fbpx

କରୋନା ଭ୍ୟାକ୍ସିନ୍ କୋଭିଶିଲ୍ଡରୁ ହୋଇପାରେ ଦୁର୍ଲଭ ସାଇଡ୍ ଇଫେକ୍ଟ: ପ୍ରଥମଥର ସ୍ୱୀକାର କଲା କମ୍ପାନୀ

ନୂଆଦିଲ୍ଲୀ: କରୋନା ଟିକା କୋଭିଶିଲ୍ଡ ବିଷୟରେ ବଡ ଖବର ସାମ୍ନାକୁ ଆସିଛି । ଆଷ୍ଟ୍ରାଜେନେକା ଏକ ଗୁରୁତ୍ୱପୂର୍ଣ୍ଣ ଦିଗରେ ପ୍ରଥମଥର ପାଇଁ କୋର୍ଟ ଡକ୍ୟୁମେଣ୍ଟରେ ସ୍ୱୀକାର କରିଛି ଯେ, ତାଙ୍କ କୋଭିଡ୍-୧୯ଟିକାରେ ଟିଟିଏସ…

ସକାଳୁ ଉଠିବା ମାତ୍ରେ ଅସୁସ୍ଥ ବା ଥକ୍କାପଣ ଅନୁଭବ କରୁଛନ୍ତି କି ? ଜାଣନ୍ତୁ ଏହାର ସମାଧାନ

ପ୍ରାୟ ସମୟରେ ଦେଖାଯାଇଛି କିଛି ଲୋକେ ସକାଳୁ ଉଠିବା ମାତ୍ରେ ଅସୁସ୍ଥ ଅନୁଭବ କରନ୍ତି। ଯେପରିକି ଥକ୍କାପଣ, ମୁଣ୍ଡ ବିନ୍ଧିବା କିମ୍ବା ଦୁର୍ବଳ ଅନୁଭବ କରିବା। ସେମାନେ ସକାଳେ ସତେଜ ଅନୁଭବ କରନ୍ତି ନାହିଁ। ଏପରି…

କଣ ଆପଣ ଏସିଡିଟି ଓ ଗ୍ୟାସ ସମସ୍ୟା ପାଇଁ ଚିନ୍ତିତ କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନ ଏସିଡ଼ିଟି ପ୍ରତି ଲୋକଙ୍କର ଗୋଟିଏ ସାଧାରଣ ରୋଗ ହୋଇ ଗଲାଣି। ଏସିଡ଼ିଟି ବା ଅମ୍ଳ ଏବଂ ଗ୍ୟାସଟ୍ରିକ ରୋଗ ଅସମୟରେ ଖାଇବା ଯୋଗୁଁ ହୋଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କର ପ୍ରାରମ୍ଭରେ ଏସିଡ଼ିଟି ସମସ୍ୟା ହୋଇଥିଲେ…

ଆମେରିକା କିଣିବ Doomsday ବିମାନ: ପରମାଣୁ ଆକ୍ରମଣ ହେଲେ ବି ବିମାନ ଉପରେ ପଡ଼ିବନି ପ୍ରଭାବ

ନୂଆଦିଲ୍ଲୀ: ଆମେରିକାର ବାୟୁସେନା ବିମାନ ତିଆରି କରୁଥିବା କମ୍ପାନୀ ସିଏରା ନେୱାଡା ନିଗମକୁ ଇ -୪ ବିି ବିମାନ ବଦଳରେ ନୂଆ ବିମାନ ନିର୍ମାଣ ପାଇଁ କଣ୍ଟ୍ରାକ୍ଟ ଦେଇଛି । ଏହି କଣ୍ଟ୍ରାକ୍ଟର ମୂଲ୍ୟ ୧୩ ବିଲିୟନ ଡଲାର ।…

