CHARIDHAM

ଖରାଦିନେ ACର ଅପ୍ରାକୃତିକ ଥଣ୍ଡା ସ୍ବାସ୍ଥ୍ୟ ପାଇଁ ହୋଇଥାଏ କ୍ଷତିକାରକ , ଦେଖାଯାଏ ଏପରି ସମସ୍ୟା

ଖରାଦିନ ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ଏସିର ସାହାଯ୍ୟ ନେଉଛନ୍ତି । ଅଫିସରେ ସମସ୍ତେ ଅଧିକ ସମୟ ପର୍ଯ୍ୟନ୍ତ ଏସିରେ ବସି କାମ କରିଥାନ୍ତି। କାରରେ ବସିବା ବେଳେ ମଧ୍ୟ ଏସି ଲଗାଇବାକୁ କେହି ଭୁଲି ନ ଥାନ୍ତି।…

କରୋନା ଯୋଗୁୁଁ ଦେଶରେ ବଢ଼ୁଛି ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା: ICMRର ଅଧ୍ୟୟନ ଉପରେ ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ରୋଗର ଜାଲ ବଢ଼ିବାରେ ଲାଗିଛି । ନିକଟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ର ଏକ ଆଶ୍ଚର୍ଯ୍ୟଜନକ ଅଧ୍ୟୟନ ସାମ୍ନାକୁ ଆସିଛି । ଅଧ୍ୟୟନରେ ଦାବି କରାଯାଇଛି ଯେ,…

ଖାଇବା ପରେ ଥଣ୍ଡା ପାଣି ପିଇବା ଦ୍ଵାରା ବଢିଯାଏ ହାର୍ଟ ଆଟାକର ସମ୍ଭାବନା

ସାଧାରଣତଃ ଆମ ଶରୀରର ତାପମାତ୍ରା ୩୭ ଡିଗ୍ରୀ ସେଲ୍‌ସିୟସ୍‌ ଥାଏ। ଏଥିପାଇଁ ପିଇବା ପାଣିର ତାପମାତ୍ରା ୨୦ ରୁ ୨୨ ଡିଗ୍ରୀ ମଧ୍ୟରେ ରହିବା ଉପଯୁକ୍ତ। କେତେକ ବ୍ୟକ୍ତି ଖାଇବା ପରେ ଫ୍ରିଜ୍‌ ପାଣି ପିଇଥାଆନ୍ତି। କିନ୍ତୁ…

ଶିକ୍ଷକ ହେବାକୁ ଚାହୁଁଥିଲେ ଆସିଛି ସୁବର୍ଣ୍ଣ ସୁଯୋଗ: ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ବିଦ୍ୟାଳୟରେ ବାହାରିଲା ୩୮୪୮୦ ନିଯୁକ୍ତି, ଦରମା ୨ ଲକ୍ଷ 

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ବେରୋଜଗାରୀମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର  । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସମଗ୍ର ଦେଶରେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲରେ ୩୮,୪୮୦ ପଦବୀ ପାଇଁ ନିଯୁକ୍ତି…

କ୍ରୋଧ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଥାଏ : ରିସର୍ଚ୍ଚରୁ ଖୁଲାସା

କ୍ରୋଧ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହି ଗବେଷଣା କାନାଡ଼ାର ୟୁନିଭର୍ସିଟି ଅଫ୍‌ ୱାଟର୍‌ଲୁରେ ହୋଇଥିଲା। ଗବେଷଣାରେ ବିଶେଷଜ୍ଞମାନେ ଦାବି…

ବ୍ରଶ୍‌ କରିବା ସମୟରେ ଅଧିକ ପେଷ୍ଟର ବ୍ୟବହାର କରୁଛନ୍ତି କି ? ଦାନ୍ତ ପାଇଁ ହୋଇପାରେ କ୍ଷତିକାରକ

