ଆଜି ଦିନ ୧ଟାରେ ଭଦ୍ରକରୁ ଚେନ୍ନାଇ ଗଡ଼ିବ ସ୍ପେଶାଲ ଟ୍ରେନ୍, ମୃତଦେହ ନେବାର ରହିବ ବ୍ୟବସ୍ଥା

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ପରେ ଲୋକଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା କରାଯାଉଛି । ଏହାରି ମଧ୍ୟରେ ଓଡ଼ିଶାରୁ ଚେନ୍ନାଇକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ । ଆଜି ଦିନ ୧ଟାରେ ଭଦ୍ରକରୁ…

୬ କୋଟି ଗ୍ରାହକଙ୍କୁ EPFOର ଖାସ୍ ମେସେଜ୍, ପାସବୁକ୍ ଓ ସୁଧ ଅପଡେଟ୍ ବିଷୟରେ ଦେଲା ସୂଚନା

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଇପିଏଫଓର ଗ୍ରାହକ, ତେବେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଆପଣଙ୍କ ପାଇଁ ଏକ ଖାସ୍ ମେସେଜ୍ ପଠାଇଛି । ଇପିଏଫଓ କହିଛି ଯେ, ଆପଣ ପାସବୁକ୍ ଜରିଆରେ ଜାଣିପାରିବେ କି ଆପଣଙ୍କ ସୁଧ ଟଙ୍କା…

ଆମେରିକାରରେ Google, Meta ଏବଂ Snapchat ବିରୋଧରେ ମକଦ୍ଦମା ଦାୟର କରିଛି ସ୍କୁଲ: କହିଛି ଯେ- ପିଲାମାନଙ୍କୁ ଅସୁସ୍ଥ କରୁଛି

ଆମେରିକାର ମେରିଲ୍ୟାଣ୍ଡର ରାଜ୍ୟରେ ଏକ ସ୍କୁଲ ବିଶ୍ୱର ଅଗ୍ରଣୀ ବୈଷୟିକ କମ୍ପାନୀ ବିରୋଧରେ ମକଦ୍ଦମା ଦାୟର କରିଛି । ଗୁଗୁଲ, ଟିକଟୋକ, ମେଟା ଏବଂ ସ୍ନାପଚାଟ ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା…

ରାଜଧାନୀର ସ୍କୁଲଗୁଡ଼ିକରେ ଖୁବଶୀଘ୍ର ନିଯୁକ୍ତ ହେବେ ୨୬ ହଜାର ଶିକ୍ଷକ: ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଖୁବଶୀଘ୍ର ଦିଲ୍ଲୀରେ ୨୬ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇବେ । ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ସରକାର ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ (ଏମସିଡି) କୁ ସେମାନଙ୍କ ବିଦ୍ୟାଳୟରେ ଖାଲିଥିବା…

କୋରାପୁଟରେ ହଇଚଇ: ଆଇସକ୍ରିମ ଖାଇ ୫୦ରୁ ଅଧିକ ଅସୁସ୍ଥ

କୋରାପୁଟ: ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣା ଲୋକଙ୍କ ନିଦ ହଜାଇ ଦେଇଥିବା ବେଳେ କୋରାପୁଟରେ ଏକ ଘଟଣା ପୁଣି ହଇଚଇ ସୃଷ୍ଟି କରିଛି । ଆଇସକ୍ରିମ ଖାଇ ୩ଟି ଗାଁର ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି ।…

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ସଜେଇ ହେଉଛି ସ୍ନାନବେଦୀ, ସୁରକ୍ଷା କଡ଼ାକଡ଼ି

ପୁରୀ: ରବିବାର ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ହାତୀ ବେଶରେ ଦେଖି ଶ୍ରଦ୍ଧାଳୁ ବିମୋହିତ ହେବେ । ରାତି ପାହିଲେ…

ତାତିରୁ ମିଳୁନି ମୁକ୍ତି: ଜଳୁଛି ପଶ୍ଚିମ ଓଡ଼ିଶା, ଆହୁରି ଦୁଇ ଚାରିଦିନ ରହିବ ପ୍ରଭାବ

ଭୁବନେଶ୍ୱର: ଗତ କିଛିଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାବେଳେ ପଶ୍ଚିମ ଓଡ଼ିଶା କିନ୍ତୁ ତତଲା କଡେଇରେ ଭାଜି ହେଉଛି । ସତେ ଯେପରି ପଶ୍ଚିମ ଓଡ଼ିଶା ଜଳୁଛି । ସେହିପରି ଉପକୂଳ ଓଡ଼ିଶାରେ…

ତୁରନ୍ତ ରିଲିଫ୍ ପ୍ରଦାନ କରୁଥିବା ଏହି ମେଡିସିନର ହେବନି ବିକ୍ରି: ସରକାର ୧୪ ଟି FDC ମେଡିସିନକୁ କଲେ ବ୍ୟାନ୍

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସମୟ ସମୟରେ ଦେଶରେ ବିକ୍ରି ହେଉଥିବା ମେଡିସିନର ସମୀକ୍ଷା କରିଥାନ୍ତି । ଏହି କ୍ରମରେ ସରକାର ୧୪ ଟି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (ଏଫଡିସି) ମେଡିସିନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି,…

ବିସ୍କୁଟ- କ୍ଷୀର ସହିତ ଏସବୁ ଖାଦ୍ୟ ପିଲାଙ୍କୁ ଦେଉଥିଲେ ସାବଧାନ! ହୋଇପାରେ ଅନେକ ସମସ୍ୟା

ଆଜିକାଲି ଅନେକ ପିଲା ସ୍ୱାସ୍ଥ୍ୟକର ଖାଦ୍ୟ ପରିବର୍ତ୍ତେ ଜଙ୍କ ଫୁଡ ଖାଇବାକୁ ପସନ୍ଦ କରିଥାନ୍ତି । ଏଥିପାଇଁ ସେମାନେ ଜିଦି ମଧ୍ୟ କରନ୍ତି । ଯାହାଫଳରେ ପିତାମାତା ମାନେ ବେଳେ ବେଳେଏହି ଖାଦ୍ୟ ପିଲାମାନଙ୍କୁ ଦେଇଥାନ୍ତି…

ମୃତକଙ୍କ ପାଇଁ ୫ ଲକ୍ଷ ଓ ଗୁରୁତର ଆହତଙ୍କ ପାଇଁ ଲକ୍ଷେ ଟଙ୍କା ଘୋଷଣା କଲେ ମମତା ବାନାର୍ଜୀ

ବାହାନଗା: ବାହାନଗା ଘଟଣାସ୍ଥଳ ପରିଦର୍ଶନ ପରେ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ରାଜ୍ୟର ପ୍ରତି ମୃତକଙ୍କ ନିକଟ…