ଦିନକୁ ଏତିକି ଥର ଦାନ୍ତ ଘଷିବା ଦ୍ଵାରା କମିଥାଏ ଡାଇବେଟିସ! ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ
ନିକଟରେ ହୋଇଥିବା ଏକ ଅନୁସନ୍ଧାନରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ ଦିନକୁ ଅତି କମରେ ତିନିଥର ବ୍ରସ କରିବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା କମିଯାଏ। ଅନୁସନ୍ଧାନରୁ ଏହା…