ଟୁଥ୍‌ପେଷ୍ଟର ବ୍ୟବହାର ଦାନ୍ତ ଓ ପାଟିକୁ ସୁସ୍ଥ ରଖିବା ସହିତ ମୁଖ ଦୁୁର୍ଗନ୍ଧରୁ ମୁକ୍ତି ଦେଇଥାଏ। ବ୍ରଶ୍‌ କରିବା ସମୟରେ ଯେତେ ଅଧିକ ଟୁଥ୍‌ପେଷ୍ଟର ବ୍ୟବହାର କରାଯିବ ସେତେ ଅଧିକ ଦାନ୍ତ ସଫା ହେବ ବୋଲି ଅନେକେ…

ଭିନ୍ନକ୍ଷମଙ୍କ ପାଇଁ ବଢ଼ିଲା ମାସିକ ପେନସନ୍! ଘୋଷଣା କଲେ ଏହି ରାଜ୍ୟ ସରକାର

ମଞ୍ଚେରିଆଲ୍: ସାରା ରାଜ୍ୟରେ ଭିନ୍ନକ୍ଷମମାନେ ଏବେ ମାସିକ ୪,୧୧୬ ଟଙ୍କା ପେନସନ୍ ପାଇବେ, ଯାହା ପୂର୍ବ ପରିମାଣଠାରୁ ୧୧୦୦ ଟଙ୍କା ବୃଦ୍ଧି ରହିଛି । ଏହି ନିଷ୍ପତ୍ତି ଯୋଗୁଁ ପ୍ରାୟ ପାଞ୍ଚ ଲକ୍ଷ ଭିନ୍ନକ୍ଷମ ଉପକୃତ ହେବେ…

ପ୍ରଚଣ୍ଡ ତାତିରେ ଜଳୁଛି ସାରା ରାଜ୍ୟ: ଆହୁରି ୩ରୁ ୪ ଦିନ ମିଳିବନି ନିସ୍ତାର, ଏଥର ନିଦାଘ ରଜ

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଥିବାବେଳେ ଉପକୂଳରେ ଅନୁଭୂତ ହେଉଛି ଅସହ୍ୟ ଗୁଳୁଗୁଳି । ବାୟୁମଣ୍ଡଳରେ…

ଚିନ୍ତା ଯୋଗୁଁ ସୃଷ୍ଟି ହେଉଛି ଅନେକ ରୋଗ ! ଜାଣନ୍ତୁ ଏହାକୁ କମ କରିବାର କିଛି ଉପାୟ

ଆଜିକାଲିର ବ୍ୟସ୍ତ ଜୀବନଶୈଳୀକୁ ନେଇ ଅଧିକାଂଶ ଲୋକ ଚିନ୍ତାରେ ରହିଥାନ୍ତି। ଚିନ୍ତା ଯୋଗୁ ଅନେକ ରୋଗ ହେବା ସମ୍ଭାବନା ମଧ୍ୟ ରହିଥାଏ। ବ୍ୟସ୍ତ ଜୀବନଶୈଳୀ ଯୋଗୁ ଚିନ୍ତାରୁ ଦୂରେଇ ରହିବା କଷ୍ଟକର। ମାତ୍ର ସହଜ ଉପାୟରେ…

ସୋମାଲିଆ ରାଜଧାନୀରେ ଆତଙ୍କବାଦୀ ଆକ୍ରମଣ, ୯ ମୃତ, ୨୦ ଆହତ, ଏହି ସଂଗଠନ ନିଜକୁ କରୁଛି ଦାୟୀ

ମୋଗାଦିଶୁ : ସୋମାଲିଆର ରାଜଧାନୀ ମୋଗାଦିଶୁରେ ଶୁକ୍ରବାର ଦିନ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ସମୁଦ୍ର କୂଳ ହୋଟେଲରେ ଇସଲାମବାଦୀ ଅଲ-ଶବାବ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ ହୋଇଛି। ଏଥିରେ ୯ ଜଣ ସାଧାରଣ…