ପିଏମ ଆବାସରେ ନିର୍ମାଣ ହେବ ୯ ଲକ୍ଷ ପକ୍କାଘର: ଅଭିଯୋଗ ପାଇଁ ଓଡ଼ିଶା ସରକାର ଜାରି କଲେ ହେଲ୍ପ ଲାଇନ ନମ୍ବର
ଭୁବନେଶ୍ୱର: ଗ୍ରାମାଞ୍ଚଳରେ କଚ୍ଚା ଘରେ ରହୁଥିବା ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ଜାନୁଆରୀ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କୁ…