ଶ୍ରୀମନ୍ଦିରରେ ହେଲା ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ନୀତି, ଭିତରକାଠ ନିକଟରେ ରକ୍ତ ପଡ଼ିବାରୁ…

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ହୋଇଛି ଶ୍ରୀଜୀଉଙ୍କ ବଡ଼ ମହାସ୍ନାନ । ଭିତରକାଠ ନିକଟରେ ରକ୍ତ ପଡ଼ିବାରୁ ଶ୍ରୀଜିଉଙ୍କର ମହାସ୍ନାନ ନୀତି ହୋଇଛି । ବଡ଼ ମହାସ୍ନାନ ପାଇଁ ଦୈନନ୍ଦିନ ନୀତିରେ ବିଳମ୍ବ ହୋଇପାରେ…

ୟୁକ୍ରେନକୁ ପରମାଣୁ ଅସ୍ତ୍ରଶସ୍ତ୍ରର ଟେକନିକ୍ ଦେଉଛି ପାକିସ୍ତାନ: ଋଷ୍

ମସ୍କୋ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଗତ ୯ ମାସ ହେବ ଯୁଦ୍ଧ ଲାଗିରହିଛି । ଏହାରି ମଧ୍ୟରେ ଋଷ ଦାବି କରିଛି ଯେ ୟୁକ୍ରେନକୁ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ପାକିସ୍ତାନ ସହାୟତା କରୁଛି । ଏହି ଦାବି କରିଛନ୍ତି ଋଷର…

EVMରେ ଦଳୀୟ ଚିହ୍ନ ପରିବର୍ତ୍ତେ ପ୍ରାର୍ଥୀଙ୍କ ଫଟୋ ସ୍ଥାନିତ ଆବେଦନକୁ ସୁପ୍ରିମକୋର୍ଟଙ୍କ ନା’

ନୂଆଦିଲ୍ଲୀ: ନିର୍ବାଚନରେ ବାଲାଟ ପେପର ଓ ଇଭିଏମରେ ଦଳର ଚିହ୍ନ ପରିବର୍ତ୍ତେ ପ୍ରାର୍ଥୀଙ୍କ ଫଟୋ, ବ୍ୟକ୍ତିଗତ ବିବରଣୀ ଓ ଶିକ୍ଷାଗତ ଯୋଗ୍ୟତା ରଖିବା ଦାବି ଉପରେ ସୁପ୍ରିମକୋର୍ଟରେ କରାଯାଇଥିବା ଏକ ଆବେଦନର ଶୁଣାଣିକୁ…

ଧାମନଗର ଉପନିର୍ବାଚନ: ସକାଳ ୭ଟାରୁ ମତଦାନ ଆରମ୍ଭ, ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର/ଧାମନଗର : ଧାମନଗର ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ସନ୍ଧ୍ୟା ୭ଟା ଯାଏଁ ଚାଲିବ । ମୋଟ୍ ୨ ଲକ୍ଷ ୩୮ ହଜାର ୪୧୭ ଜଣ ମତଦାତା ସେମାନଙ୍କ…

ଶୀତଦିନେ ଫୁଲକୋବି ଖାଇବାର ଅଦ୍ଭୁତ ଫାଇଦା, ଜାଣନ୍ତୁ କ’ଣ

ଫୁଲକୋବି ଖାଇବା ଯେମିତି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଶୀତଦିନେ ଫୁଲକୋବି ଖାଇବା ନିହାତି ଦରକାର । କାରଣ ଏହା ଖାଇବା ଦ୍ୱାରା ଆମ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଥାଏ । ଆସନ୍ତୁ…

ଶରୀରରେ ଭିଟାମିନ Dର ଅଭାବ ହେଲେ ଦେଖାଯାଏ ଏପରି ଲକ୍ଷଣ, ଆଜିଠୁ ସୁଧୁରି ଯାଆନ୍ତୁ

ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଲୋକମାନଙ୍କ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନଥିବାରୁ ଅନେକ ରୋଗ ସୃଷ୍ଟି ହେଉଛି । ଏକ ସୁସ୍ଥ ଶରୀର ପାଇଁ ସମାନ ପରିମାଣର ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ଏ, ବି, ସି ଏବଂ ଡି…

ICICI, ପଞ୍ଜାବ ନ୍ୟାସନାଲ ସମେତ ୪ଟି ବ୍ୟାଙ୍କର ଲୋନ୍ ହେଲା ମହଙ୍ଗା

ନୂଆଦିଲ୍ଲୀ: ୩ ନଭେମ୍ବରରେ ଆରବିଆଇ ଏକ ବୈଠକ ହେବାକୁ ଯାଉଛି । ଏହାର ୨ ଦିନ ପୂର୍ବରୁ ହିଁ ୪ ଟି ବଡ଼ ବ୍ୟାଙ୍କ ଯଥା-ଆଇସିଆଇସିଆଇ ବ୍ୟାଙ୍କ, ପଞ୍ଚାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ୍ ବ୍ୟାଙ୍କ…

Video: ଅନୁଭବଙ୍କୁ ଘର ଚାବି ଫେରାଇଲେ ବର୍ଷା ପ୍ରିୟଦର୍ଶିନୀ

କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦରେ ଆସିଛି ତାଜା ଅପଡେଟ । ଶାଶୁଘର ଚାବି ଫେରାଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କଟକ ଏସଡିଜେଏମ୍‌ କୋର୍ଟରେ ସେ ଆଜି…

ଭାରତର ପ୍ରଥମ ଭୋଟର ଏଥର ଘରୁ ଦେଲେ ଭୋଟ୍: ବୟସ ୧୦୫ ବର୍ଷ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଆଗାମୀ ୧୨ ନଭେମ୍ବରରେ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ କରାଯିବ । ଏହାର ଫଳାଫଳ ୮ ଡିସେମ୍ବରରେ ଘୋଷଣା କରାଯିବ । ଏହାରି ମଧ୍ୟରେ ସ୍ୱାଧୀନତା ପରେ ଭାରତର ପ୍ରଥମ ମତଦାତା ଶ୍ୟାମ…

FICCI ଇଣ୍ଡିଆର ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା: ପ୍ରଥମ ଓଡ଼ିଆ ଭାବେ…

ନୂଆଦିଲ୍ଲୀ: ଫିକି ଇଣ୍ଡିଆର ପରବର୍ତ୍ତୀ ସଭାପତି ହେଲେ ଶୁଭ୍ରକାନ୍ତ ପଣ୍ଡା । ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ବା ଜାତୀୟ ବ୍ୟବସାୟିକ ଚ୍ୟାମ୍ବରର ମୁଖ୍ୟ ଭାବେ ସେ ପ୍ରଥମ ଓଡ଼ିଆ । ମୁମ୍ବାଇରେ ଅନୁଷ୍ଠିତ…