CHARIDHAM

ଜାତୀୟ ସୁଟିଂ ଚାମ୍ପିଅନସିପରେ ଓଡ଼ିଶାର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ପୁଣିଥରେ କମାଲ୍ କରିଛନ୍ତି ଓଡ଼ିଶାର ଷ୍ଟାର୍ ଶୁଟର୍ ଶ୍ରୀୟଙ୍କା ଷଡ଼ଙ୍ଗୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ସୁଟିଂ ଚାମ୍ପିଅନସିପରେ ଓଡ଼ିଶାର ଶ୍ରୀୟଙ୍କା ଷଡ଼ଙ୍ଗୀ ସ୍ୱର୍ଣ୍ଣପଦକ ଜିତିଛନ୍ତି । ୧୦ ମିଟର ଏୟାର…

ପଦ୍ମ ପୁରସ୍କାର ଲାଗି ଅନ୍‍ଲାଇନରେ ଆବଦେନ ପ୍ରକ୍ରିୟା ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ପାଇଁ ପଦ୍ମ ପୁରସ୍କାର ଲାଗି ଅନ୍‍ଲାଇନରେ ଆବଦେନ ପ୍ରକ୍ରିୟାକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ ଏଥିପାଇଁ ଆବେଦନ କରାଯାଇପାରିବ ।…

ଜୁଲାଇ ୧ରେ ଓଟିଇଟି ପରୀକ୍ଷା: କଟକ, ଭୁବନେଶ୍ୱରକୁ ଛାଡି ବାକି ସମସ୍ତ ଜିଲ୍ଲାର ପରୀକ୍ଷା କେନ୍ଦ୍ରକୁ ପଠାଗଲା ପ୍ରଶ୍ନପତ୍ର

ଭୁବନେଶ୍ୱର: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା- ଓଟିଇଟି-୨୦୨୨ର ଦୁଇଟା ଯାକ ପେପର୍‍ ଲାଗି ପରୀକ୍ଷା ଆସନ୍ତା ଜୁଲାଇ ୧, ଶନିବାର ଦିନ ଅନୁଷ୍ଠିତ ହେବ । କଟକ, ଭୁବନେଶ୍ୱରକୁ ଛାଡ଼ିଦେଲେ ରାଜ୍ୟର ବାକି ସମସ୍ତ ଜିଲ୍ଲାର…

ପୁରୀ ଜିଲ୍ଲା ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ପାଠପଢ଼ା

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକରେ ପ୍ରତିଷ୍ଠିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଚଳିତବର୍ଷଠାରୁ ନାମଲେଖା ଓ ପାଠପଢ଼ା ଆରମ୍ଭ ହେବ । ଏଥିନିମନ୍ତେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ କମିଟି ସତ୍ୟବାଦୀ…

ୟୁଏନର ଏହି ଲିଷ୍ଟରୁ ୧୨ ବର୍ଷ ପରେ ହଟିଲା ଭାରତର ନାଁ: ରିପୋର୍ଟରେ ମୋଦୀ ସରକାରଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଶିଶୁଙ୍କ ଉତ୍ତମ ସୁରକ୍ଷା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି ପିଲାଙ୍କ ଉପରେ ସଶସ୍ତ୍ର ସଂଘର୍ଷର ପ୍ରଭାବକୁ ନେଇ ନିଜର…

ହାର୍ଟ ଆଟାକର ଆଶଙ୍କା ବଢ଼ାଇଥାଏ କୋଇଲା ଆଞ୍ଚରୁ ପ୍ରସ୍ତୁତ ଖାଦ୍ୟ: ନୂଆ ଗବେଷଣାରୁ ପ୍ରକାଶ

ଭୋଜନ ପ୍ରସ୍ତୁତ ନିମନ୍ତେ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଇଲାର ବ୍ୟବହାର ଯୋଗୁ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟାରେ ମୃତ୍ୟୁ ଆଶଙ୍କା ବଢ଼ିଥାଏ। ଏକ ନୂତନ ଗବେଷଣାରୁ ଏହା ଜଣାପଡ଼ିଛି। ବ୍ରିଟେନ୍‌ର ଅକ୍ସଫୋର୍ଡ…

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପର ଆଜି ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବେଦ, ମନ୍ତ୍ର ଓ ପୂଜାପାଠରେ କମ୍ପୁଛି ଏକାମ୍ରକ୍ଷେତ୍ର । ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଆମେନିଟିଜ୍ ଆଣ୍ଡ…

କେନ୍ଦୁଝର ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଟ୍ରକ ଦୁର୍ଘଟଣା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ସେ ମୃତକଙ୍କ ନିକଟତମ…

ବାରମ୍ବାର ଖାଦ୍ୟକୁ ଗରମ କରି ଖାଉଥିଲେ ସାବଧାନ ! ଶରୀର ପାଇଁ କ୍ଷତିକାରକ

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ। କିନ୍ତୁ ଜାଣିଛନ୍ତି କି, ଦ୍ୱିତୀୟ ଥର ଗରମ କରି ଖାଉଥିବା ଖାଦ୍ୟ ଆମ ଶରୀର ପାଇଁ କେତେ…

ଦତିଆରେ ବଡ଼ ଦୁର୍ଘଟଣା, ନଦୀକୁ ଖସିଲା ଅନିୟନ୍ତ୍ରିତ ଟ୍ରକ୍, ୧୦ ମୃତ: ବିବାହ ଉତ୍ସବରେ ସାମିଲ ହେବାକୁ ଯାଉଥିବା ସୂଚନା

ଦତିଆ: ମଧ୍ୟପ୍ରଦେଶର ଦତିିଆରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିବାର ଖବର ସାମ୍ନାକୁ ଆସୁଛି । ଏଠାରେ ଏକ ଅନିୟନ୍ତ୍ରିତ ଆଇଚର୍ ଟ୍ରକ୍ ଫୁଲିଯାଇଥିବା ନଦୀରେ ଖସିପଡିଛି, ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ ରୁ…