Breaking News ମିଆଁମାରରେ ପୁଣି ଭୂକମ୍ପ ଝଟକା: ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକ Sushreejyoti Routray Apr 13, 2025 ନୂଆଦିଲ୍ଲୀ: ମିଆଁମାରରେ ୧୩ ଏପ୍ରିଲ୍ ୨୦୨୫ ରବିବାର ସକାଳୁ ସକାଳୁ ପୁଣି ଥରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା, ଯାହା ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ପଳାଇ ଆସିଥିଲେ । ରବିବାର ସକାଳେ ହୋଇଥିବା ଭୂମିକମ୍ପର…
Featured ଡାଇବେଟିସ୍ ରୋଗୀ ସକାଳେ ଖାଲି ପେଟରେ ଖାଆନ୍ତୁ ଏହି ଜିନିଷ: ବଢ଼ୁଥିବା ବ୍ଲଡ ସୁଗାରରେ ଲାଗିବ ବ୍ରେକ୍ Sushreejyoti Routray Apr 13, 2025 ଡାଇବେଟିସ୍ ବା ମଧୁମେହ ହେଉଛି ଏକ ଲାଇଫ୍ ଟାଇମ୍ ରୋଗ । ଏହି ରୋଗ ଖରାପ ଖାଦ୍ୟପେୟ ଏବଂ ବ୍ୟାୟାମର ଅଭାବ ଯୋଗୁଁ ହୋଇଥାଏ । ଯେତେବେଳେ ଶରୀରରେ ରକ୍ତ ଶର୍କରା ସ୍ତର ଅନିୟନ୍ତ୍ରିତ ହୋଇଯାଏ, ଏହା ଶରୀରର ବିଭିନ୍ନ ଅଙ୍ଗକୁ…
Breaking News ଏବେ ଏହି ରାଜ୍ୟରେ ବଢ଼ିବ OBC ସଂରକ୍ଷଣ! ୩୨% ରୁ ୫୧% କୁ ବୃଦ୍ଧି କରିବାକୁ ସୁପାରିଶ Sushreejyoti Routray Apr 13, 2025 ନୂଆଦିଲ୍ଲୀ: କର୍ଣ୍ଣାଟକରେ ଜାତିଗତ ଜନଗଣନା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ରିପୋର୍ଟରେ ରାଜ୍ୟରେ ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣର…
Breaking News ଆଜି ପାଇଁ ୮ ଜିଲ୍ଲା ସାବଧାନ ! ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ସମ୍ଭାବନା Sushreejyoti Routray Apr 13, 2025 ଭୁବନେଶ୍ୱର : ଦିନରେ ଖରା ତ ରାତିରେ ବର୍ଷା। ରାଜ୍ୟର କିଛି କିଛି ସ୍ଥାନରେ ପାଣିପାଗର କିଛି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଦେଖିବାକୁ…
Breaking News କଟକରେ ପଣା ସଂକ୍ରାନ୍ତି ପାଇଁ ଆସିଲା ଗାଇଡଲାଇନ Sushreejyoti Routray Apr 12, 2025 କଟକ: ପଣା ସଂକ୍ରାନ୍ତି ପାଇଁ କଟକରେ ଜାରି ହେବ କଟକଣା। ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଜାରି ହେବ ୧୦ ପ୍ଲାଟୁନ ଫୋର୍ସ। ସେହିଦିନ ହନୁମାନ ମନ୍ଦିର…
