Breaking News ତିନି ସଂସ୍ଥା ପାଇଁ ଇ-ଅଫିସର ଶୁଭାରମ୍ଭ କଲେ ମୁଖ୍ୟ ଶାସନ ସଚିବ Sushreejyoti Routray Nov 4, 2022 ଭୁବନେଶ୍ୱର: ୫-ଟି ଆଧାରରେ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁବାର କଟକ ପୌର ନିଗମ (ସିଏମ୍ସି), ଓଡ଼ିଶା ଜଳ ବିଦ୍ୟୁତ ନିଗମ (ଓଏଚ୍ପିସି) ଏବଂ…
Breaking News (Video) ପୋଲିସ ଆଗରେ ଲୁଟ୍ ! ମାଗଣା ହେଲମେଟ୍ ପାଇଁ ରାସ୍ତାରେ ଲାଗିଲା ଭିଡ଼, ଯାହାକୁ ଯାହା ମିଳିଲା ଧରି ଦୌଡ଼ିଲେ Sushreejyoti Routray Nov 3, 2022 ନୂଆଦିଲ୍ଲୀ: ‘ମାଗଣା ମିଳିଲେ ଲୋକ ପିଚୁ ବି ଗିଳିଦେବେ’ କଥା ତ ଆପଣମାନେ ଶୁଣିଥିବେ, ଯାହାକି ଆମ ଦେଶରେ ଖୁବ୍ ପ୍ରଚଳିତ । ଏହାର ଅର୍ଥ ହେଉଛି, ମାଗଣା ଧନକୁ କେହି ବି ଛାଡ଼ନ୍ତି ନାହିଁ । ନିକଟରେ ଏପରି ଏକ ଘଟଣା…
Breaking News ଗ୍ୟାସ୍ ସମସ୍ୟା ଦୂର କରିବା ସହ ସୌନ୍ଦର୍ଯ୍ୟ ବଢାଇଥାଏ ପାଣି ସିଙ୍ଗଡ଼ା Sushreejyoti Routray Nov 3, 2022 ପାଣି ସିଙ୍ଗଡା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ଥଣ୍ଡା ଦିନରେ ମିଳୁଥିବା ଏହି ଫଳ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାର ଅଟାକୁ ଲୋକମାନେ ବ୍ରତ ଉପବାସରେ ବ୍ୟବହାର କରନ୍ତି । ଏହାକୁ ଖାଇବାର ଅନେକ ସ୍ୱାସ୍ଥ୍ୟ ଉପକାର…
Breaking News ଗୁଜରାଟ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ: ୧ ଓ ୫ ଡିସେମ୍ବରରେ ମତଦାନ Sushreejyoti Routray Nov 3, 2022 ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ୨ଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଡିସେମ୍ବର ୧ ଓ ୫ରେ ଭୋଟ ଗ୍ରହଣ ହେବ । ଏହା ସହ ଡିସେମ୍ବର ୮ରେ…
Breaking News ପୋଲିଂ ଅଫିସର ନଟବରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଜାଣନ୍ତୁ କ’ଣ କହିଲେ ? Sushreejyoti Routray Nov 3, 2022 ଧାମନଗର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଛି । ଏହାରି ମଧ୍ୟରେ ମୃତ ପୋଲିଂ ଅଧିକାରୀ ନଟବର ମୁଣ୍ଡାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ନଟବରଙ୍କ ବିୟୋଗରେ ଗଭୀର…
Breaking News ଧାମନଗର ଉପନିର୍ବାଚନ: ମୃତ ପୋଲିଂ ଅଧିକାରୀଙ୍କୁ ମିଳିବ ୧୫ ଲକ୍ଷ, ସହାୟତା ଘୋଷଣା କଲେ CEO Sushreejyoti Routray Nov 3, 2022 ଧାମନଗର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆଜି ସକାଳୁ ଆରମ୍ଭ ହୋଇଥିବା ବେଳେ ଭୋଟିଂ ପୂର୍ବରୁ ଜଣେ ପୋଲିଂ ଅଧିକାରୀଙ୍କର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ, ମୃତ ପୋଲିଂ ଅଧିକାରୀଙ୍କୁ…
Breaking News ଧାମନଗର ଉପନିର୍ବାଚନ: ୧୧ଟା ସୁଦ୍ଧା ୨୨.୩୬% ମତଦାନ Sushreejyoti Routray Nov 3, 2022 ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ସକାଳ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଏବେ ୨୫୨ଟି କେନ୍ଦ୍ରରେ ମତଦାନ ଚାଲିଛି । ତେବେ ଧାମନଗର ଉପନିର୍ବାଚନ ପାଇଁ ସକାଳ…
Breaking News ପାନ୍ କାର୍ଡ ରଖୁଥିବା ଲୋକ ତୁରନ୍ତ କରନ୍ତୁ ଏହି କାମ: ନଚେତ୍ ଭରିବାକୁ ପଡ଼ିବ ୧୦ ହଜାର ଟଙ୍କାର ଜୋରିମାନା Sushreejyoti Routray Nov 3, 2022 ନୂଆଦିଲ୍ଲୀ: ପାନ୍ କାର୍ଡ ରଖିଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର । ସାଧାରଣତଃ ଲୋକଙ୍କ ଜୀବନରେ ପାନ କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର । ଲୋନ୍ ନେବା ହେଉ ବା ବ୍ୟାଙ୍କ ଆକାଉଣ୍ଟ ଖୋଲିବା ହେଉ, ଘର…
Breaking News ଧାମନଗର ଉପନିର୍ବାଚନ: ପୋଲିଂ ଅଫିସରଙ୍କ ମୃତ୍ୟୁ Sushreejyoti Routray Nov 3, 2022 ଧାମନଗର: ଧାମନଗର ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ଉପନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ହୋଇଛି । ଧାମନଗର ଉପନିର୍ବାଚନ ପୂର୍ବରୁ…
Breaking News ଜଣାପଡ଼ିବା ପରେ ନାବାଳିକାଙ୍କ ବିରୋଧରେ ଯୌନ ଅପରାଧର ସୂଚନା ନଦେବା ଗମ୍ଭୀର ଅପରାଧ: ସୁପ୍ରିମକୋର୍ଟ Sushreejyoti Routray Nov 3, 2022 ନୂଆଦିଲ୍ଲୀ: ନାବାଳିକାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ବିଷୟରେ ସୂଚନା ଦେବାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ବୟାନ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ମତରେ, ଜଣେ ନାବାଳିକାଙ୍କ ବିରୋଧରେ ଯୌନ ଅପରାଧର ଖବର ନହେବା ଏକ…