ଟଙ୍କା ବିବାଦକୁ ନେଇ ସ୍ୱାମୀର ପାଇଭେଟ ପାର୍ଟ କାଟିଲା ସ୍ତ୍ରୀ, ଏପରି ବଞ୍ଚିଲା ସ୍ୱାମୀର ଜୀବନ

କୋଲକାତା : ପାରିବାରିକ କଳହ ଯୋଗୁଁ ଜଣେ ମହିଳା ସ୍ୱାମୀଙ୍କ ଯୌନାଙ୍ଗକୁ ତୀକ୍ଷ୍ଣ ଅସ୍ତ୍ରରେ କାଟି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ମୁର୍ସିଦାବାଦର କାନ୍ଦୀ ପୋଲିସ ଷ୍ଟେସନ ଅନ୍ତର୍ଗତ ଶ୍ରୀକଣ୍ଠପୁର ଗ୍ରାମରେ…

ଚାମଚରେ ମାପି ପିଲାଙ୍କୁ ମେଡିସିନ୍ ଦେଉଥିଲେ ହୋଇଯାଅ ସାବଧାନ୍ ! ହୋଇପାରେ ଏହି କ୍ଷତି

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ଅନେକ ଅଞ୍ଚଳରେ ବର୍ଷା ହେଉଛି । ବର୍ଷା ଋତୁରେ ଲୋକମାନେ ପ୍ରାୟତଃ ଅସୁସ୍ଥ ହୋଇପଡନ୍ତି  । ଛୋଟ ପିଲାମାନେ ମଧ୍ୟ ଏହି ଋତୁରେ ଥଣ୍ଡା, ଜ୍ୱରରେ ପୀଡିତ ହୁଅନ୍ତି  । ଯେତେବେଳେ ଛୋଟ…

କ’ଣ ସତରେ ଟମାଟୋ ଖାଇଲେ କିଡନୀ ଷ୍ଟୋନ ହୁଏ କି ? ଜାଣନ୍ତୁ ଏହାର ଉତ୍ତର

କିଡନୀ ଷ୍ଟୋନର ସମସ୍ୟା ଏବେ ଅତି ସାଧାରଣ ହୋଇଗଲାଣି । କାହିଁକି ନା ଦୁନିଆରେ ବହୁତ ସଂଖ୍ୟାରେ ଲୋକମାନେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ଅନେକ କାରଣ ରହିଛି, ଯାହାଫଳରେ କିଡନୀରେ ଷ୍ଟୋନ ସମସ୍ୟା ଦେଖିବାକୁ…

ଆଫଗାନିସ୍ତାନରେ ମହିଳାଙ୍କ ବିୟୁଟି ପାର୍ଲରରେ ଲାଗିଲା ବ୍ୟାନ୍, ତାଲିବାନ୍ ଜାରି କଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ତାଲିବାନ ଏକ ନୂଆ ଆଦେଶ ଜାରି କରି କହିଛି, ଯେଉଁଥିରେ କୁହାଯାଇଛି ଯେ କାବୁଲରେ ମହିଳାଙ୍କ ବିୟୁଟି ପାର୍ଲର ଉପରେ ବ୍ୟାନ୍ ଲଗାଯାଇଛି । ତାଲିବାନର ସଦାଚାର ମନ୍ତ୍ରଣାଳୟର ମୁଖପାତ୍ର ମହମ୍ମଦ ଅକିଫ ମହାଜର…

ଶ୍ରାବଣର ପ୍ରଥମ ଦିନରେ ଆପଣଙ୍କର ଲକି ନମ୍ବର ଏବଂ ଶୁଭ ରଙ୍ଗ କ’ଣ ? ଜାଣନ୍ତୁ

ଅଙ୍କ ଜ୍ୟୋତିଷ ହେଉଛି ଏକ ଜ୍ୟୋତିଷ ଶାସ୍ତ୍ର, ଯେଉଁଥିରେ ଭବିଷ୍ୟବାଣୀ କରିବା ପାଇଁ ସଂଖ୍ୟାଗୁଡିକୁ ବ୍ୟବହୃତ କରାଯାଏ । ଏହି ଜ୍ୟୋତିଷ ଶାସ୍ତ୍ର ସଂଖ୍ୟା, ପ୍ରାକୃତିକ ଘଟଣା ଏବଂ ମାନବ ଜୀବନରେ ପରିବର୍ତ୍ତନ ମଧ୍ୟରେ ଏକ…

ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ପୂରଣ ହେବ ୧୦୦୦ ପଦବୀ, ଶେଷ ତାରିଖ ଜୁଲାଇ ୧୫

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବାକୁ ଯାଉଛି । ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମ୍ୟାନେଜର ସ୍କେଲ-୨ (ମେନଷ୍ଟ୍ରିମ୍) ପଦ ପାଇଁ…

ସକାଳୁ-ସକାଳୁ ଲଦାଖର କାରଗିଲରେ ଭୂ-କମ୍ପ ଝଟକା: ରେକ୍ଟର ସ୍କେଲରେ ତୀବ୍ରତା ୪.୭

ନୂଆଦିଲ୍ଲୀ: ସକାଳୁ ସକାଳୁ କେନ୍ଦ୍ର ଶଶସିତ ଅଞ୍ଚଳ ଲଦାଖର କାରଗିଲରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ବୋଲି କୁହାଯାଉଛି । ଏହି ଝଟକା ସକାଳ ପ୍ରାୟତଃ ୭ଟା ୩ ମିନିଟ ସମୟରେ ଅନୁଭୂତ…

କୋଲ୍ଡଡ୍ରିଙ୍କସ୍ ପିଉଥିଲେ ସାବଧାନ! ହୋଇପାରେ କ୍ୟାନ୍ସର

କୋଲ୍ଡ ଡ୍ରିଙ୍କସ୍ ଏମିତି ଏକ ଜିନିଷ ସମସ୍ତେ ପିଇବାକୁ ପସନ୍ଦ କରିଥାନ୍ତି । ବିଶେଷ କରି ଖରାଦିନେ ଏହାର ଚାହିଦା ବହୁତ ବଢ଼ିଥାଏ । ଯୁବକ ଠାରୁ ବୁଢ଼ା ପର୍ଯ୍ୟନ୍ତ ବଜାର କିମ୍ବା ଦୋକାନ ଗଲେ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ…

ଆଇଏଏସ୍ ସ୍ତରରେ ଅଦଳବଦଳ: ଯାମିନୀ ଷଡ଼ଙ୍ଗୀ ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର, : ରାଜ୍ୟ ସରକାର ସୋମବାର ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୨୦୦୮ ବ୍ୟାଚ୍ ଆଇଏଏସ୍ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି…

ଅଫିସ କି ଘରେ ଅଧିକ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି କାମ କରୁଥିଲେ ହୋଇପାରେ ଏହି ରୋଗ

ଆଧୁନିକ ଜୀବନଶୈଳୀର ପ୍ରଭାବ ଯୋଗୁ ଶାରୀରିକ ଗତିବିଧି ସମ୍ପୂର୍ଣ୍ଣ ରୂପେ ଠପ୍‌ ହୋଇଯାଇଛି କହିଲେ ଚଳେ। ଏହାରି ଫଳସ୍ବରୂପ ଭବିଷ୍ୟତରେ ଜଣେ ସୁସ୍ଥ ମଣିଷ ବସି ବସି ଭିନ୍ନକ୍ଷମ ଆଡ଼କୁ ଗତି କରିପାରେ ବୋଲି ଗବେଷଣାରୁ…