Breaking News ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ୍ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନେବେ ରାଷ୍ଟ୍ରପତି: ସୁପ୍ରିମକୋର୍ଟ ପ୍ରଥମ ଥର ପାଇଁ ଦେଲେ… Sushreejyoti Routray Apr 12, 2025 ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାଜ୍ୟପାଳମାନଙ୍କ ଦ୍ୱାରା ପଠାଯାଇଥିବା ବିଲ୍ ଉପରେ ତିନି ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବା ଉଚିତ। ମଙ୍ଗଳବାର ଦିନ…
Featured ସାର୍ଟର ବଟନ୍ ଖୋଲି କୋର୍ଟରେ ପହଞ୍ଚିଲେ ଓକିଲ, ଜଜ୍ ଙ୍କୁ କହିଲେ ଗୁଣ୍ଡା: ସିଧା ହୋଇଗଲା ଜେଲ୍ Sushreejyoti Routray Apr 12, 2025 ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଗୁରୁବାର ସ୍ଥାନୀୟ ଓକିଲ ଅଶୋକ ପାଣ୍ଡେଙ୍କୁ କୋର୍ଟ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ଗାଉନ ବିନା ଏବଂ ସାର୍ଟ ବଟନ୍ ଖୋଲା ରଖି କୋର୍ଟରେ ହାଜର ହେବା…
Breaking News ବଦଳି ଯାଇଛି କି ତତ୍କାଳ ଟିକେଟ୍ ବୁକିଂ କରିବାର ସମୟ ? IRCTC ଦେଲା ସୂଚନା Sushreejyoti Routray Apr 12, 2025 ନୂଆଦିଲ୍ଲୀ: ଟ୍ରେନ୍ ଟିକେଟର ତତ୍କାଳ ବୁକିଂର ସମୟ ପରିବର୍ତ୍ତନ ହୋଇଛି କି? ପ୍ରକୃତରେ, ସୋସିଆଲ ମିଡିଆରେ ଖବର ଚାଲିଛି ଯେ ତତ୍କାଳ ଏବଂ ପ୍ରିମିୟମ ତତ୍କାଳ ଟିକେଟର ବୁକିଂ ସମୟ ପରିବର୍ତ୍ତନ କରାଯାଇଛି । ଅବଶ୍ୟ…
Featured ୨୦୫୦ ସୁଦ୍ଧା ୭୦୦ ନିୟୁତରୁ ଅଧିକ ଲୋକ ହରାଇବେ ଶ୍ରବଣ ଶକ୍ତି, ପରିବେଶ ଏବଂ ଅଞ୍ଚଳ ମଧ୍ୟ ଶୁଣିବା କ୍ଷମତାକୁ କରେ ପ୍ରଭାବିତ: ଷ୍ଟଡୀ Sushreejyoti Routray Apr 12, 2025 ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ଭଲ ଶୁଣିପାରନ୍ତି । ଏହା ଆଶ୍ଚର୍ଯ୍ୟଜନକ ହୋଇପାରେ, କିନ୍ତୁ ବୈଜ୍ଞାନିକମାନେ ନିଶ୍ଚିତ କରିଛନ୍ତି ଯେ, ଲିଙ୍ଗ ଏବଂ ପରିବେଶ ଉଭୟ ଜଣେ ବ୍ୟକ୍ତିଙ୍କ ଶୁଣିବା କ୍ଷମତାକୁ ପ୍ରଭାବିତ କରେ…
Breaking News ପ୍ରବାସୀଙ୍କୁ ବାହାର କରିବା ପାଇଁ ଟ୍ରମ୍ପଙ୍କ ‘ବେରହମ’ ଯୋଜନା: ୬୦୦୦ ଜୀବିତ ଲୋକଙ୍କୁ ମୃତ ଘୋଷଣା Sushreejyoti Routray Apr 12, 2025 ନୂଆଦିଲ୍ଲୀ: ପ୍ରବାସୀମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରୁଥିବା ଟ୍ରମ୍ପ ପ୍ରଶାସନ ଛଅ ହଜାର ପ୍ରବାସୀଙ୍କୁ ଦେଶାନ୍ତର କରିବା ପାଇଁ ଏକ କଠୋର ପଦକ୍ଷେପ ନେଇଛି । ପ୍ରକୃତରେ ଆମେରିକା ସରକାର ଏହି ୬୦୦୦ ଜୀବିତ…