ନୂଆ BMC ବିଲ୍ଡିଂର ନିର୍ମାଣ କାର୍ଯ୍ୟ ତଦାରଖ କଲେ 5T ସଚିବ: ଦେଖନ୍ତୁ ଫଟୋ
ଭୁବନେଶ୍ୱର: ନୂଆ BMC ବିଲ୍ଡିଂର ନିର୍ମାଣ କାର୍ଯ୍ୟ ଆଜି ତଦାରଖ କରିଛନ୍ତି 5T ସଚିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସତ୍ୟନଗରରେ ନୂତନ BMC କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା…