ବୁଲିବାକୁ ଯିବା ସମୟରେ ବାନ୍ତି ଲାଗିଲେ କ’ଣ କରିବେ ? ଜାଣନ୍ତୁ କିଛି ଟିପ୍ସ
ଅନେକ ଲୋକ ବୁଲିବାକୁ ତ ପସନ୍ଦ କରନ୍ତି କିନ୍ତୁ ବାନ୍ତି ଭୟରେ ବୁଲି ଯାଇ ପାରନ୍ତି ନାହିଁ । ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ରୋଷେଇ ଘରେ ହିଁ ଅଛି ଏହାର ଉପଚାର । ଯାହାକୁ ବ୍ୟବାହାର କଲେ ଯାତ୍ରା ସମୟରେ…