୬୩ ବର୍ଷୀୟ ପିତାଙ୍କ ଉପରେ କିଛି ସେକେଣ୍ଡରେ ୨୦-୨୫ ମୁଥା ମାରିଲା ପୁଅ, ଯନ୍ତ୍ରଣାଦାୟକ ମୃତ୍ୟୁ: ଭିଡିଓ ଦେଖି ଲୋମ ଟାଙ୍କୁରୀ ଯିବ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ସିସିଟିଭି ଫୁଟେଜ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ସୋଫାରେ ବସିଥିବା ବୃଦ୍ଧ ବ୍ୟକ୍ତିଙ୍କ ଉପରେ ଗୋଟିଏ ପରେ ଗୋଟିଏ ମୁଥା ମାରୁଛନ୍ତି । ଏହି ଭିଡିଓ…

ଅପରାଧିକ ଭାବମୂର୍ତ୍ତି ଥିବା ନେତାମାନେ ନିର୍ବାଚନ ପ୍ରକ୍ରିୟାକୁ ପ୍ରଦୂଷିତ କରୁଛନ୍ତି: ହାଇକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନରେ ଅପରାଧିକ ଭାବମୂର୍ତ୍ତି ଥିବା ପ୍ରାର୍ଥୀଙ୍କ ଉପରେ ଆହ୍ଲାବାଦ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଯଦି ଅପରାଧିକ ଭାବମୂର୍ତ୍ତି ଥିବା ବ୍ୟକ୍ତି…

ଦୁନିଆର ସବୁଠାରୁ ଭାଗ୍ୟଶାଳୀ ବର! ଏକାସାଙ୍ଗରେ ଚାରି ଯୁବତୀଙ୍କୁ ବିବାହ କରି ମଞ୍ଚରେ ନାଚିଲେ

ଆଜିକାଲି ଭାରତରେ ବିବାହ ଋତୁ ଆରମ୍ଭ ହୋଇଛି । ସାରା ଦେଶରେ ପ୍ରତିଦିନ ଶହ ଶହ ବିବାହ ଅନୁଷ୍ଠିତ ହେଉଛି । ଆପଣ ନିଶ୍ଚୟ ଦେଖିଥିବେ ଯେ ଗୋଟିଏ ପୁଅ ସହିତ ଗୋଟିଏ ଯୁବତୀଙ୍କ ବିବାହ ହୁଏ । କିନ୍ତୁ ସୋସିଆଲ ମିଡିଆରେ ଯେଉଁ…

ମଇ ୧ ତାରିଖ ପର୍ଯ୍ୟନ୍ତ ନିସ୍ତାର ନାହିଁ : ଆହୁରି ୨ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର: ପଶ୍ଚିମା ଏବଂ ଉତ୍ତର ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ସମଗ୍ର ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ରାଜ୍ୟର…

ମସଲାରେ ରହିଛି ବ୍ୟାକ୍ଟେରିଆ ସୃଷ୍ଟି କରୁଥିବା ଟାଇଫଏଡ୍! ଆମେରିକା ରିଜେକ୍ଟ କଲା MDH ରପ୍ତାନୀର ୩୧%

ନୂଆଦିଲ୍ଲୀ: ଆମେରିକାର କଷ୍ଟମ୍ସ କର୍ତ୍ତୃପକ୍ଷ ଗତ ୬ ମାସ ମଧ୍ୟରେ ସଲମାନେଲା କାରଣରୁ ମହାଶିୟାନ୍ ଡି ହଟୀ ଅର୍ଥାତ୍ ଏମଡିଏଚ ଦ୍ୱାରା ରପ୍ତାନି ହୋଇଥିବା ସମସ୍ତ ମସଲା ସମ୍ବନ୍ଧୀୟ ପରିବହନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।…

ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ ଓଡ଼ିଶାରେ କେବେଠୁ ନାମାଙ୍କନ ?

ନୂଆଦିଲ୍ଲୀ: ଦେଶରେ ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ୩ୟ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୬ ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା କ୍ଷେତ୍ର ପାଇଁ ପ୍ରକାଶ ପାଇଛି…