ଇମରାନ-ବିଲାୱାଲଙ୍କୁ ଭାରତ ଦେଖାଇଲା ଔକାତ, X ଓ ଇନଷ୍ଟାଗ୍ରାମରେ ଏବେ କମିବ ଫଲୋୱାର
ନୂଆଦିଲ୍ଲୀ: ଭାରତ ସରକାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (PPP) ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ-ଜାରଦାରୀଙ୍କ ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଭାରତରେ ଏହି…