ତାତିରୁ ମିଳିବ ମୁକ୍ତି ! ପ୍ରବଳ ବର୍ଷାକୁ ନେଇ ଆଜି ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର : ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକାଙ୍କ ସୂଚନା ଅନୁସାରେ, ଆଜି ୧୦ ଟି ଜିଲ୍ଲାକୁ ବିଜୁଳି ସାଙ୍ଗକୁ ଘଡ଼ଘଡ଼ି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।
ସେହି ଜିଲ୍ଲା ଗୁଡିକ ହେଲା, ଅନୁଗୁଳ,…