ପଞ୍ଜାବରେ ବ୍ଲାକଆଉଟ ଆଲର୍ଟ: ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ମଧ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା
ଅମୃତସର : ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଓ ନିୟନ୍ତ୍ରଣ ରେଖ ୧୬ ଭାରତୀୟଙ୍କ ମୃତ୍ୟୁ ଘଟଣା ପରେ ପଞ୍ଜାବର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବ୍ଲାକଆଉଟ ଆଲର୍ଟ ଜାରି କରାଯାଇଛି। ଗୁରଦାସପୁର, ଅମୃତସର,…