଉଛି ଗମ୍ ଗମ୍ ଝାଳ ।…

କ୍ୟାନ୍ସରରେ ଜେଟ ଏୟାରୱେଜର ଫାଉଣ୍ଡର ନରେଶ ଗୋୟଲଙ୍କ ପତ୍ନୀ ଅନୀତାଙ୍କର ପରଲୋକ

ନୂଆଦିଲ୍ଲୀ: ଜେଟ୍ ଏୟାରୱେଜର ଫାଉଣ୍ଡର ନରେଶ ଗୋୟଲଙ୍କ ପତ୍ନୀ ଅନୀତାଙ୍କର ଗୁରୁବାର ସକାଳେ ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢ଼ୁଥିଲେ । ନିକଟରେ ନରେଶ ଗୋୟଲଙ୍କୁ…

ଆଜିଠୁ ବଢିବ ତାତି : ପାଣିପାଗ ବିଭାଗର ସୂଚନା

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ତାତି । ଆଉ ୨୪ ଘଣ୍ଟା ପରେ ପାରଦ ହେବ ଉପରମୁହାଁ । ଏ ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ…

ବିଜେପିକୁ ବଡ଼ ଝଟକା: ଦଳ ଛାଡିଲେ ରମାରଞ୍ଜନ ବଳୀୟାରସିଂହ

ଭୁବନେଶ୍ୱର: ନିର୍ବାଚନୀ ମାହଲ ଭିତରେ ବିଜେପିକୁ ଲାଗିଛି ଶକ୍ତ ଝଟକା । ବିଜେପି ମୁଖପାତ୍ର ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଦଳ ଛାଡିଛନ୍ତି ରମାରଞ୍ଜନ ବଳୀୟାରସିଂହ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା…